ଯେଉଁଠି ଜୀବନ ଯାଇଥିଲା ସେଇଠି ଦିଆ ଯାଉଛି ଶେଷ ବିଦାୟ..

ଇତିହାସର ଏ ପ୍ରଥମ ଘ-ଟଣା। ସହିଦ୍ ସ୍ଥାନରେ ଏ ବୀର ଯବାନଙ୍କର ହେଉଛି ଅନ୍ତିମ ସଂ-ସ୍କାର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଉଛି ଶେଷ ବି-ଦାୟ। ଆତ-ଙ୍କବାଦୀ ଗୁ-ଳି ମା-ଡ଼ରେ ଗାଡ଼ି ଭିତରେ ହିଁ ସହିଦ୍ ହୋଇଥିଲେ ଚାରି ଯବାନ। ସେଦିନ ଗାଡ଼ି ଭିତରେ ଥିଲେ ଭାରତୀୟ ସେନା। କେହି କିଛି ବୁଝିବା ଆଗରୁ ଅଚାନକ ଗାଡ଼ି ଉପରେ ହୋଇଥଲା ଗୁ-ଳି ବର୍ଷା। ଆଉ ଆକ୍ର-ମଣରେ ହିଁ ଜଣକ ପରେ ଜଣେ ଟଳି ପଡ଼ିଥିଲେ। ଗାଡ଼ି ଭିତରେ ହିଁ ସହିଦ୍ ହୋଇ ଯାଇଥିଲେ ଚାରି ଜଣ ଯବାନ। ହଁ ଆଜ୍ଞା ଜାମ୍ମୁକାଶ୍ମୀର ପୁଞ୍ଜ୍ ଜିଲ୍ଲାରେ ଆତ-ଙ୍କବାଦୀ ଆକ୍ର-ମଣରେ ଭାରତର ଚାରି ଜଣ ବୀର ଯବାନ ସହିଦ୍ ହୋଇ ଯାଇଛନ୍ତି। ଦେଶର ସମ୍ମାନ ର-କ୍ଷା ପାଇଁ ଏହି ବୀର ଗତି ପ୍ରାପ୍ତ ହୋଇଥିବା ଭାରତମାତାର ଏହି ସନ୍ତାନମାନଙ୍କୁ ଆଜି ଶେଷ ବି-ଦାୟ ଦିଆଯାଉଛି।

କିନ୍ତୁ ଏ ଆକ୍ର-ମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କ ଅନ୍ତିମ ସଂ-ସ୍କାର ଇତିହାସରେ ପ୍ରଥମ କାହାଣୀ ହେବ। କାରଣ ଯେଉଁ ସ୍ଥାନରେ ଚାରି ଜଣ ଯବାନ ସହିଦ୍ ହୋଇଛନ୍ତି ,ସେମାନଙ୍କୁ ସେହି ସ୍ଥାନରେ ହିଁ ଅନ୍ତିମ ବି-ଦାୟ ଦେଉଛି ଭାରତୀୟ ସେନା । ଇଣ୍ଡିଆନ୍ ଆର୍ମିର ଅଧିକାରୀଙ୍କ ପକ୍ଷରୁ ଏଭଳି କିଛି ସୂଚନା ମିଳିଛି। ସେଦିନ ପୁଞ୍ଜ୍ ଜିଲ୍ଲା ଡେରା ଅଞ୍ଚଳରେ ହୋଇଥିବା ଆତ-ଙ୍କବାଦୀ ଆକ୍ର-ମଣରେ ଭାରତର ଚାରି ଜଣ ବୀର ଯବାନ ସହିଦ୍ ହୋଇଥିଲେ।

ତେବେ ଆଜି ଏହି ବୀର ଯବାନଙ୍କୁ ଶେଷ ବି-ଦାୟ ଦେଉଛି ଭାରତୀୟ ସେନା। ତେବେ ଇତିହାସରେ ପ୍ରଥମଥର ପାଇଁ ସହିଦମାନଙ୍କୁ ଏଭଳି ସମ୍ମାନ ଏବଂ ଶେଷ ବି-ଦାୟ ଦିଆଯାଉଛି। ଏହି ଆକ୍ର-ମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କୁ ସେମାନଙ୍କ ସହିଦ୍ ସ୍ଥାନରେ ହିଁ ଅନ୍ତିମ ବି-ଦାୟ ଦିଆଯାଉଛି। ଭାରତମାତାର ବୀର ସନ୍ତାନଙ୍କୁ ଶେଷ ବି-ଦାୟ ଦେବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ଡକାଯାଇଛି।

ତେବେ ଏହି ସ୍ଥାନରେ ସେନାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି। ତେବେ ଇତିହାସରେ ପ୍ରଥମଥର ପାଇଁ ଏଭଳି ସମ୍ମାନ ପାଇବେ ଭାରତର ବୀର ଯବାନ। ହଁ ଦର୍ଶକ ବନ୍ଧୁ ଗୁରୁବାର ଦିନ ଅପରାହ୍ନ ପ୍ରାୟ ଚାରିଟା ପଇଁଚାଳିଶରେ ସୁରନ୍ କୋର୍ଟରେ ସର୍ଚ୍ଚ ଅପରେସନ କରୁଥିବା ସେନା କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ର-ମଣ। ଜମ୍ମୁର ପ୍ରତିର-କ୍ଷା ବିଭାଗର ଲୋକ ସଂପର୍କ ଅଧିକାରୀ ଲେବଲେଣ୍ଟ୍ କର୍ଣ୍ଣେଲ୍ ସୁନିଲ୍ ବାର୍ଡୱାଲ୍ କହିଛନ୍ତି ଯେ ଆତ-ଙ୍କବାଦୀଙ୍କ ଉପସ୍ଥିତି ସମ୍ପ-ର୍କରେ ଗୁପ୍ତଚରଙ୍କ ଆଧାରରେ ଖବର ମିଳିଥିଲା।

ତେଣୁ ବୁଧବାର ରାତିରୁ ପୁଞ୍ଜ ଜିଲ୍ଲାର ସେହି ଅଞ୍ଚଳରେ ମ୍ରିତୋ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ଆଉ ଏବେବି ଘଟ-ଣାସ୍ଥଳରେ ଜାରି ରହିଛି ଅପରେସନ୍ । ତେବେ ବର୍ତ୍ତମାନ ପାସ୍ ଖୋଲାଥିବାରୁ ଆତ-ଙ୍କବାଦୀ କାର୍ଯ୍ୟ କଳାପ ବଢୁଥିବା କହିଛନ୍ତି ବିଶେଷଜ୍ଞ। କିଛି ଦିନ ପରେ ପାସ୍ ବନ୍ଦ୍ ହୋଇଗଲେ ଏହା କମ୍ ହୋଇଯିବ ବୋଲି ସୂଚନା ମିଳିଛି। ପୁଞ୍ଜ ରୌଚରି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବାରୁ ଆତ-ଙ୍କବାଦୀଙ୍କୁ ଆକ୍ର-ମଣ କରିବା ସହଜ ହେଉଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ଗାଡ଼ିର ସ୍ପିଡ କମ୍ ରୁହେ। ତେଣୁ ଏହି ସମୟର ସୁଯୋଗ ନେଇ ଆତଂ-କବାଦୀମାନେ ଆକ୍ର-ମଣ କରୁଛନ୍ତି।

Leave a Reply

Your email address will not be published. Required fields are marked *