ପ୍ରେମିକା କଲେ ଭୋଗିବେ ଜେ-ଲ ଦଣ୍ଡ….

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଥାଏ , ଯାହାକୁ କେବଳ ସେହି ଦେଶର ଲୋକମାନେ ମାନି ରହିଥାନ୍ତି । ସବୁ ଦେଶର ନିୟମ ବି ସମାନ ନୁହେଁ । ତେଣୁ ସେହି ଦେଶର ଲୋକମାନେ ଦେଶର ନିୟମକୁ ମାନିବାକୁ ବାଧ୍ୟ ହୋଇଥାନ୍ତି । ନଚେତ୍ ସେହି ଦେଶରେ ରହିପାରିବେ ନାହିଁ । ଯେମିତି କି ଭାରତରେ ଅନେକ ନିୟମ ରହିଛି , ଯାହାକୁ ଭାରତୀୟ ମାନେ ମାନିବାକୁ ବାଧ୍ୟ ହୋଇଥାଆନ୍ତି ।

ତେବେ ଏପରି ଏକ ଦେଶ ରହିଛି , ଯେଉଁ ଠାରେ ପ୍ରେମିକ ପ୍ରେମିକା ବାହାରେ ବୁଲି ପାରିବେ ନାହିଁ । ବିବାହ ପୂର୍ବରୁ କୌଣସି ପୁଅ ଝିଅ ଏକାଠି ରହିପାରିବେ ନାହିଁ କି ବାହାରେ ଦେଖା କରି ପାରିବେ ନାହିଁ । ସେଠାରେ ବିବାହ କରି ସାରିଥିବା ଲୋକଙ୍କ ପାଇଁ ପତ୍ନୀ ହିଁ ସବୁକିଛି ଅଟେ , ସେମାନେ ଯଦି ପ୍ରେମିକା କରିବେ , ତେବେ ସେମାନଙ୍କୁ ନିଶ୍ଚିତ ଭାବରେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ତେବେ ସେହି ଦେଶର ନାମ ଶୁଣି ଆପଣ ହୋଇଯିବେ ତାଜୁବ । ସେହି ଦେଶ ଆମ ପାଖାପାଖି ଦେଶ ଅଟେ ।

ଆପଣ ଜାଣି ସାରିଥିବେ , ସେହି ଦେଶ ହେଉଛି ପାକିସ୍ତାନ । ବର୍ଷ ବର୍ଷ ଧରି ଏହି ନିୟମ ସେଠାରେ ପ୍ରଚଳିତ ହୋଇ ଆସୁଛି ଆଉ ସେଠାକାର ଲୋକ ମାନେ ଏହି ନିୟମକୁ ମାନି ଆସୁଛନ୍ତି । ତେବେ ପାକିସ୍ତାନରେ ଏପରି ଅନେକ ନିୟମ ରହିଛି , ଯାହାକୁ ଶୁଣିବା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଯେପରିକି ପାକିସ୍ତାନରେ ଫୋନ୍ କୁ ମୂଲ୍ୟବାନ ବସ୍ତୁର ମାନ୍ୟତା ଦିଆ ଯାଇଛି , ସେଠାରେ ଆପଣ ବିନା ଅନୁମତିରେ କାହାର ଫୋନ୍ କୁ ସ୍ପର୍ଶ କରିପାରିବେ ନାହିଁ ।

ପାକିସ୍ତାନରେ ଅଧିକ ପାଠ ପଢା ଉପରେ ମଧ୍ୟ ନିୟମ ରହିଛି । ଯଦି କେହି ଅଧିକ ପାଠ ପଢିବେ , ତେବେ ସେ ୫ ପ୍ରତିଶତ ଟିକସ ଦେବେ । ପାକିସ୍ତାନ ଇସ୍ରାଏଲକୁ ଯିବା ପାଇଁ ମଧ୍ୟ ଭିସା ଦିଏ ନାହିଁ । ଆହୁରି ମଧ୍ୟ ଏଠାକାର ଲୋକମାନେ ଟ୍ରାନ୍ସଲେଟର ବ୍ୟବହାର କରିପାରିବେ ନାହିଁ । ଏହା ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ ଅନୁବାଦ କରିଥାଏ , ତେଣୁ ସେଠାରେ ଆହ୍ଲା , ମସଜିଦ ଆଦି ଶବ୍ଦକୁ ଅନୁବାଦ କରିବା ବେଆଇନ ଅଟେ ।

Leave a Reply

Your email address will not be published. Required fields are marked *