ଛପା ସରିଛି ଏକାଦଶାହ କାର୍ଡ଼ କିନ୍ତୁ ବଞ୍ଚିଛନ୍ତି ଦିଲ୍ଲୀପ । Hi tech ମେଡ଼ିକାଲ କଲେଜରୁ ଆସିଲା ବଡ଼ ଖବର ।

ଏହା ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଗତ ୨୯ ତାରିଖରେ ହାଇ ଟେକ ମେଡ଼ିକାଲ କଲେଜରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋ-ରଣରେ ଦୁଇ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ଜ-ଳି ଯାଇଥିବା ଘ-ଟଣା ସାମ୍ନାକୁ ଆସିଥିଲା । ସେଥିରେ ଥିଲେ ଦୀପ୍ତି ଏବଂ ଜ୍ୟୋତି । ତେବେ ସେହି ଘଟ-ଣାରେ ଦିଲ୍ଲୀପଙ୍କ ମୃ-ତ୍ୟୁ ହୋଇଥିବା କହି ହସ୍ପିଟାଲ ଅଧିକାରୀ ତାଙ୍କ ମ-ର ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଆଉ ତାଙ୍କର ଶ-ବ ସ-ତ୍କାର କରାଯାଇ ଆଉ ତିନି ଦିନ ପରେ ତାଙ୍କର ଏକାଦ-ଶାହ କ୍ରିୟା ନିମନ୍ତେ ମଧ୍ୟ କାର୍ଡ଼ ଛପା ସରିଛି । ତେବେ ସେଥିରେ କେବଳ ଦିଲ୍ଲୀପଙ୍କ ନାମ ନାହିଁ ତାଙ୍କ ସ୍ତ୍ରୀ ସୋନାଙ୍କ ଫୋଟ ଏବଂ ନାମ ମଧ୍ୟ ରହିଛି ।

କାରଣ ସ୍ୱାମୀଙ୍କ ମୃ-ତ୍ୟକୁ ସହି ନପାରି ସ୍ତ୍ରୀ ସୋନା ଆଗାମୀ ଦିନ ନୂଆବର୍ଷରେ ନିଜର ଜୀବନ ହାରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଏପଟେ ଶୁଣିବାକୁ ମିଳୁଛି ଯେ ଦିଲ୍ଲୀପ ଜୀବିତ ଅଛନ୍ତି । ଯାହାକୁ ନେଇ ମେଡ଼ିକାଲରୁ ଖବର ଆସିଛି । ଆସନ୍ତା ୯ ତାରିଖରେ ଉଭୟଙ୍କ ଏକାଦଶାହ କ୍ରିୟା ହୋଇଥାନ୍ତା କିନ୍ତୁ ବର୍ତ୍ତମାନ ଯେଉଁ ଖବର ଶୁଣିବାକୁ ମିଳିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିରଖିବୁ ଯେ ସେହି ବିସ୍ଫୋ-ରଣରେ ଚାରି ଜଣ ଗୁରୁ-ତର ଏବଂ ଦୁଇ ଜଣ ମୃ-ତ୍ୟୁ ବ-ରଣ କରିଥିବା ଜଣା ପଡ଼ିଥିଲା । କିନ୍ତୁ ଯେଉଁ ଶ-ବକୁ ହସ୍ପିଟାଲରେ ଦିଲ୍ଲୀପଙ୍କ ଶ-ବ କହି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ତାହା ବାସ୍ତବରେ ଦିଲ୍ଲୀପଙ୍କର ନଥିଲା ।

ଜଣେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ । ଆଉ ତାଙ୍କର ହୋସ ଆସିବା ପରେ ସେ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଇଥିଲେ । ଖାଲି ସେତିକି ନୁହେଁ ନିଜର ସ୍କୁଲ କଲେଜ ଏବଂ ଘରର ଠିକଣା ସହିତ ନିଜ ପ୍ରିୟଜନଙ୍କ ବିଷୟରେ ସବୁକିଛି ଠିକ ଠିକ ଉତ୍ତର ଦେବା ପରେ ତାଙ୍କ କଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରାଯାଇଥିଲା । ବାସ୍ତବରେ ଜ୍ୟୋତିଙ୍କ ଶ-ବକୁ ଦିଲ୍ଲୀପଙ୍କର ଭାବି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଯାହାକୁ ନେଇ ଦିଲ୍ଲୀପଙ୍କ ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି ଯେ ସେଦିନ ନିଜ ପୁଅକୁ ଦେଖିବାକୁ ସୁଦ୍ଧା ଦିଆଯାଇ ନଥିଲା । ଆଉ ଯେଉଁ କାରଣରୁ ତୁଚ୍ଛାରେ ଆଉ ଗୋଟିଏ ଜୀବନ ମଧ୍ୟ ଗଲା । କାରଣ ନିଜ ସ୍ୱାମୀଙ୍କୁ ଏତେ ଭଲ ପାଉଥିବା ସୋନା ମଧ୍ୟ ଆ-ତ୍ମହ-ତ୍ୟା କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *