ଶେଷରେ ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଦୁହେଁ ମିଶି ଗଲେ ଶଶୁର ଘର ।

ସବୁ ରାଗ ଋଷା ମାନ ଅଭିମାନ ଭୁଲି ଦୀପାଞ୍ଜଳୀ ଗଲେ ଶଶୁର ଘର । ଯେଉଁ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ବେଶ୍ ଚର୍ଚ୍ଚା ସାଉଁଟି ଥିଲା ସେହି ଘ-ଟଣା ଏବେ ଏକ ଭିନ୍ନ ମୋଡ ନେଇଛି । ଗୋଟେ ପଟେ ଚାଲିଥିଲା ବିବାହ ପଡୁଥିଲା ପ୍ରେମିକ ପ୍ରେମିକାଙ୍କ ହାତ ଗଣ୍ଠି । ଆଉ ଅନ୍ୟ ପଟେ ଝିଅ ଲୁ-ଚିକି ଘରୁ ଗୋଡ କାଢି ଥିବାରୁ ବାପା ମା ଜି-ଅନ୍ତା ଝିଅକୁ ହେଉଥିଲେ ଶୁ-ଦ୍ଧି । ବାପା ମା ଝିଅକୁ ଶୁଦ୍ଧି ହେବା ଘ-ଟଣା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ଏଭଳି ଘ-ଟଣା ପ୍ରଥମ ଥର ଦେଖୁଥିବାରୁ ଲୋକେ ହୋଇଥିଲେ ବେଶ୍ ଚକିତ । ଝିଅର ହାତ ଗଣ୍ଠି ପଡୁଥିଲା ବେଳେ ବାପା ମା ଝିଅର ପି-ଣ୍ଡ ଦାନ ଦେଉଥିଲେ ।

ଆଉ ଏହା ପରେ ଝିଅ ଶାଶୁ ଘରେ ଭୋଜି ଭାତର ଆସର୍ ଜମି ଥିବା ବେଳେ ବାପା ମା ଆଉ ଝିଅର ପୁରା ପରିବାର କହୁଥିଲେ ଆମ ପାଇଁ ଆମ ଝିଅ ମରିଯାଇଛି । ଆଉ ଆମେ ସେଥିପାଇଁ ଝିଅକୁ ଶୁ-ଦ୍ଧି ହୋଇ ଯାଇଛୁ । ଏହି ଘଟ-ଣାକୁ ନେଇ ଗଣମାଧ୍ୟମରେ ମଧ୍ୟ ଅନବରତ ଖବର ପ୍ରସାରଣ ହୋଇଥିଲା । ଅନେକ ବୁଦ୍ଧିଜୀବି ଏହା ଉପରେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରିଥିଲେ । ହେଲେ ଏହା ପରେ ଏହି ଘଟ-ଣାରେ ଆସିଛି ନୂଆ ମୋଡ଼ । ହଁ ଆଜ୍ଞା ରାଜେନ୍ଦ୍ର ଆଉ ଦୀପାଞ୍ଜଳୀ ଏତେ ସବୁ ପରେ ବି ଯାଇଛନ୍ତି ଶଶୁର ଘର । ବାପା ମାଆଙ୍କ ପାଖରୁ ଆଶୀର୍ବାଦ ଆଣି ।

ଏକ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଶଶୁର ଘରେ ପାଦ ଥାପିଛନ୍ତି । ତେବେ ଦୀପାଞ୍ଜଳୀ ମଧ୍ୟ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । କାରଣ ସବୁ ଝିଅଙ୍କ ପାଇଁ ବାପ ଘର ବେଶ୍ ଖୁସି ଦେଇଥାଏ । ତେବେ ଝିଅ ଜ୍ବାଇଁ ଶଶୁର ଘର ପ୍ରଥମ ଥର ପାଇଁ ଯାଇଥିବା ବେଳେ । ଜ୍ବାଇଁ ଚର୍ଚ୍ଚା ମଧ୍ୟ ଶଶୁର ଘର ଲୋକେ ଅତି ଧୁମ୍ ଧାମରେ କରିଥିବା କୁହାଯାଉଛି । ତେବେ ଆପଣ ମାନେ ଏହା ନିହାତି ଭାବେ ଜାଣି ଥିବେ । କି ଯେତେବେଳେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ସେତେବେଳେ ଦୀପାଞ୍ଜଳୀ ଓ ରାଜେନ୍ଦ୍ର ପ୍ରଥମ ଥର ପାଇଁ ଲୁ-ଚିକି ଘରୁ ଗୋଡ କାଢି ଚାଲି ଯାଇଥିଲେ । ଏହା ପରେ ଦୀପାଞ୍ଜଳୀ ଙ୍କ ପରିବାର ଲୋକେ ପରେ ବିବାହ ଦେବା କଥା କହି ଦୀପାଞ୍ଜଳୀଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ କହିଥିଲେ ।

ତେବେ ଏହି ସମୟରେ ଦୀପାଞ୍ଜଳୀ ଶେଷରେ ନିଜ ପ୍ରେମକୁ ପାଇବା ପାଇଁ ରାଜେନ୍ଦ୍ରଙ୍କ ସାଥିରେ ଫେ-ରାର ହୋଇଯାଇଥିଲେ । ଆଉ ଏହା ପରେ ଗୋଟେ ପଟେ ହୋମ ନିଆଁ ଜ-ଳୁଥିବା ବେଳେ ଅନ୍ୟପଟେ ଦୀପାଞ୍ଜଳୀଙ୍କୁ ପରିବାର ଲୋକେ ଜି-ଅନ୍ତା ଶୁ-ଦ୍ଧି ହୋଇ ପଡୁଥିଲେ । ଏହି ଘ-ଟଣା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଉଁଟି ଥିଲା । ଆଉ ଏହି ଘ-ଟଣା ପରେ ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଦୁହେଁ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଦୁହେଁ ଶଶୁର ଘର ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *