ଶର୍ମିଷ୍ଠାଙ୍କୁ ନେଇ ଆସିଲା ବଡ଼ ଖବର , ନିଜ ସ୍ୱାମୀଙ୍କର ବାରମ୍ବାର ଅପ-ମାନ କରୁଥିଲେ

ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ମୃ-ତ୍ୟୁ ମା-ମ-ଲାରେ ଦିନେ ପରେ ଦିନେ ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି । ଶର୍ମିଷ୍ଠାଙ୍କୁ ନେଇ ମଧ୍ୟ ଅନେକ ଖବର ଆସୁଅଛି । ସେ କିପରି ଚରିତ୍ରର ନାରୀ ଅଟନ୍ତି ଏବଂ ଅନ୍ୟମାନଙ୍କ ସହ କଣ କଣ କରିପାରନ୍ତି , ସେ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିଲା । ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଅଛି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଆଉ ଏକ ନୂଆ କଥା ଆସିଅଛି । ସୂଚନା ମୁତାବିକ , ଶର୍ମିଷ୍ଠା ନିଜ ସ୍ୱାମୀଙ୍କୁ ବହୁତ ଅପ-ମା-ନିତ କରୁଥିଲେ ଏବଂ ତାଙ୍କ ସମ୍ମୁଖରେ ନିରଞ୍ଜନଙ୍କୁ ଫ୍ଲାଇଂ ଚୁ-ମ୍ବ-ନ ମଧ୍ୟ ଦେଉଥିଲେ ।

ଶର୍ମିଷ୍ଠା ବର୍ତ୍ତମାନ ସମୟରେ କେଉଁଠି ଅଛନ୍ତି , ସେ ବିଷୟରେ କୌଣସି ସୂଚନା ମିଳି ପାରୁନାହିଁ । ତାଙ୍କୁ ଖୋଜିବାରେ ସମସ୍ତେ ଲାଗି ପଡିଛନ୍ତି । ସେ କେଉଁଠି ଲୁ-ଚି ଯାଇଛନ୍ତି , ତାର କୌଣସି ସୂଚନା ନାହିଁ । ତେବେ ତାଙ୍କ ସହ ଥିବା ଝୁନା ଭୋଇ ମଧ୍ୟ କେଉଁଠି ଅଛନ୍ତି , ସେ ବିଷୟରେ କହି ହେବ ନାହିଁ । ଶର୍ମିଷ୍ଠା ଆହୁରି କେତେ ଦିନ ପୋଲିସକୁ ଚକମା ଦେବେ , ସେ କଥା ଜଣାନାହିଁ । ପୋ-ଲି-ସ ତାଙ୍କୁ ଖୋ-ଜି ବୁଲୁଛି , ତଥାପି ତାଙ୍କ ଟେର ପାଉନାହିଁ ପୋ-ଲି-ସ । ସେ ଆଦୌ ଆ-ତ୍ମସ-ମର୍ପଣ କରିବାର ମଧ୍ୟ ପ୍ରଶ୍ନ ଉଠୁନାହିଁ

ଏହାବ୍ୟତୀତ ତାଙ୍କ ଭଦ୍ରମୁଖା ତଳେ ଲୁ-ଚି ରହିଥିବା ଅସଲ ଚେହେରା ବିଷୟରେ ସମସ୍ତେ ଜାଣି ସାରିଲେଣି । ଧୀରେ ଧୀରେ ତାଙ୍କ କଳା କା-ରନା-ମା ସାମ୍ନାକୁ ମଧ୍ୟ ଆସୁଅଛି । ତେବେ ଏ ମଧ୍ୟରେ କଥା ଉଠିଛି କି , ନିରଞ୍ଜନଙ୍କ ପାଇଁ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା ଆଉ ତାଙ୍କ ପାଇଁ ସେ ନିଜ ସ୍ୱାମୀଙ୍କୁ ନି-ର୍ଯ୍ୟାତ-ନା ଦେଉଥିଲେ । କେବଳ ଏତିକି ନୁହେଁ , ନିଜ ସ୍ୱାମୀଙ୍କ ସମ୍ମୁଖରେ ସେ ନିରଞ୍ଜନଙ୍କ ସହ କଥାବାର୍ତା କରୁଥିଲେ , ଯାହାଫଳରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ-ଳ-ହ ହେଉଥିଲା । ଶାଶୁଘର ଲୋକଙ୍କ ସହ ମଧ୍ୟ ତାଙ୍କର କୌଣସି ଖାସ୍ ସମ୍ପର୍କ ନଥିଲା । ତାଙ୍କ ଶାଶୁଙ୍କର କହିବା ଅନୁଯାୟୀ , ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ମା-ଡ଼ ମା-ରୁଥିଲେ ।

ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେଉଁ ନାରୀ ନିଜ ଶାଶୁ ଶ୍ୱଶୁରଙ୍କୁ ସମ୍ମାନ ଦେଉନାହିଁ , ସେ କିପରି ବୁଦ୍ଧାଶ୍ରମ କରି ସେବା କରିପାରୁଛି । ଅନ୍ୟପକ୍ଷରେ ସୂଚନା ମିଳିଅଛି କି , ୨୦୧୮ ମସିହାରୁ ଶର୍ମିଷ୍ଠାଙ୍କର ନିଜ ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନଥିଲା । ୨୦୧୩ ମସିହାରେ ଦୁହେଁ ପ୍ରେମ ବିବାହ କରିଥିଲେ କିନ୍ତୁ ୨୦୧୮ ମସିହାରେ ନିରଞ୍ଜନଙ୍କ ପାଇଁ ଉଭୟଙ୍କର ହସଖୁସିର ସଂସାରରେ ଫାଟ ସୃଷ୍ଟି ହୋଇଥିଲା । ତେବେ ଶର୍ମିଷ୍ଠାଙ୍କର ସ୍ୱାମୀ ଜିତେଶ ବଳ ୨୦୧୮ ମସିହାରୁ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ଆଉ ବର୍ତ୍ତମାନ ସମୟରେ ପୋ-ଲି-ସ ତାଙ୍କ ସ୍ୱାମୀ ଏବଂ ପୁଅକୁ ଖୋଜୁଅଛି ।

Leave a Reply

Your email address will not be published. Required fields are marked *