ଭୁବନେଶ୍ୱର ରୁ ମହିଳାଙ୍କୁ ନେଇ ବ୍ରହ୍ମପୁରରେ କଲେ ଦୁ-ଷ୍କର୍ମ,ପୁରା ଘ-ଟଣା ଜାଣିଲେ ହୋଇଯିବେ ଚକିତ।

କାମ ଦେବାକୁ କହି ମହିଳାଙ୍କୁ ଦୁଷ୍କ-ର୍ମ କଲେ। ଭୁବନେଶ୍ୱର ପ୍ରଧାନ ଇଣ୍ଡଷ୍ଟ୍ରିରେ ରୋଷେଇ କାର୍ଯ୍ୟ କରୁଥିବା ବେଳେ ଜଣେ ଯୁବକ ମହିଳା ଙ୍କୁ ଚାକିରୀର ପ୍ରଲୋ-ଭନ ଦେଖାଇ ତାଙ୍କ ଘରକୁ ଯିବା ପାଇଁ ମହିଳାଙ୍କୁ କହିଥିଲେ ଯେତେବେଳେ ମହିଳା ଜଣଙ୍କ ଯୁବକଙ୍କ କଥାକୁ ବିଶ୍ୱାସ କରି ତାଙ୍କ ସହ ବ୍ରହ୍ମପୁର ଯାଇଥିଲେ ସେଠାରେ ଯୁବକ ଜଣଙ୍କ ଜୋ-ର ଜବ-ରଦ-ସ୍ତ ମହିଳାଙ୍କ ସହ ଶାରୀ-ରିକ ସମ୍ପ-ର୍କ ରଖିଥିଲେ। ମହିଳା ଜଣଙ୍କ ଯେତେ ମନା କରୁଥିଲେ ସୁଦ୍ଧା ଯୁବକ ଜଣଙ୍କ ଶୁଣିନଥିଲେ।

ମହିଳାଙ୍କ ଶରୀର ଉପରେ ଲୋଲୁ-ପ ଦୃ-ଷ୍ଟି ପକାଇଥିବା ଯୁବକ ମହିଳାଙ୍କ ପିଲାଙ୍କୁ ନେଇ ଅନ୍ୟତ୍ର ଛାଡି ଦେଇଥିବା ବେଳେ ମହିଳାଙ୍କୁ ସାଙ୍ଗ ଘରେ ରଖି ପୁରା ଦୁଇ ଦିନ ମହିଳାଙ୍କୁ ଦୁ-ଷ୍କର୍ମ କରିଥିଲେ। ତେବେ ବର୍ତ୍ତମାନ ମହିଳା ଜଣଙ୍କ ଥା-ନାର ଦ୍ୱାରସ୍ଥ ହୋଇ ଗଣମାଧ୍ୟମରେ ବଖାଣିଛନ୍ତି କିପରି ତାଙ୍କ ସହିତ ଦୁ-ଷ୍କର୍ମ ହୋଇଥିଲା ପୁରା କାହାଣୀ। ଆଉ ପୁରା କାହାଣୀ ଜାଣିଲେ ଆପଣ ବି ଚକିତ ହୋଇଯିବେ।

ମହିଳାଙ୍କ ଶରୀର ଉପରେ ନଜର ପକାଇଥିବା ଯୁବକ ଜଣଙ୍କ ଏମିତି ଯୌ-ନ ନି-ଶାରେ ପାଗଳ ହୋଇ ଯାଇଥିଲେ ଯେ ପୂର୍ବରୁ ସେ ବିବାହିତା ଓ ମହିଳାଙ୍କର ସ୍ୱାମୀ ଏବଂ ପିଲା ଅଛନ୍ତି ଜାଣି ସୁଦ୍ଧା ମହିଳାଙ୍କ ଶରୀରକୁ ଉପଭୋଗ କରିବାକୁ ସୁଯୋଗ ଖୋ-ଜି ଚାଲିଥିଲେ। ଯେତେବେଳେ ନିଜର ଉଦ୍ୟଶ ଓ ଦେହର ଭୋ-କକୁ ଭୁବନେଶ୍ୱରରେ ମେଣ୍ଟାଇ ପାରି ନଥିଲେ ସେତେବେଳେ ଆରମ୍ଭ କରିଥିଲେ ଯୋଜନା। କିପରି ମହିଳାଙ୍କ ଶରୀରକୁ ଉପଭୋଗ କରିବେ ଭାବି ମହିଳାଙ୍କୁ ଡାକିଥିଲେ ନିଜ ଘରକୁ। ତେବେ ମହିଳାଙ୍କ କହିବା ମୁତାବକ ପୂର୍ବରୁ ସେ ଯୁବକ ଜଣଙ୍କୁ ଭାଇ ଭଳି ଦେଖନ୍ତି ଯୁବକ ଜଣଙ୍କ ମଧ୍ୟ ତାଙ୍କୁ ମା ଭଳି ସମ୍ମାନ ଦେଉଥିଲେ ହେଲେ ସେ ଜାଣି ନଥିଲେ ଯୁବକଙ୍କ ମନରେ ତାଙ୍କୁ ନେଇ ଏଇଆ ଚାଲିଛି।

ସେ ପୂର୍ବରୁ ମଧ୍ୟ ମହିଳାଙ୍କ ଘରକୁ ଯାଇଥିଲେ ମହିଳାଙ୍କ ସ୍ୱାମୀଙ୍କ ସାଥିରେ ମିଶିଥିଲେ ମହିଳାଙ୍କ ଘରେ ଖାଇ ପିଇ ଆସିଥିଲେ। କିଏ ଜାଣିଥିଲା ଯୁବକ ଜଣଙ୍କ ମହିଳାଙ୍କ ସ୍ୱାମୀ ପିଲା ଥିବା ଜାଣି ସୁଦ୍ଧା ତାଙ୍କ ସାଥିରେ ଏପରି କା-ଣ୍ଡ ଭିଆଇବେ ବୋଲି। ନିଜ ଦେହର ଭୋ-କ ମେଣ୍ଟା-ଇବାକୁ ଯାଇ ଏମିତି ଯୋଜନା ରଚିବେ ବୋଲି। ଯୁବକଙ୍କ ମନ କଥା ବୁଝିବାରେ ମହିଳା ଅସମର୍ଥ ଥିଲେ।

ଦଶରା ଛୁଟିରେ ମହିଳାଙ୍କୁ ଯୁବକ ଜଣଙ୍କ କହିଥିଲେ ମୋ ସାଥିରେ ଆମ ଗାଁକୁ ଚାଲୋ ମୁଁ ସେଠାରେ ତୁମକୁ ଏକ ବଡ଼ ଚାକିରି ଦେବି। ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ସହ ଯିବାକୁ ସ୍ୱାମୀଙ୍କ ଅନୁମତି ମାଗିଥିଲେ ପୂର୍ବରୁ ମହିଳାଙ୍କ ସ୍ୱାମୀ ଉକ୍ତ ଯୁବକଙ୍କ ସାଥିରେ ମିସିଥିବା ବେଳେ ବ୍ରହ୍ମପୁର ଯିବାକୁ ମହିଳାଙ୍କୁ ଅନୁମତି ଦେଇଥିଲେ। ବାସ ତା ପରେ ମହିଳା ଓ ତାଙ୍କ ପିଲା ଭୁବନେଶ୍ୱର ରୁ ଯୁବକଙ୍କ ସହ ଯାତ୍ରା ଆରମ୍ଭ କରିଥିଲେ ବ୍ରହ୍ମପୁରକୁ ତା ପରେ ମହିଳାଙ୍କୁ ସାଙ୍ଗ ଘରକୁ ନେଇ ଜୋ-ର ଜବ-ରଦ-ସ୍ତ ମହିଳାଙ୍କ ସାଥିରେ କରିଥିଲେ ଦୁ-ଷ୍କର୍ମ।

ମହିଳା ଜଣଙ୍କ ଯେତେ କାକୁତି ମିନତି ହୋଇ ଯୁବକଙ୍କୁ ଛାଡ଼ିଦେବାକୁ ଅନୁରୋଧ କରିଥିଲେ ସୁଦ୍ଧା ଯୁବକ ଜଣଙ୍କ ମହିଳାଙ୍କ ଅନୁରୋଧ ରଖିନଥିଲେ। ତେବେ ଦୀର୍ଘ ଦୁଇ ଧରି ମହିଳାଙ୍କୁ ଦୁ-ଷ୍କର୍ମ କରିବା ପରେ ମହିଳା ଜଣଙ୍କ କହିଥିଲେ ମୋର ସବୁକିଛି ଲୁ-ଟି ନେଲ ଏବେ ଅନ୍ତତ ମତେ ଖଣ୍ଡେ ଭଲ ଚାକିରୀ ଟିଏ ଦିଅ। ଯୁବକ ଜଣଙ୍କ ସେହି ସମୟରେ ମହିଳାଙ୍କୁ କହିଥିଲେ କି ମୁଁ ଚାକିରୀ ଦେବାକୁ ତୁମକୁ ଏଠାକୁ ଡାକି ନଥିଲି ମୁଁ ବିବାହ କରିବାକୁ ଆଣିଥିଲି।

ବାସ ତା ପରେ ମହିଳାଙ୍କ ପିଲାଙ୍କୁ ନେଇ ଯୁବକ ଜଣଙ୍କ କେଉଁଠି ରଖିଥିବା ବେଳେ ମହିଳା ଜଣଙ୍କ କା-ନ୍ଦି ବୋବାଇ କହିଥିଲେ କି ମତେ ମୋ ପିଲାଙ୍କୁ ଦିଅ ଦୁଇ ଦିନ ପରେ ଯୁବକ ଜଣଙ୍କ ମହିଳାଙ୍କୁ ତାଙ୍କ ପିଲାଙ୍କୁ ଫେରାଇବା ପରେ ମହିଳା ଜଣଙ୍କ କୌଶଳ କ୍ରମେ ଯୁବକଙ୍କ କବଳରୁ ନିଜକୁ ର-କ୍ଷା କରି ପାରିଥିଲେ। ଆଉ ଯେତେବେଳେ ମହିଳା ଜଣଙ୍କ ବ୍ରହ୍ମପୁର ରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ସେତେବେଳେ ସମସ୍ତ ଘ-ଟଣା ନିଜ ସ୍ୱାମୀଙ୍କ ଆଗରେ ବଖାଣି ଥିଲେ। ତା ପରେ ମହିଳାଙ୍କ ସ୍ୱାମୀ ମହିଳାଙ୍କୁ ସାଥିରେ ଧରି ଥା-ନାର ଦ୍ୱାରାସ୍ତ ହୋଇଥିଲେ। ଏବଂ ସେହି ଯୁବକଙ୍କ ନାମରେ ଦୁ-ଷ୍କର୍ମ ଅଭି-ଯୋଗ କରିଥିବା ବେଳେ ତାଙ୍କୁ ନ୍ୟା-ୟ ଦେବାକୁ ଓ ଯୁବକଙ୍କ ବିରୋ-ଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *