ଦୀପିକାଙ୍କୁ ଧ-ମକ ଦେଲେ ଦିନେଶଙ୍କ ମା,,ତତେ ପାନେ ଦେବ ଟୁକୁ ଗୌଡ଼।

ତତେ ଯେତେ କହିଲେ ବି ତୁ କେଉଁଥିରେ ରାଜି ହେଉନୁ। ତତେ ଯେତେ ଉପାୟରେ ଘର ଆଗରୁ ତଡିବାକୁ ଚେଷ୍ଟା କଲେବି ତୁ ତୋ ଜିଦରୁ ଜମା ଓହରୁ ନାହୁଁ। ତତେ ଠିକ ସାଇଜ କରିବ ସେ ଟୁକୁ ଗୌଡ଼ କେବଳ ସେ ତତେ ଦୁଇ ଅକ୍ଷର ଭାଷାରେ ଗା-ଳି କରିନି ସେ ହିଁ ତତେ ଠିକ ପାନେ ଦେବ ଆଉ ତା ପରେ ତୁ ବୁଝିବୁ। କିଏ ସେହି ଟୁକୁ ଗୌଡ଼ ଯାହା କଥା ଦୀପିକାବି କହୁଥିଲେ ଦୀପିକା କହୁଥିଲେ କି ଟୁକୁ ଗୌଡ଼ ତାଙ୍କୁ ଗାଳି କରୁଛି ଧ-ମକ ବି ଦେଉଛି।

ମାତ୍ର ପ୍ରଶ୍ନ ଉଠୁଛି ଦୀପିକା ଓ ଦିନେଶଙ୍କ ଲ-ଢେଇ ଭିତରେ ଇଏ ଟୁକୁ ଗୌଡ଼ ପୁଣି କିଏ ସିଏ କାହିଁକି ଦିନେଶ ଓ ଦୀପିକାଙ୍କ ବି-ବାଦ ଭିତରେ ନିଜକୁ ଧସେଇ ଆଣୁଛି। ଦିନେଶଙ୍କ ସମ୍ପ-ର୍କରେ ଟୁକୁ ଗୌଡ଼ କଣ ହେବେ ? କାହିଁକି ଟୁକୁ ଗୌଡ଼ ଦୀପିକାଙ୍କୁ କରୁଛନ୍ତି ଗା-ଳି ଗୁ-ଲଜ। ଦୀପିକା ଦିନେଶଙ୍କ ଦାଣ୍ଡ ଦୁଆରେ ଧାରଣାରେ ବସିରହିଥିବା ବେଳେ କଣ ଅସୁବିଧା ହେଉଛି ଟୁକୁ ଗୌଡ଼ଙ୍କର କାହିଁକି ସେ ଦୀପିକାଙ୍କ ସହ ଲାଗିଛନ୍ତି।

ଟୁକୁ ଗୌଡ଼ କଣ ଦିନେଶଙ୍କ ପଇସା ଖିଆ ଗୁ-ଣ୍ଡା କି ଏ ପ୍ରଶ୍ନ ଲୋକେ ପଚାରୁଛନ୍ତି। ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ବସିରହିଥିବା ବେଳେ ଟୁକୁ ଗୌଡ଼ଙ୍କୁ କଣ ଅସୁବିଧା ହେଉଛି ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମା-ରୁଥିବା ବେଳେ ଦିନେଶଙ୍କ ମା ପ୍ରତ୍ୟକଟି କଥାରେ ଦୀପିକାଙ୍କୁ ଟୁକୁ ଗୌଡ଼ ନା ନେଇ ଧ-ମକ ଦେଇଛନ୍ତି ଦିନେଶ କହୁଛନ୍ତି ତୁ ଏଠାରୁ ଉଠିକି ଯିବୁ ନା ଟୁକୁ ଗୌଡ଼ ତୋ କଥା ବୁଝିବ। ସେ ହିଁ ତତେ ଏକା ପାନେ ଦେଇ ପାରିବ। ସେପଟେ ପ୍ରଶାସନ ଦୁଇ ପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି କି ଶାନ୍ତି ଶୃ-ଙ୍ଖଳା ର-କ୍ଷା କରିବାକୁ ମାତ୍ର ଏଠାରେ କିନ୍ତୁ ଦିନେଶଙ୍କ ମା ସବୁବେଳେ ଟୁକୁ ଗୌଡ଼ ନା ନେଇ ଧ-ମକ ଦେଉଥିବା କହିଛନ୍ତି ଦୀପିକା।

ଅନେକ କଷ୍ଟ ଦେଲା ପରେ ବି ଯେତେବେଳେ ଦୀପିକା ଧାରଣାରୁ ଓହରିଲେ ନାହିଁ ସେହି ସମୟରେ ଦିନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ହଟାଇବା ପାଇଁ ନା ନା ଉପାୟ ଆପଣାଇ ନେଉଛନ୍ତି। ଦୁଇ ପରିବାର ପକ୍ଷରୁ ଶାନ୍ତି ଶୃଙ୍ଖ-ଳା ର-କ୍ଷା କରିବା ପାଇଁ ବଣ୍ଡ ସାଇନ କରିଥିଲେ ସୁଦ୍ଧା କାହିଁକି ଦୀପିକାଙ୍କ ପଛରେ ଲାଗି ବି-ବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ଦିନେଶଙ୍କ ପରିବାର ଲୋକେ ବୋଲି ଦୀପିକା ଗଣ ମାଧ୍ୟମ ସମ୍ମୁଖରେ ପ୍ରଶ୍ନ କରିଛନ୍ତି। ଦୀପିକା ଆହୁରି ମଧ୍ୟ କହିଛନ୍ତି କି ଯଦି ଦିନେଶଙ୍କ ପରିବାର ଲୋକେ ଭାବୁଥାନ୍ତି ମତେ ଏହି ଭଳି ଡ଼ରା-ଇଲେ କି ଧ-ମକ ଦେଲେ ମୁଁ ଏଠାରୁ ନ୍ୟା-ୟ ନ ନେଇ ଖାଲି ହାତରେ ଫେରିଯିବି ତାହାଲେ ଦିନେଶଙ୍କ ପରିବାର ଲୋକେ ଭୁଲ ଭାବୁଛନ୍ତି।

ଦିନେଶଙ୍କ ପରିବାର ସବୁ ପ୍ରକାର ଅ-ତ୍ୟାଚା-ର ଦେଇ ସାରିଲେଣି ମତେ ବୋଲି ଦୀପିକା କହିଛନ୍ତି। ଦିନେଶଙ୍କ ମା ଘରୁ ବାହାରିଲେ ତାଙ୍କ ହାତ ନୁହେଁ ଗୋଡ଼ ଖାଲି କଥା ବାର୍ତା କରୁଛି ଯେମିତିକି ଘରୁ ବାହାରିବା ମାତ୍ରେ ଦୀପିକାଙ୍କ ଶୋଇବା ବିଛଣା ହେଉ କି ବସିବା ପାଇଁ ଚେୟାର ତାକୁ ଗୋଇଠା ମା-ରି ଫିଙ୍ଗିଦେଉଛନ୍ତି। କେବଳ ଏତିକି ନୁହେଁ ଦିନେଶଙ୍କ ପରିବାର ଲୋକେ ଦୀପିକାଙ୍କ ଅନୁପସ୍ଥିତରେ ଦୀପିକାଙ୍କ ଜିନିଷ ଫିଙ୍ଗି ଦେଉଛନ୍ତି । ବର୍ଷାରେ ଭିଜିବା ପାଇଁ ପାଲ ଉପରେ ନି-ଆଁ ପକାଇ ପାଲ କଣା କରିଦେଉଛନ୍ତି।

ଆଉ ଏବେ ମତେ କେବଳ ଗୋଟିଏ ଧ-ମକ ମିଳୁଛି କି ଟୁଟୁ ଗୌଡ଼ ମୋ କଥା ବୁଝିବ। ତେଣୁ ଦୀପିକା ପୋ-ଲିସ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କ ପ୍ରତି ହେଉଥିବା ଆନ୍ୟା-ୟ ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ କାରଣ ତାଙ୍କ ଜୀବନ ବିପ-ଦରେ ଅଛି।

Leave a Reply

Your email address will not be published. Required fields are marked *