ବିବାହର ନଅ ବର୍ଷ ପରେ ବି ଜଣେ ସ୍ତ୍ରୀ ସହିତ ଏମିତି କା-ଣ୍ଡ ଘଟାଇଛି ଜଣେ ସ୍ୱାମୀ । ଜାଣିଲେ ପାଦ ତଳୁ ମାଟି ଖସିଯିବ ।

ଯେଉଁ ସ୍ୱାମୀକୁ ଭରସା କରି ମହିଳା ଜଣକ ନିଜ ପରିବାର ଛାଡ଼ି ପର ଲୋକଙ୍କୁ ନିଜର କରିବାକୁ ଚାଲି ଆସିଥିଲେ ସେହି ସ୍ୱାମୀ ଦିନେ ତାଙ୍କ ହାତ ଛାଡ଼ିଦେବା ତ ଦୂରର କଥା ତାଙ୍କ ଜୀବନ ନେବାକୁ ମଧ୍ୟ କିଭଳି ପଛାଇଲେ ନାହିଁ ତାହା ବାସ୍ତବରେ ଆଶ୍ଚର୍ଯ୍ୟ ଲାଗୁଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଆଜ୍ଞା ହଁ , ଏଭଳି ଏକ ଘ-ଟାଣ ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ଘଟି ଯାଇଛି ।

ଯେଉଁଠି ଜଣେ ବିବାହିତା ମହିଳାଙ୍କ ମୃ-ତ ଦେହ ତାଙ୍କ ଘରୁ ବାହାରିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥା-ନା ସୋହାଡ଼ା ପଞ୍ଚାୟତ କଣ୍ଟାପାରି ଗ୍ରାମର ବିରେନ୍ଦ୍ର ଜେନାଙ୍କ ସ୍ତ୍ରୀ ଆନି ଜେନାଙ୍କ ମୃ-ତ ଦେହ ଘର ଭିତରୁ ଉ-ଦ୍ଧାର ହୋଇଛି ।ଖବର ପାଇ ଆନିଙ୍କ ବାପା ମା’ ଏବଂ ପରିବାର ଲୋକେ ପହଞ୍ଚି ଝିଅର ମୃ-ତ ଦେହ ଦେଖି ଭାବ ବିହ୍ଵଳ ହୋଇ ଯାଇଛନ୍ତି । ସେମାନଙ୍କ ପାଦ ତଳୁ ଯେମିତି ମାଟି ଖସି ଯାଇଛି । ଦୀର୍ଘ ଦିନ ହେବ ପାରିବାରିକ ଝ-ଗଡ଼ା ଲାଗି ରହୁଥିଲା ।

ଆନିଙ୍କୁ ଶ୍ୱଶୁର ଘର ଲୋକେ ହ-ତ୍ୟା କରିଥିବା ଅଭି-ଯୋଗ କରିଛନ୍ତି ଆନିଙ୍କ ବାପା । ଘଟ-ଣାସ୍ଥଳରେ ଧାମନଗର ପୋ-ଲିସ ପହଞ୍ଚି ଶ-ବକୁ ଜ-ବତ କରି ବ୍ୟବ-ଚ୍ଛେଦ ପାଇଁ ଭଦ୍ରକ ପଠାଇ ଥିବା ବେଳେ ସାଇନଟିଫିକ ଟିମ ଆସି ତ-ଦନ୍ତ ଆରମ୍ଭ କରିଛି । ତେବେ ମୃ-ତ ଆନିଙ୍କ ବାପ ଘର ପଡ଼ୋଶୀ ଯାଜପୁର ଜିଲ୍ଲା ରାମବାଗ ଅଞ୍ଚଳର ହୋଇଥିବା ବେଳେ ସେ ନଅ ବର୍ଷ ହେବ ଭଦ୍ରକ ଜିଲ୍ଲାର କଣ୍ଟାପାରି ଗ୍ରାମର ବିରେନ୍ଦ୍ର କୁମାର ଜେନାଙ୍କୁ ବିବାହ କରିଥିଲେ ।

ତାଙ୍କର ଦୁଇଟି ଛୁଆ ଏବଂ ଏପଟେ ଆନିଙ୍କ ମୃ-ତ ଖବର ସବୁଠି ଚଂଚଲ୍ୟ ଖେଳାଇ ଦେଇଛି । କାନ୍ଦ ବୋବାଳିରେ ପୁରା ଘର ଫାଟି ପଡ଼ୁଛି । ଆନି ଜେନାଙ୍କୁ ହ-ତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଧାମନଗର ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ପୋ-ଲିସର ଛାନଭିନ ପାରେ ଆନିଙ୍କ ସ୍ୱାମୀଙ୍କୁ ପୋ-ଲିସ ଗି-ରଫ କରିଛି । ତେଣୁ ଆନିଙ୍କ ଭାଇଙ୍କ କହିବା କଥା ଯେ ଆନିଙ୍କ ସହିତ ତାଙ୍କ ଶ୍ୱଶୁର ଘର ଲୋକଙ୍କର କିଛି ସଦସ୍ୟଙ୍କ ସହିତ ଝ-ଗଡ଼ା ଲାଗି ରହୁଥିଲା । ତେଣୁ ତାଙ୍କ ଭଉଣୀର ମୃ-ତ୍ୟୁ ପାଇଁ ତାଙ୍କ ଭାଉଜ ଏବଂ ତାଙ୍କ ଭିଣୋଇ ଦାୟୀ ଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *