ନାତୁଣୀକୁ ଭ-ୟଭୀ-ତ କରି ଜୋର ଜବ-ରଦ-ସ୍ତ ଅନୈ-ତିକ ସମ୍ପ-ର୍କରେ ଗର୍ଭ-ବତୀ କଲେ ଜେଜେ

ବର୍ତ୍ତମାନ ସମୟରେ ଦୁ-ଷ୍କର୍ମ ମାମ-ଲା ଏତେ ମାତ୍ରାରେ ହେବାର କାରଣ ହେଉଛି ଯୌ-ନ ଲା-ଳସା । ଯୌ-ନ ଲା-ଳସା ମେଣ୍ଟାଇବାକୁ ଏପରି ମ-ନ୍ଦ କାର୍ଯ୍ୟ କରୁଛନ୍ତି ଲୋକେ । ତେବେ ଏହାଦ୍ୱାରା ଅନେକ ନାବା-ଳିକା , ଯୁବତୀ ଏବଂ ମହିଳା ପ୍ରଭାବିତ ହେଉଛନ୍ତି । ଅନେକଙ୍କର ଭବିଷ୍ୟତ ନ-ଷ୍ଟ ହୋଇ ଯାଉଛି । ପୁଣି ଆଉ କେହି ଲ-ଜ୍ଜାରେ ପ୍ରା-ଣ ହରାଉଥିବା ବେଳେ ଆଉ କେହି ନିଜକୁ ଦୃଢ଼ ରଖି ସମାଜ ସହିତ ସଂ-ଘର୍ଷ କରୁଛନ୍ତି ।

ପୁଣି କିଛି ପ୍ରେମ ମାମ-ଲାରେ ଏମିତି ହେଉଛି ଯେ ଯୌ-ନ ଲାଳ-ସା ମେଣ୍ଟାଇବାକୁ ଶାରୀ-ରିକ ସ-ମ୍ପର୍କ ରଖୁଛନ୍ତି । ମାତ୍ର ଗର୍ଭ-ବତୀ ହେବାପରେ ଛାଡ଼ି ଦେଉଛନ୍ତି । ଆଜିକାର ଲେଖାରେ ଆମେ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଦୁଃ-ଖିତ ହେବେ । ଏହି ଯୌ-ନ ଶୋଷଣର ଶି-କାର ହୋଇ ଜଣେ ୧୬ ବର୍ଷୀୟ ଝିଅ କିପରି ପରିସ୍ଥିତିରେ ପହଞ୍ଚିଛି ତାହା ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ତେବେ ଚାଲନ୍ତୁ ସେହି ଘଟ-ଣା ବିଷୟରେ ଜାଣିନେବା ।

ସୂଚନା ଅନୁଯାୟୀ ଏହି ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥା-ନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଘ-ଟିଛି । ସେଠାକାର କୈଳାସ ମଲ୍ଲିକଙ୍କ ୧୬ ବର୍ଷୀୟ ଝିଅକୁ ସେହି ପଞ୍ଚାୟତର ରାଜୀବ ମଲ୍ଲିକ ( ଛୋଟା ) ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଦୀର୍ଘ ଦିନ ଧରି ଦୁ-ଷ୍କର୍ମ କରିଥିବା ଅଭି-ଯୋଗ ଆସିଛି । ୧୬ ବର୍ଷୀୟ ଝିଅ ସହିତ ସମ୍ପ-ର୍କୀୟ ଜେଜେବାପା ଏପରି କରିଥିବ ତାହା କେହିବି ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରି ପାରିବେ ନାହିଁ । ତେବେ ଏହି ଘ-ଟଣା ସମ୍ପୂର୍ଣ୍ଣ ସତ୍ୟ ଅଟେ । ରାଜୀବ ମଲ୍ଲିକ ନିଜ ନାତୁଣୀ ସମାନ ଝିଅକୁ ଧ-ମକ ଦେଇ ଏବଂ ଭ-ୟଭୀ-ତ କରି ଦୀର୍ଘ ଦିନ ଧରି ଯୌ-ନ ଶୋ-ଷଣ କରି ଆସୁଥିଲା ।

ତେବେ ଝିଅଟିର ଶାରୀ-ରିକ ଅବସ୍ଥାରେ ପରିବର୍ତ୍ତନ ଆସିବାରୁ କୈଳାସର ମା ଏବଂ ଭାଇ ବୋହୂ ତାକୁ ବାରମ୍ବାର ପଚାରିଥିଲେ । ଶେଷରେ ଝିଅଟି ସବୁକିଛି ମାନିଥିଲା ଏବଂ ନିଜ ସହିତ ହୋଇଥିବା ଘଟ-ଣାକୁ ବଖାଣି ଥିଲା । ଅଲ୍ଟ୍ରାସାଉଣ୍ଡରେ ଝିଅ ସାତ ମାସର ଗର୍ଭ-ବତୀ ହେବା ଜାଣିବା ପରେ ପରିବାର ଲୋକେ ରାଜୀବ ନାମରେ ଆଳି ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ ।

ତେବେ ମାମ-ଲା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ରାଜୀବ ଫେ-ରାର ହୋଇ ଯାଇଥିବା ସୂଚନା ରହିଛି । ଝିଅ ଜଣକ ନିଜେ ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଛି ଯେ କିପରି ଭାବରେ ସେହି ବ୍ୟକ୍ତି ଜଣକ ତାଙ୍କୁ ମା-ରିବାର ଧ-ମକ ଏବଂ ଭ-ୟ ଦେଖାଇ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖୁଥିଲା ।

ତେବେ ଏହି ମାମ-ଲାକୁ ନେଇ ଆଳି ଥା-ନାରେ କେ-ସ ନମ୍ବର ୩୨୭ କ୍ରମେ ଦଫା ୩୭୬ 2N ପୋକ୍ସ ଅନୁଯାୟୀ ମାମ-ଲା ରୁ-ଜ୍ଜୁ ହୋଇଛି ବୋଲି ଆଳି ଥା-ନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି । ଏହି ମାମ-ଲାରେ ଯୁବତୀଙ୍କ ବାପା ମଧ୍ୟ ଦୋ-ଷୀକୁ ଦ-ଣ୍ଡ ଏବଂ ଝିଅକୁ ନ୍ୟା-ୟ ମିଳୁ ବୋଲି ଦାବି କରିଛନ୍ତି । ତେବେ ଆପଣ ମାନେ ଥରେ ଚିନ୍ତା କରନ୍ତୁ ଯେ ଏମିତି ଭାବରେ ରା-କ୍ଷସ ପବୃତ୍ତି ମଣିଷର ଯେ ଯୌ-ନ ଲା-ଳସା ମେଣ୍ଟାଇବାକୁ ସେ କାହାରବି ଦୁ-ଷ୍କର୍ମ କରିବାକୁ ପଛାଇବ ନାହିଁ । ଆଉ ଏହି ୧୬ ବର୍ଷୀୟ ଝିଅ ବର୍ତ୍ତମାନ ଲ-ଜ୍ଜ୍ୟା କାରଣରୁ କଣ କରିବ କିଛି ଭାବି ପାରିନାହିଁ ।

Leave a Reply

Your email address will not be published. Required fields are marked *