ଚୌଦ୍ଵାର ଜେଲକୁ ଗଲେ ଅଭିଯୁକ୍ତ ଗୋପାଳ ଦାସ, କେମିତି ଅଛନ୍ତି ଚୌଦ୍ଵାର ଜେଲରେ ଗୋପାଳ??

ଦୀର୍ଘ ସମୟ ଧରି ତ-ଦନ୍ତ ହୋଇ ଆସୁଛି କି କାହିଁକି ଗୋପାଳ ଏପରି କାମ କରିଲେ । ଜଣେ ପୋ-ଲିସ ହୋଇ ମଧ୍ୟ କାହିଁକି ଆଇ-ନକୁ ନିଜ ହାତକୁ ନେଲେ ଆଉ ସେହି ହାତରେ ହ-ତ୍ୟା କରିଦେଲେ ଜଣେ ଏତେ ପ୍ରଭାବଶାଳୀ ମଣିଷକୁ । ଏହା ପଛରେ ନିଶ୍ଚିତ ଭାବରେ କିଛି ନା କିଛି କାରଣ ରହିଛି । ଯାହାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଇଚ୍ଛା ରହି ଆସୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କିଛି ଖବର ଆସୁନାହିଁ କି ଯାହାଦ୍ଵାରା ଜାଣି ହେବ କି , ଗୋପାଳ ସତ କହିଛି କି ନାହିଁ ।

ସେ କଥା ତ ସମୟ କହିବ ଆଉ ସମୟ ଉପରେ ହିଁ ସମସ୍ତେ ବର୍ତ୍ତମାନ ସମୟରେ ନିର୍ଭର କରି ବସିଛନ୍ତି । ଅନେକ ପରୀକ୍ଷା ଉପରେ ପରୀକ୍ଷା କରାଯାଉଛି । କିନ୍ତୁ ନିଜେ ଗୋପାଳ କିଛି ସତ କହି ନାହିଁ କି ସାମ୍ନାକୁ ବି କିଛି ସତ ଆସି ନାହିଁ । ସେଦିନର ପଲିଗ୍ରାଫ ପରୀକ୍ଷା ନିଶ୍ଚିତ ଭାବରେ କିଛି ନା କିଛି ଉତ୍ତର ଦେଇଥିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗଣମାଧ୍ୟମ ଆଗରେ ସେହି ସବୁ କଥା ଉପରେ କିଛି ବି ଆଲୋଚନା କରା ଯାଇନାହିଁ । ବର୍ତ୍ତମାନ ସବୁ ଜିନିଷକୁ ଲୁଚେଇ କରି ରଖାଯିବା ହିଁ ଠିକ୍ ବୋଲି ମନେ କରୁଛି କ୍ରାଇମ୍ ବ୍ରାଞ୍ଚ। ଆଉ ଦିନ ଆସିବ , ଯେଉଁ ଦିନ ସେ ସବୁ କଥା ଗୋଟି ଗୋଟି କରି କହିବ ବୋଲି ସମସ୍ତଙ୍କ ଆଶା ରହିଛି ।

ଜଣେ ପୋଲିସ ଅଫିସର ନିଶ୍ଚିତ ଭାବରେ କିଛି ନା କିଛି କଥା ଭାବି ଜଣେ ନେତା ଉପରକୁ ଗୁ-ଳି ଚଳାଇ ଥିବ ଆଉ ଏହା ପଛରେ ନିଶ୍ଚିତ ଭାବରେ ଏକ ଗଭୀର ର-ହସ୍ୟ ଲୁ-ଚି ରହିଥିବା କଥା ସମସ୍ତେ ଅନୁମାନ କରିବାରେ ଲାଗିଛନ୍ତି । ସମୟ ଥାଉ ଥାଉ ନିଶ୍ଚିତ ସତ ପଦାକୁ ଆସିବ ଆଉ ନିଜେ ହିଁ ସବୁ ଗୋପାଳ କହିବ ବୋଲି ସମସ୍ତଙ୍କର ଆଶା । ତେବେ ଏହାରି ମଧ୍ୟରେ କିଛି ଦିନ ଆଗରୁ ନାର୍କୋ ଟେଷ୍ଟ କରାଇ ଓଡ଼ିଶା ଫେରିଥିଲେ ଗୋପାଳ । ଆଉ ଯାହାର ଉତ୍ତର ବିଷୟରେ ଏପର୍ଯ୍ୟନ୍ତ ମଧ୍ୟ ଜଣା ଯାଇ ନାହିଁ ।

ଏହାରି ମଧ୍ୟରେ ଏକ ତାଯୁବ୍ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଯେଉଁ ଜେଲରେ ଗୋପାଳ ରହି ନିଜର ଦିନ କା-ଟୁଥିଲା , ସେହି ଜେଲ ରୁ ତାକୁ ସ୍ଥାନାନ୍ତରଣ କରାଯାଇଛି । କାହିଁକି ନା ନିଜ ଜୀବନ ପ୍ରତି ବି-ପଦ ରହିଥିବା କଥା ଉପରେ କହିଥିଲା ଗୋପାଳ । ସେ କହିଥିଲା କି , ବ୍ରଜରାଜନଗର ଥା-ନାରେ ତାକୁ ହ-ତ୍ୟା କରିବା ପାଇଁ ଧ-ମକ ମିଳୁଛି ।

ତେଣୁ ସେ ସେଠାରେ ଆଉ ରହିପାରିବ ନାହିଁ କାରଣ ସେ ସେଠାରେ ନିଜକୁ ସୁର-କ୍ଷିତ ମନେ କରୁ ନାହିଁ । ତେବେ ଏହାପରେ ଗୋପାଳର ଅନୁରୋଧ କ୍ରମେ ତାକୁ ଚୌଦ୍ଵାର ଥା-ନାକୁ ସ୍ଥାନାନ୍ତରିତ କରାଯାଇଛି । ଯେଉଁଠାରେ ବର୍ତ୍ତମାନ ସେ ନିଜର ଦିନ କା-ଟୁଛି । ଆଉ ଜେ-ଲର କଡା ନିୟମ ମଧ୍ୟରେ ରହିଛି । ଚାରିଆଡ଼େ ଲାଗିଛି ସିସି ଟିଭି ଆଉ ସେହି ସିସି ଟିଭିରେ କଏ-ଦରେ ରହିଛି ଗୋପାଳ । ତା ଉପରେ ସମସ୍ତେ ନଜର ରଖିଛନ୍ତି । ଜେ-ଲ କର୍ତ୍ତୁପକ୍ଷ ତା ଉପରେ କଡା ନଜର ରଖିଛନ୍ତି ।

ତେବେ ସୂଚନା ମିଳିଛି କି , ଗତକାଲି ପୋ-ଲିସ ଡିଜି ନିଜେ ଜେଲ ପରିଦର୍ଶନ କରିବା ପାଇଁ ଆସିଥିଲେ । ଆଉ ଜେ-ଲ ପରିଦର୍ଶନ କରି ତା ବିଷୟରେ ଅନ୍ୱେଷଣ କରିଥିଲେ । ଜେ-ଲରେ ଯେପରି ଗୋପାଳର କିଛି ଅସୁବିଧା ନ ହେଉ , ସେ ବିଷୟ ରେ ବୁଝି ଥିଲେ । ଆଉ ଖାଇବା ପିଇବା ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଜେଲ ମଧ୍ୟରେ ସବୁ କ-ଏଦୀ ମାନେ ଯେଉଁ ଖାଇବା ଖାଇବେ ଠିକ୍ ସେହି ଖାଇବା ମଧ୍ୟ ଗୋପାଳ ଖାଇବ ବୋଲି ଜେଲ ଡିଜି କହି ଯାଇଥିଲେ । ତେବେ ଏହା ବ୍ୟତୀତ ସମସ୍ତ କଡା ନିୟମକୁ ମଧ୍ୟ ଗୋପାଳ ଦାସ ପାଳନ କରିବାକୁ ବାଧ୍ୟ ବୋଲି ଜେ-ଲ ଡିଜି କହିଥିଲେ । ଜେ-ଲ ପରିସରର ସମସ୍ତ ସିସି ଟିଭି କ୍ୟାମେରା ସବୁବେଳେ ଗୋପାଳ ଉପରେ ନଜର ରଖିବ ଆଉ ତାର ସବୁ କାମ ଉପରେ ଆଖି ରହିବ ବୋଲି ଜେ-ଲ ଡିଜି କଡାକଡି ଭାବରେ କହି ଯାଇଥିଲେ ।

Leave a Reply

Your email address will not be published. Required fields are marked *