ଅଧିକ ମୋବାଇଲ ବ୍ୟବହାର କରୁଥିବାରୁ ଅବିଭାବକଙ୍କୁ ଡକାଇ ଅଭି-ଯୋଗ କରିଥିଲେ ଶିକ୍ଷକ , ହଷ୍ଟେଲରୁ ଲୁ-ଚି ପଳାଇଲେ ଛାତ୍ର :-

ଆଜିକା ସମୟରେ ମଣିଷ ମଣିଷ ମଧ୍ୟରେ ସେହି ପ୍ରେମ ଭଲପାଇବା ଆଉ ନାହିଁ । ତାହାର ଏକମାତ୍ର କାରଣ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜି । ସେଥିମଧ୍ୟରୁ ଗୋଟିଏ ହେଉଛି ମୋବାଇଲ ଯାହାକି ଲୋକଙ୍କ ସ-ମ୍ପର୍କ ଭା-ଙ୍ଗୁଛି କହିଲେ ଚଳେ । ପିଲାଟିଏ ଜନ୍ମ ହେବା ପରେ ବାପା ମା’ ଡାକ ଶିଖିବା ଆଗରୁ ମୋବାଇଲର ବ୍ୟବହାର ଆଗ ଶିଖି ଯାଉଛି । ତେଣୁ ଏଥିରେ ଯେ ପିଲାମାନେ ଦାୟୀ ତାହା ନୁହେଁ ବରଂ ଏଥିପାଇଁ ଉଭୟ ଅଭିଭାବକ ଏବଂ ପରିବେଶ ଦାୟୀ । କେବଳ ଏହି କାରଣରୁ ହିଁ ପିଲା ବିଗିଡ଼ି ଯାଉଛନ୍ତି । ଆଉ ବର୍ତ୍ତମାନ ସମୟରେ ଜଣେ ପିଲା ହଷ୍ଟେଲରୁ ମଧ୍ୟ ଲୁ-ଚି ପଳାଇ ଯାଇଛି ।

ତେବେ ଏପରି ଏକ ଘ-ଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କହିବାକୁ ଗଲେ ବାପା ମା’ ଅବାଧ୍ୟ ହେଲେ ଗାଳି କରନ୍ତି । କିନ୍ତୁ ବାପା ମା’ କେବେବି ପିଲାଙ୍କୁ ଘୃ-ଣା କରି ନଥାନ୍ତି ବରଂ ଭଲ ବାଟକୁ ଆସିବାକୁ ଶା-ସନ କରିଥାନ୍ତି । ମାତ୍ର ଏହା ବି ତାଙ୍କୁ ଦୁଃ-ଖ ଦେଇଛି । ଟିକିଏ ଗା-ଳି କରିବାରୁ ଜଣେ ଦମ୍ପତ୍ତିଙ୍କ ପୁଅ ହଷ୍ଟେଲରୁ ଲୁ-ଚି ପଳାଇ ଯାଇଛି ।ଯେଉଁ କାରଣରୁ ପୁରା ପରିବାର ଦୁଃ-ଖରେ ଭା-ଙ୍ଗି ପଡ଼ିଛନ୍ତି । ପୁଅ ପଳାଇଥିବାର ଦୁଇ ଦିନ ବିତି ଯାଇଥିଲେ ହେଁ ତାର କୌଣସି ଖୋ-ଜ ଖବର ମିଳିନାହିଁ ।

ତେବେ ସୁଚନା ଅନୁଯାୟୀ ଏହି ଘ-ଟଣା ରାଜଭବନ ହଷ୍ଟେଲର ଅଟେ , ଯେଉଁଠି ଶିବୁନ ନାମକ ବୟସ ୧୪ ବର୍ଷର ପିଲା ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ତେବେ ସେ ହଷ୍ଟେଲରେ ରହିବା ସମୟରେ ଅଧିକ ମୋବାଇଲ ବ୍ୟବହାର କରୁଥିବାରୁ ସ୍କୁଲ ଶିକ୍ଷକ ତାଙ୍କୁ ଗାଳି କରିଥିଲେ ଏବଂ ତାଙ୍କ ଅବିଭାବକଙ୍କୁ ଡାକି ଅଭି-ଯୋଗ ମଧ୍ୟ କରିଥିଲେ । ଅବିଭାବକ ମଧ୍ୟ କ୍ରୋ-ଧିତ ହୋଇ ତାଙ୍କୁ ଟିକିଏ ଗାଳି କରିଥିଲେ । ମାତ୍ର ଜାଣିନଥିଲେ ଯେ ପୁଅ ଏପରି କିଛି ପଦକ୍ଷେପ ନେଇଯିବ ବୋଲି । ଆଗାମୀ ଦିନ ହିଁ ପୁଅ ହଷ୍ଟେଲରୁ କୁଆଡ଼େ ପଳାଇ ଯାଇଛି ।

ହଷ୍ଟେଲ ସିସିଟିଭିରୁ ସେ ଯାଇଥିବା ଜଣା ପଡ଼ିଛି । ତେବେ ଏହା ଆଧାରରେ ହଷ୍ଟେଲ କର୍ତ୍ତୃପକ୍ଷ ଏବଂ ପିଲାର ଅବିଭାବକ ଥା-ନାରେ ଏକ ନୋଖୋଜ ମାମ-ଲା ରୁ-ଜ୍ଜୁ କରିଛନ୍ତି । ନିଜର ସବୁ ବନ୍ଧୁ ବାନ୍ଧବ ଏବଂ ପୁଅର ସାଙ୍ଗ ସାଥୀଙ୍କ ଘରେ ଖୋ-ଜିବା ପରେ ବି ପୁଅର କୌଣସି ଖୋଜଖବର ନାହିଁ । ତେଣୁ ଗଣମାଧ୍ୟମରେ ତାଙ୍କ ଅବିଭାବକ କା-ନ୍ଦି କା-ନ୍ଦି ପୁଅକୁ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *