ଅର୍ଚ୍ଚନା ନାଗ ମାମ-ଲାରେ ଇଡିର କା-ର୍ଯ୍ୟାନୁ-ଷ୍ଠାନ , ଖଗେଶ୍ୱରକୁ ଉଠାଇ ନେଲା ଇଡି

ରାଜଧାନୀର ଅର୍ଚ୍ଚନା ନାଗ ମାମ-ଲା ବର୍ତ୍ତମାନ ସୁଦ୍ଧା ବି ତ-ଦନ୍ତ ଘେରରେ ରହିଛି । ହନୀ ଟ୍ରାପର ଅଭି-ଯୋଗ ଆସିଥିବା ଅର୍ଚ୍ଚନାଙ୍କ ନାମରେ ଅନେକ କିଛି ଜଣା ପଡ଼ିଛି ମାତ୍ର ତାହାର କିଛିବି ପ୍ରମାଣ ଏବେ ସୁଦ୍ଧା ପୋଲି-ସକୁ ମିଳିପାରି ନାହିଁ । ପ୍ରଥମେ ଜଣେ ମହିଳାଙ୍କ ଅଭି-ଯୋଗ ଅନୁଯାୟୀ ପୋ-ଲିସ ଅର୍ଚ୍ଚନାଙ୍କୁ ଗି-ରଫ କରିଥିଲା । ସେହିଠାରୁ ହିଁ ଆରମ୍ଭ ହୋଇଥିଲା ଏହି ମାମ-ଲା । ଯାହା ବର୍ତ୍ତମାନ ସମୟରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମ-ଲାକୁ ନେଇ ଆଉ ଏକ ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି ।

ଖବର ଅନୁଯାୟୀ ଏହା ଜାଣିବାକୁ ମିଲିଛି ଯେ ଅଭି-ଯୁକ୍ତ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଇଡି ଉଠେଇ ନେଇଛି । ଏହା ସମସ୍ତେ ଜାଣିଥିବେ ଯେ ଅର୍ଚ୍ଚନାଙ୍କୁ ବିବାହ କରିବା ପୂର୍ବରୁ ଜଗବନ୍ଧୁ ଭୁବନେଶ୍ୱରରେ ଏକ ସେକେଣ୍ଡହ୍ୟାଣ୍ଡ ଗାଡ଼ି ଶୋରୁମ କରିଥିଲେ । ସେଠାରେ ଖଗେଶ୍ୱର ତାଙ୍କର ସହଯୋଗୀ ରହିଥିଲେ । ଆଉ ଯେତେବେଳେ ଜଗବନ୍ଧୁ ଅର୍ଚ୍ଚନାଙ୍କୁ ବିବାହ କଲେ ସେତେବେଳେ ସବୁ କଳା କାରନାମାରେ ମଧ୍ୟ ଖଗେଶ୍ୱର ତାଙ୍କୁ ସହଯୋଗ କରୁଥିବା ସୂଚନା ମିଳିଛି । ପୂର୍ବରୁ ଏହି କଥା ଶୁଣିବାକୁ ମିଳିଥିଲା ଯେ ଇଡି ଖଗେଶ୍ୱରକୁ ଏହି ମାମ-ଲା ନେଇ ଡକେଇ ପାରେ ।

ମାତ୍ର ଗତକାଲି ଶୁଣିବାକୁ ମିଳିଛି ଯେ ଇଡି ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଜଗବନ୍ଧୁଙ୍କ ଗାଁ ଗଂଗେଶ୍ୱରରୁ ଉଠାଇ ନେଇଛି । ଏହାବ୍ୟତୀତ ଇଡି ଅଫିସରେ ଖଗେଶ୍ୱରକୁ ପଚ-ରା ଉ-ଚୁରା ଜାରି ରଖାଯାଇଛି । ଏହାବ୍ୟତୀତ ଇଡି ଖଗେଶ୍ୱର ସମେତ ଅନ୍ୟ ଛଅ ଜଣଙ୍କ ବ-ୟାନ ମଧ୍ୟ ରେ-କର୍ଡ କରାଯାଇଛି । ପୂର୍ବରୁ ଖଗେଶ୍ୱରକୁ ଏହି ସମ୍ବ-ନ୍ଧରେ ପଚ-ରା ଯିବାର ଆଶଙ୍କା କରାଯାଉଥିଲେ ହେଁ କୌଣସି ବିନା ସନ୍ଦେ-ହରେ ତାଙ୍କୁ ଡକା ଯାଇନଥିଲା । ମାତ୍ର ବର୍ତ୍ତମାନ ଆଶା କରାଯାଇଛି ଯେ ହୁଏତ ଖଗେଶ୍ୱରଙ୍କ ବୟା-ନରୁ କିଛି ନୂତନ ତଥ୍ୟ ମିଳିପାରେ ।

ଏପଟେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧୁଙ୍କ ମା-ମଲା ପୂର୍ବ ଭଳି ରହିଛି ଏବଂ ପ-ଚରା ଉଚୁ-ରା ମଧ୍ୟ ଜାରି ରହିଛି । ବାସ୍ତବରେ ଏହି ମା-ମଲା ହୁଏତ ସେତିକି ତ-ଦନ୍ତ ଘେରକୁ ଆସି ନଥାନ୍ତା , ମାତ୍ର ଯେତେବେଳେ ଜଣା ପଡ଼ିଥିଲା ଯେ ଏହି ମାମ-ଲାରେ ବଡ଼ ବଡ଼ ନେତାଙ୍କ ନାମ ମଧ୍ୟ ଜଡ଼ିତ ଅଛି , ସେହିଠାରୁ ହିଁ ଏହି ମାମ-ଲା ଉପରେ ଅଧିକ ତ-ଦନ୍ତ ଆରମ୍ଭ ହୋଇଥିଲା । ଅର୍ଚ୍ଚନା ନାଗଙ୍କ କଳା-କାରନାମା ବିଷୟରେ ହୁଏତ ଅନେକ କଥା ଜଣା ପଡିଛି ମାତ୍ର ଟଙ୍କା କାରବାରକୁ ନେଇ ତାଙ୍କ ବିରୋ-ଧରେ କୌଣସି ପ୍ରମାଣ ଏବେ ସୁଦ୍ଧା ମିଳିନାହିଁ ।

Leave a Reply

Your email address will not be published. Required fields are marked *