ଏମିତି ଚାଲିଛି ନକଲି ମଦ ତିଆରି , ପାଣିରେ ଠିପିଏ କଲର ଏବଂ ନାମୀ ଦାମୀ ମହର ଲଗାଇ ବିକ୍ରି କରୁଥିବାର ଧରା ପଡ଼ିଲେ ବ୍ୟକ୍ତି

ହୋଲି ଅବସରରେ ରଙ୍ଗ ଯେମିତି ଅଧିକ ଚାହିଦା ସୃଷ୍ଟି କରିଥାଏ ସେହିଭଳି ନି-ଶା କରୁଥିବା ବ୍ୟକ୍ତି ପାଇଁ ମ-ଦ ଖୁବ ଜରୁରୀ ହୋଇଯାଏ । ଯେହେତୁ ହୋଲି ଦିନ ମଦ ବିକ୍ରି ଉପରେ ପୁରାପୁରି ପ୍ରତିବନ୍ଧକ ଲାଗିଥାଏ ତେଣୁ ଚୋ-ରା ମ-ଦ କାରବାର ଚାଲିଥାଏ । କିନ୍ତୁ ଏ କ୍ଷେତ୍ରରେ ବି ଲୋକଙ୍କୁ ଠ-କେଇ ହେଉଛି ଅର୍ଥାତ ବିଷବି ଆଜିକାଲି ନକଲି ତିଆରି ହେଉଛି କହିଲେ ଚଳେ । ଗତକାଲି ରାଉରକେଲା ରେ ଏକ୍ସାଇଜ କମିଶନ ଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ୨୧୫ ଲିଟର ନକଲି ମ-ଦ , ଲେବଲ , ଟ୍ୟାପ ଏବଂ ଖୋଲା ବୋତଲ ସହିତ ଅଭି-ଯୁକ୍ତ ଙ୍କୁ ଗି-ରଫ କରାଯାଇଛି ।

ତେବେ ସେହି ବ୍ୟକ୍ତି ଜଣକ କିପରି ଏସବୁ କାମ କରନ୍ତି ସବୁକିଛି କହିଛନ୍ତି । କିପରି ଭାବରେ ସେ ରଙ୍ଗ ମିଶାଇ ନକଲି ମ-ଦ ପ୍ରସ୍ତୁତ କରନ୍ତି ଏବଂ ତାଙ୍କୁ କିଏ କଞ୍ଚାମାଲ ସପ୍ଲାଇ କରନ୍ତି ଏବଂ ତାହା ସହିତ ତାଙ୍କୁ ଏସବୁ କାମ କରିବାକୁ କିଏ କହିଛନ୍ତି ସବୁ ବିଷୟରେ ସେ କହିଛନ୍ତି । ଯେହେତୁ ହୋଲି ଦିନ ମ-ଦ କାରବାର ବନ୍ଦ ଥାଏ ଏବଂ ନି-ଶା ନିବାରଣ କରୁଥିବା ବ୍ୟକ୍ତିଙ୍କୁ ମ-ଦ ଆବଶ୍ୟକ ଥାଏ ତେଣୁ ଏମାନେ ତାହାର ଫାଇଦା ଉଠାଇ ରଙ୍ଗ ମିଶାଇ ଶହ ଶହ ଲିଟର ମ-ଦ ବିକ୍ରି କରୁଥିବାର ଜଣା ଯାଇଛି ।

ତେବେ ଗତ କାଲି ୪ ବସ୍ତି ରୁ ୨୦୦ ଲିଟର ମ-ଦ ଜ-ବତ ହୋଇଛି । ଯେଉଁ ମ-ଦ ଯଦି ଲୋକେ ପିଅନ୍ତି ତେବେ ତାହା ଶରୀର ପାଇଁ ଖୁବ କ୍ଷ-ତିକା-ରକ ହୋଇଥାଏ । ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଲୋକେ ଏହା ଜାଣିବି ପଇସା ପାଇଁ ଏପରି ଘୃ-ଣ୍ୟ କାମ କରନ୍ତି । ସେମାନେ ଏପରି ଭାବରେ ନକଲି ମ-ଦ ପ୍ରସ୍ତୁତ କରିଥାନ୍ତି ଯାହାକୁ ଦେଖିବା ପାଇଁ ପୁରା ଅସଲି ଦେଖାଯିବ ଏବଂ ଅସଲି ଏବଂ ନକଲି ମଧ୍ୟରେ ଫରକ ଜଣା ପଡ଼ିବ ନାହିଁ । ଏପରି ବଡ଼ ବଡ଼ ବ୍ରାଣ୍ଡ ର ଲେବୁଲ ଲଗାଯାଉଛି ଏବଂ ତାହାକୁ ସିଲ କରାଯାଇ ମାର୍କେଟ କୁ ପଠା ଯାଉଛି ।

ଏହି ପରିପ୍ରେକ୍ଷୀରେ ଯେତେବେଳେ ଅଭି-ଯୁକ୍ତକୁ ପ୍ରଶ୍ନ କରାଯାଇଛି ସେ କହିଛନ୍ତି ଯେ ଏଥର ସେ ପ୍ରଥମଥର ପାଇଁ ଏପରି କାମ କରିବା ପାଇଁ ସେ ରହୁଥିବା ଘରର ମାଲିକ କହିଥିବା ସେ କହିଛନ୍ତି । ତେବେ ଆପଣ ମାନେ ଜାଣି ପାରୁଥିବେ ଯେ ଆଜିକାଲିକା ସମୟରେ ଲୋକେ ନିଜେ ବଞ୍ଚିବା ପାଇଁ ଲୋକଙ୍କୁ ମା-ରିବାକୁ ବି ପଛାଇବେ ନାହିଁ ।

Leave a Reply

Your email address will not be published. Required fields are marked *