ସ୍ୱାମୀ ମ-ରିଗଲେ ଭାବି ସ୍ତ୍ରୀ ହାରି ଦେଇଥିଲା ଜୀବନ । ଆଉ ବର୍ତ୍ତମାନ ହାଇଟେକ ମେଡ଼ିକାଲ ଆଗରେ କା-ନ୍ଦୁଛନ୍ତି ଚାରି ପରିବାର ।

ଏମିତି ଘ-ଟଣା ହୁଏତ ଓଡ଼ିଶା ଇତିହାସରେ କେବେ ଘଟି ନଥିବ । ସ୍ୱାମୀ ସ୍ତ୍ରୀ ଦୁହେଁ ପରସ୍ପରକୁ ବେଶ ଭଲ ପାଉଥିଲେ ଏବଂ ହାଇଟେକ ମେଡ଼ିକାଲ କଲେଜ ବିସ୍ଫୋ-ରଣରେ ସ୍ୱାମୀ ଦିଲ୍ଲୀପଙ୍କ ଜୀବନ ଯାଇଥିବା ଜାଣି ସହି ପାରିନଥିଲେ ସୋନା ଏବଂ ଆଗାମୀ ଦିନ ନୂଆବର୍ଷରେ ସୋନା ନିଜର ଜୀବନ ହାରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସ୍ୱାମୀ ଦିଲ୍ଲୀପ ଜୀବିତ ଅଛନ୍ତି ।

ବାସ୍ତବରେ ଏତେ ବଡ଼ ଭୁଲ ବୁଝାମଣା କେମିତି ହୋଇଗଲା ବୋଲି ଦାବି କରିଛନ୍ତି ପରିବାର ଲୋକେ । କାରଣ ଦିଲ୍ଲୀପ ମୃ-ତ୍ୟୁବ-ରଣ କରିଥିବା ଭାବି ସ୍ତ୍ରୀ ସୋନା ମଧ୍ୟ ଜୀବନ ହାରିଲେ । ଏପଟେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ଦିଲ୍ଲୀପ ହୋସ ଆସିବା ପରେ ନିଜକୁ ଦିଲ୍ଲୀପ କହି ପରିଚୟ ଦେବା ପରେ ସବୁକିଛି ଓଲଟ ପାଲଟ ହୋଇ ଯାଇଛି ।

ଏହାପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ଦିଲ୍ଲୀପଙ୍କ ପରିବାର ଲୋକେ ଦିଲ୍ଲୀପ ଭାବି ଯାହାଙ୍କ ଶ-ବ ସ-ତ୍କାର କରିଦେଲେ ସେ ବାସ୍ତବରେ ଦିଲ୍ଲୀଲ ନଥିଲେ ସେ ଥିଲେ ଜ୍ୟୋତି । ଯାହାଙ୍କୁ ସ୍ୱାମୀ ଭାବି ସୋନା ନିଜ ଜୀବନ ହାରି ଦେଲେ । ଏତେ ବଡ଼ ଭୁଲ ବୁଝାମଣା କେମିତି ହୋଇଗଲା ବୋଲି ସମସ୍ତେ କହୁଛନ୍ତି । ବର୍ତ୍ତମାନ ଜ୍ୟୋତିଙ୍କ ସ୍ତ୍ରୀ , ଯିଏକି ନିଜ ସ୍ୱାମୀ ଜୀବିତ ଥିବା ଭାବିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାମୀ ଜୀବିତ ନାହାଁନ୍ତି ।

ଯାହାକୁ ସେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଆଉ ସେପଟେ ଦିଲ୍ଲୀପ ମ-ରି ଯାଇଛନ୍ତି ଭାବି ତାଙ୍କ ସ୍ତ୍ରୀ ଜୀବନ ହାରି ଦେଇଛି । ଏପଟେ ଜ୍ୟୋତିଙ୍କ ପରିବାର ଲୋକେ ଜ୍ୟୋତିଙ୍କ ଶ-ବ ସ-ତ୍କାର କରି ପାରିଲେନି ।ତିନି ତିନୋଟି ପରିବାର ଆଜି ମେଡ଼ିକାଲ ସାମ୍ନାରେ ଛାତି ଫଟାଇ କା-ନ୍ଦୁଛନ୍ତି । ତେବେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ପ୍ରଶ୍ନ ଉଠୁଛି ଯେ କାହାର ଅବହେଳା ପାଇଁ ଏମିତି ବଡ଼ ଦୁର୍ଘ-ଟଣା ଘଟିଗଲା । କାରଣ ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଜୀବନ ହାରି ଦେଇଛି ।

ବର୍ତ୍ତମାନ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ସ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସେ ଦିଲ୍ଲୀପ ରଞ୍ଜନ ସାମନ୍ତରାୟଙ୍କୁ ଦେଖିବାକୁ ଚାହୁଁଛନ୍ତି ।ଆଉ ଯଦି ସେ ଜ୍ୟୋତି ନୁହଁନ୍ତି ତେବେ ତାଙ୍କ ସ୍ୱାମୀ ଜ୍ୟୋତିଙ୍କୁ ଫେ-ରାଇ ଦେବାକୁ କହିବେ ବୋଲି କହିଛନ୍ତି । ଆଉ ଏପଟେ ସୋନାଙ୍କ ପରିବାର ଲୋକେ ମଧ୍ୟ ବେଶ ଦୁଃ-ଖିତ । କାରଣ ଏହି ଅବହେଳା କାରଣରୁ ଆଉ ଗୋଟିଏ ଜୀବନ ଚାଲି ଯାଇଛି । ଯାହାକୁ ସେମାନେ କେବେବି ଗ୍ରହଣ କରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *