ଝିଅ ସହିତ ବାପା ରଖିଲା ଶାରୀ-ରିକ ସ-ମ୍ପର୍କ , ମାଆ ଏପରି କରିବାକୁ ଦେଲା ଅନୁମତି

କୁହାଯାଏ ଦୁନିଆଁର ସବୁଠାରୁ ଶାନ୍ତି ଆଉ ବିପ-ଦଶୂନ୍ୟ ସ୍ଥାନ ହେଉଛି ବାପା ମାଆଙ୍କ ପାଖରେ । ସେମାନଙ୍କ ପାଖରେ ରହିଲେ , ଦୁନିଆଁର କିଛି ବି କଷ୍ଟ କି ଯ-ନ୍ତ୍ରଣା କି ବି-ପଦ ମାଡ଼ି ଆସି ପାରେ ନାହିଁ । ସେମାନେ ନିଜ ସନ୍ତାନର ର-କ୍ଷା ବି ସମସ୍ତଙ୍କ ସହ ଲଢି ଯାଇଥାନ୍ତି । ଆଉ ନିଜ ସନ୍ତାନର ର-କ୍ଷା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । କିନ୍ତୁ ଥରେ ଚିନ୍ତା କରନ୍ତୁ ତ , ଯଦି ସେହି ବାପା ମାଆ ପିଶାଚ ପାଲଟି ଯାଆନ୍ତି , ତେବେ ସନ୍ତାନଟି କଣ ବା କରିବ ଆଉ କୁଆଡେ ଯିବ । ତେବେ ଆଜି ଆମେ ଏପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ତେବେ ହଁ ଆଜ୍ଞା , ଆଜି ଆମେ ଆପଣଙ୍କୁ ଏପରି ଜଣେ ପିଶାଚିନୀ ମାଆ ଆଉ ଦେହ ଭୋକରେ ପାଗଳ ହୋଇ ଯାଇଥିବା ଜଣେ ବାପାଙ୍କ ବିଷୟରେ କହିବାକୁ ଯାଉଛୁ । ଜଣେ ମାଆ କିପରି ନିଜ ସ୍ବାର୍ଥ ପାଇଁ ନିଜ ଦୁଇ ଝିଅଙ୍କ ଜୀବନ ବ-ର୍ବାଦ କରିଦେଲା ଆଉ ସେମାନଙ୍କୁ ଜଣେ ପିଶାଚ ମୁହଁକୁ ଠେଲି ଦେଲା । ତେବେ ଆମେ କହୁଛୁ ଆନ୍ଧ୍ରପ୍ରଦେଶର ଭିଲ୍ଳୁରରେ ଘଟିଥିବା ଏପରି ଏକ ଲୋମ-ଟାଙ୍କୁରା ଘ-ଟଣା ବିଷୟରେ । ଜଣେ ମହିଳା ନିଜ ପ୍ରଥମ ସ୍ଵାମୀ ମରିବା ପରେ ନିଜ ସମ୍ପ-ର୍କୀୟ ଭିତରେ ଜଣଙ୍କୁ ବିବାହ କରିଥିଲେ

ବିବାହ ପୂର୍ବରୁ ସେ ଗ-ର୍ଭ ନିରୋଧକ ଅସ୍ତ୍ରୋ-ପଚାର କରାଇ ନେଇଥିଲେ । କାହିଁକି ନା ପୂର୍ବରୁ ତାଙ୍କର ଦୁଇଟି ଝିଅ ଥିଲେ । ଆଉ ଯେଉଁ କଥା ଜାଣିବା ପରେ ତାଙ୍କ ଦ୍ବିତୀୟ ସ୍ବାମୀ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଥିଲେ । ଆଉ ତାଙ୍କୁ ଛା-ଡପ-ତ୍ର ଦେବେ ବୋଲି କହିଥିଲେ । ଯାହା ପରେ ମହିଳା ଜଣଙ୍କ ତାଙ୍କୁ ନିବେଦନ କରିଥିଲେ ଏପରି ନ କରିବା ପାଇଁ । ଆଉ ସେତେବେଳେ ତାଙ୍କର ନଜର ପଡ଼ିଥିଲା ତାଙ୍କର ଦୁଇ ଝିଅ ଉପରେ । ଯେଉଁ ମାନେ ବଡ ହୋଇ ଯାଇଥିଲେ । ବଡ ଝିଅ ଦଶମ ଶ୍ରେଣୀରେ ପଢ଼ୁଥିଲା ଆଉ ଛୋଟ ଝିଅ ମଧ୍ୟ ବଡ ହୋଇ ଯାଇଥିଲା । ଆଉ ଯାହା ପରେ ମହିଳା ଜଣକ ତାଙ୍କ ବଡ ଝିଅଙ୍କୁ ବାଧ୍ୟ କରିଥିଲେ ବାପା ସହିତ ଶାରୀ-ରିକ ସମ୍ପ-ର୍କ ରଖିବା ପାଇଁ ।

ଯେଉଁଥିରୁ ତାଙ୍କର ଗୋଟିଏ ପୁଅ ହୋଇଥିଲା । କିନ୍ତୁ ଏହାପରେ ମଧ୍ୟ ବାପା ଜଣକ ଶାନ୍ତି ହୋଇ ନଥିଲେ ଆଉ କହିଥିଲେ ମୋର ପୁଅ ଦରକାର୍ । କାହିଁକି ନା ତାଙ୍କ ନଜର ସାନ ଝିଅ ଉପରେ ଥିଲା । ଆଉ ତାପରେ ମାଆ ତାଙ୍କ ସାନ ଝିଅକୁ ମଧ୍ୟ ଏହି ନାମରେ ଲଗାଇ ଥିଲେ , ଯେଉଁଥିରେ ତାଙ୍କର ଗୋଟିଏ ପୁଅ ହୋଇଥିଲା । କିନ୍ତୁ ପରେ ଏହି ପୁଅ ମରି ଯାଇଥିଲା । ତେବେ ପରେ ମହିଳା ଆଉ ତାଙ୍କ ସ୍ଵାମୀଙ୍କ ଛା-ଡପ-ତ୍ର ହୋଇ ଯାଇଥିଲା । ଆଉ ମହିଳା ଜଣକ ଯାଇ ତାଙ୍କ ବାପ ଘରେ ରହିବା ପରେ ସବୁ ସତ କଥା କହିଥିଲେ । ଯାହା ପରେ ପୋ-ଲିସ ଉଭୟଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *