ସୁନ୍ଦରୀ ଅର୍ଚ୍ଚନାଙ୍କ କଳା କାର-ନାମା , ସ୍ଵାମୀ ଥିଲେ ଦୁର୍ବଳ , ସେଥିପାଇଁ ଅନ୍ୟ ମାନଙ୍କ ସହ ରଖୁଥିଲେ ସ-ମ୍ପର୍କ

ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଲେଡି ବ୍ଲା-କମେ-ଲର ଅର୍ଚ୍ଚନାଙ୍କ ବାବ-ଦରେ ଗୋଟିଏ ପରେ ଗୋଟିଏ ସତ କଥା ସାମ୍ନାକୁ ଆସିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସତର ପର-ଦାଫା-ଶ ହେବାରେ ଲାଗିଛି । କିପରି ସେ ଅନ୍ୟ ମାନଙ୍କ ଠାରୁ ଟଙ୍କା ଲୁ-ଟି ଚାଲିଥିଲେ , ସେ ବିଷୟରେ ତ ଆପଣ ଜାଣି ସାରିଥିବେ । ଅତି ଲୋଭ ମଣିଷକୁ ଏପରି ଅବସ୍ଥାରେ ପହଞ୍ଚାଇ ଦେଇପାରେ , ତାହାର ଜ-ଳନ୍ତା ଉଦାହରଣ ଅର୍ଚ୍ଚନା ।

ତେବେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବା ପରେ ଜଣାପଡୁଛି କି , ଭୁବନେଶ୍ୱର ଆସିବା ପରେ ଅର୍ଚ୍ଚନାଙ୍କ ମନରେ ଥିଲା ଧନୀ ହେବାର ଇଚ୍ଛା । ଆଉ ବିଳାସପୂର୍ଣ୍ଣ ଜୀବନର ବଞ୍ଚିବାର ଲୋଭ । ତେବେ ଭୁବନେଶ୍ୱର ଆସିବା ପରେ ସେ ଟିକେ କଳା ଥିଲେ , ତେଣୁ ଯେଉଁ ପାର୍ଲରରେ ସେ କାମ କରୁଥିଲେ , ସେହି ପାର୍ଲରର କସ୍ମେଟିକ ଜିନିଷ ଲଗାଇ ହୋଇ ଯାଇଥିଲେ ଗୋରା ।

ଆଉ ଧିରେ ଧିରେ ସମସ୍ତଙ୍କୁ ନିଜ ପ୍ରେମ ଜା-ଲରେ ପକାଇବା କରିଥିଲେ ଆରମ୍ଭ । ନିଜ ଫେସବୁକ୍ ରୁ ପଇସା ବାଲା ଲୋକ ବାଛୁଥିଲେ ସେ ଆଉ ଧିରେ ଧିରେ ତାଙ୍କ ଠାରୁ ଟଙ୍କା ଲୁ-ଟିବା ଆରମ୍ଭ କରି ଚାଲିଥିଲେ । ଆଉ ନିଜର ବିଳାସମୟ ଜୀବନ ଅତିବାହିତ କରି ଚାଲିଥିଲେ । ଆଉ ବଡ ବଡ ନେତା , ମନ୍ତ୍ରୀ ଆଉ ସିନେ ପ୍ରଯୋଜକ ମାନଙ୍କୁ ନିଜ ଘରକୁ ଡାକୁଥିଲେ ଆଉ ତାଙ୍କୁ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ବାଧ୍ୟ କରୁ ଦେଉଥିଲେ।

ପରେ ଏହାକୁ ସିସିଟିଭିରେ କ-ଏଦ କରି ରଖି ଦେଉଥିଲେ ଆଉ ସେହି ବଡ ବଡିଆଙ୍କୁ ବ୍ଲା-କମେ-ଲ କରି ତାଙ୍କ ଠାରୁ ଟଙ୍କା ଲୁ-ଟିବା ଆରମ୍ଭ କରି ଚାଲିଥିଲେ । ତେବେ ସ୍ତ୍ରୀଙ୍କ ଏପରି କାମରେ ପ୍ରଥମେ ପ୍ରଥମେ ସ୍ଵାମୀ ରାଜି ନଥିଲେ । କିନ୍ତୁ ପରେ ସ୍ଵାମୀ ଭାବି ନେଇଥିଲେ କି , ଏତେ ସହଜରେ ଟଙ୍କା ଆଉ କେଉଁଠୁ ବି ଆସିବ ନାହିଁ , ତେଣୁ ସେ ସ୍ତ୍ରୀଙ୍କୁ ଏପରି କାମ କରିବାପାଇଁ ଛାଡି ଦେଉଥିଲେ ।

ଅନ୍ୟ ପକ୍ଷରେ ଜଗବନ୍ଧୁ ଟିକିଏ ଦୁର୍ବଳ ଥିଲେ । ସେ ଶାରୀ-ରିକ ହେଉ କି ମାନ-ସିକ , ଉଭୟ ସ୍ତରରେ ଟିକିଏ ଦୁ-ର୍ବଳ କାରଣରୁ ସେ ଟଙ୍କା ରୋଜଗାର କରି ପାରୁନଥିଲେ। ତେବେ ପ୍ରଥମେ ନିଜେ ଟଙ୍କା ରୋଜଗାର କରି ସ୍ତ୍ରୀକୁ ଖୁସିରେ ରଖିବେ ବୋଲି ଭାବିଥିଲେ । କିନ୍ତୁ ପରେ ଏତେ ଟଙ୍କା ଦେଖି ସେ ସ୍ତ୍ରୀକୁ ଏପରି କାମ କରିବାପାଇଁ ଛାଡି ଦେଇଥିଲେ । ତେବେ ଏହା ମଧ୍ୟ ଶୁଣିବାକୁ ମିଳୁଚି କି , ଅର୍ଚ୍ଚନାଙ୍କର ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପ-ର୍କ ରଖିବା ପାଇଁ ବହୁତ ଇଚ୍ଛା ଥିଲା।

Leave a Reply

Your email address will not be published. Required fields are marked *