ଘରେ ଅଛନ୍ତି ସ୍ତ୍ରୀ ଆଉ ଝିଅ , କିନ୍ତୁ ବାହାରେ ଆଉ ଜଣଙ୍କୁ ବିବାହ କରିଛନ୍ତି ଯୁବକ

ଆଜିର ସମାଜରେ ଦ୍ଵିତୀୟ ବିବାହ ସାଧାରଣ କଥା ହୋଇଗଲାଣି । ଗୋଟିଏରେ ମନ ନ ମାନିବାରୁ ଆଉ ଗୋଟିଏ ଆଡ଼କୁ ଆକୃ-ଷ୍ଟ ହୋଇ ଯାଉଛନ୍ତି ଆଜିକାର ମହିଳା ପୁରୁଷ । ଆଉ ଏହାପରେ ଦେଖା ଯାଉଛି ମହାକା-ଣ୍ଡ । କିଏ କାହା ନାମରେ ଥା-ନାରେ ଅଭି-ଯୋଗ କରୁଛି ତ ଆଉ କିଏ ଛା-ଡ଼ପ-ତ୍ର ପାଇଁ ନିବେଦନ କରୁଛି ।

ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ । ସୂଚନା ଅନୁସାରେ , ପୁରୀ ଜିଲ୍ଲା ଚନ୍ଦନପୁର ଥା-ନା ବିରନରସିଂହପୁର ଗାଆଁର ସୁରେଖା ସେଠୀ ନିମାପଡ଼ା ଥା-ନା ଅନ୍ତର୍ଗତ ବ୍ରହ୍ମପୁର ଗାଆଁର କାର୍ତ୍ତିକ ସେଠୀଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ । ତେବେ ବିବାହରେ କାର୍ତ୍ତିକଙ୍କର ପରିବାର ଲୋକଙ୍କ କହିବା ଅନୁଯାୟୀ ଯୌ-ତୁକ ଦିଆ ଯାଇଥିଲା ।

କିନ୍ତୁ ବିବାହର ୪ ମାସ ପରେ କାର୍ତ୍ତିକ ତାଙ୍କ ସ୍ତ୍ରୀଙ୍କୁ ନେଇ ବାପଘରେ ଛାଡି ଦେଇ ଆସିଥିଲେ ଆଉ ସେତେବଳକୁ ସେ ଗର୍ଭ-ବତୀ ମଧ୍ୟ ଥିଲେ । ତେବେ ସୁରେଖା ଶାଶୁ ଘରକୁ ଆସିଲେ ଶାଶୁ ଘର ଲୋକ କାର୍ କିଣିବା ପାଇଁ ବାପଘରୁ ଟଙ୍କା ଆଣିବାକୁ କହିଥାନ୍ତି । ଆଉ ତାଙ୍କୁ ନିର୍ଯା-ତନା ମଧ୍ୟ ଦେଇଥାନ୍ତି । ତେବେ ଆଗରୁ ସୁରେଖା କୋର୍ଟରେ ଅଭି-ଯୋଗ କରିବାରୁ କୋର୍ଟ ଭରଣପୋଷଣ ପାଇଁ ଟଙ୍କା ଦେବାକୁ କହିଥିଲା ।

କୋର୍ଟର ନି-ର୍ଦ୍ଦେଶ ଅନୁଯାୟୀ , ମାସକୁ ୫ ହଜାର ଟଙ୍କା ସୂରେଖାଙ୍କୁ ଦେବାକୁ କୁହା ଯାଇଥିଲା । କିନ୍ତୁ ତାଙ୍କ ସ୍ବାମୀ କାର୍ତ୍ତିକ ତାଙ୍କୁ ଗୋଟିଏ ଟଙ୍କା ବି ଦେଇ ନଥିଲେ । ଆଉ ଏବେ ଶୁଣିବାକୁ ମିଳିଛି କି , ସେ ବର୍ତ୍ତମାନ ଆଉ ଏକ ଝିଅକୁ ବିବାହ କରିଛନ୍ତି । ଆଉ ବର୍ତ୍ତମାନ ସୂରେଖା ନିଜ ପରିବାର ଲୋକଙ୍କ ସହିତ ନିମାପଡ଼ା ଥା-ନାରେ ଯାଇ ଅଭି-ଯୋଗ ଦାୟର କରିଛନ୍ତି ।

Leave a Reply

Your email address will not be published. Required fields are marked *