ଗାଆଁରେ ମା-ତିଛି ପିମ୍ପୁଡ଼ି , ଲୋକେ ଭ-ୟରେ ବାହାରି ପାରୁ ନାହାଁନ୍ତି ଘରୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ମାନେ ଆଗରୁ କେବେ ଶୁଣି ନଥିବେ । ଏପରି ଏକ ଆଶ୍ଚ-ର୍ଯ୍ୟଜନକ ଘ-ଟଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟିଏ ଗାଁରେ ଏପରି ଏକ ଭ-ୟ ଦେଖା ଯାଇଛି , ଯାହାଦ୍ଵାରା ଲୋକମାନେ ଘରୁ ବାହାରିବାକୁ ଭ-ୟ କରୁଛନ୍ତି ।

ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି , ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ । ବନ୍ୟା ଛାଡି ଯିବା ପରେ ଗାଆଁରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ଵାରା ଲୋକମାନେ ଅତ୍ୟନ୍ତ ଭ-ୟଭୀ-ତ ହୋଇ ଯାଇଛନ୍ତି । ଆଉ ତାପରେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ଭ-ୟ କରୁଛନ୍ତି । ତେବେ ଏପରି ଘଟ-ଣା ପ୍ରାୟତଃ ପ୍ରଥମ ଥର ଘଟିଛି ।

ସୂଚନା ଅନୁଯାୟୀ , ଏହି ଅଞ୍ଚଳରେ ପିମ୍ପୁଡ଼ି ମାଳ ମାଳ ହୋଇ ବୁଲୁଛନ୍ତି । ଆଉ କୁଆଡେ ମଧ୍ୟ ଯାଉ ନାହାଁନ୍ତି । ଆଉ ଏଗୁଡ଼ିକ କାମୁଡି ମଧ୍ୟ ଦେଉଛନ୍ତି । ଯାହା ଫଳରେ ଗୋଡ଼ରେ ଫଳି ଯାଉଛି । ଆଉ ଅତ୍ୟନ୍ତ କଷ୍ଟ ମଧ୍ୟ ହେଉଛି । ଖାଲି ଏତିକି ନୁହେଁ , ଗୋଡ଼ରେ ଘା ମଧ୍ୟ ହୋଇ ଯାଉଛି । ତେବେ ଏ ବାବଦରେ ଲୋକମାନେ ଡାକ୍ତରଖାନାରେ ଦେଖାଇ ଥିଲେ ମଧ୍ୟ ସେମାନେ କିଛି ଜାଣି ପାରୁ ନାହାଁନ୍ତି ।

ତେବେ ଏପରି କଥା କହିଛନ୍ତି ଗ୍ରାମବାସୀ। ବର୍ତ୍ତମାନ ସେହି ପିମ୍ପୁଡ଼ି ଗୁଡ଼ିକ କୁଆଡେ ଆସିଲେ , ଏବଂ କଣ ପାଇଁ ସେଗୁଡିକ ଏପରି ସମସ୍ୟା ସୃଷ୍ଟି କରୁଛନ୍ତି , ତାହାର ଅନୁସ-ନ୍ଧାନ କରିବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । କାରଣ ଏଗୁଡ଼ିକ ଯୋଗୁଁ ଘରେ ଶାନ୍ତିରେ ସେମାନେ ଶୋଇ ପାରୁ ନାହାଁନ୍ତି ବୋଲି କହିଛନ୍ତି । ତେବେ ଦେଖାଯାଉ , ପ୍ରଶାସନ କେବେ ଏଥିପାଇଁ ସତ-ର୍କତା ଅବଲମ୍ୱନ କରିବ ।

Leave a Reply

Your email address will not be published. Required fields are marked *