ବିବାହ ଦିନ କନ୍ୟା ଠାରୁ ପ୍ରତି-ଶୋଧ ନେଲା ବର । ସବୁ ଗେଷ୍ଟ ସାମ୍ନାରେ ଦେଖାଇଲା ଭିଣୋଇ ସହ କନ୍ୟାର ଶାରୀରିକ ସମ୍ବନ୍ଧର ଅ-ଶ୍ଳୀଳ ଭିଡ଼ିଓ

ଆଜିକା ଯୁଗରେ ମଣିଷ ଯେତିକି ନିଜର ମଣିଷତ୍ୱ ହରାଇ ସାରିଛି ସେତିକି ଇଲେକ୍ଟ୍ରୋନିକ କ୍ୟାମେରା ଉପରେ ମଧ୍ୟ ଭରସା କରିହେବ ନାହିଁ । ଭିଡ଼ିଓ କ୍ୟାମେରା ଯେତିକି ଭଲ ସେତିକି ଖରାପ ମଧ୍ୟ ସାବ୍ୟସ୍ତ ହେଉଛି । ଅଧିକାଂଶ ଘର ଭା-ଙ୍ଗିବା ପଛରେ କାରଣ ହେଉଛି ଅନ୍ୟ ଜଣେ ମଣିଷ ଏବଂ କ୍ୟାମେରା । ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ ଏକ ଏପରି ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ଘଟ-ଣାଟି ଏକ ବାହାଘର ସମୟର ଅଟେ । ଯେତେବେଳେ ବିବାହରେ ବର କନ୍ୟା ହାତ ଧରାଧରି ହୋଇ ଛିଡ଼ା ହୋଇଛନ୍ତି ସେତେବେଳେ ପଛରେ ଖୋଲି ଯାଇଛି କନ୍ୟାର ଅସଲ ଚେହେରା । ସମସ୍ତେ କନିଆ ବିଷୟରେ ଜାଣିଛନ୍ତି ପଛରେ ଚାଲିଥିବା ସ୍କ୍ରିନରୁ । ତେବେ ଆମେ କହି ଦେବାକୁ ଚାହିଁବୁ ଯେ ଏହି ଘ-ଟଣା ଚୀନରେ ଘ-ଟିଛି । ଯେଉଁଠି ଦୁଇ ଦମ୍ପତ୍ତି ବିବାହ ପାଇଁ ପୁରାପୁରି ପ୍ରସ୍ତୁତ ଅଛନ୍ତି । କିନ୍ତୁ ବୋଧହୁଏ କନିଆର ଭାଗ୍ୟ ଅତ୍ୟନ୍ତ ଖରାପ ଥିଲା । ଯାହାକି ଯୁବତୀଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି ।

ପଛରେ କନିଆ ନିଜ ଭିଣୋଇ ସହିତ ଶାରୀ-ରିକ ସମ୍ପ-ର୍କ ରଖିଥିବାର ଅ-ଶ୍ଳୀଳ ଭିଡ଼ିଓକୁ ସମସ୍ତେ ଦେଖିଛନ୍ତି । ତେବେ ଏସବୁ କାରନାମା ପଛରେ ହାତ ଥିଲା ବରର । ଯିଏକି ନିଜେ ଷ-ଡଯ-ନ୍ତ୍ର କରି କନିଆର ଅସଲ ମୁଖାକୁ ସମସ୍ତଙ୍କ ସାମ୍ନାରେ ପ-ର୍ଦାଫା-ସ କରିବାକୁ ଚାହୁଁଥିଲା । ତେବେ କହିବାକୁ ଗଲେ ଏ ବିଷୟରେ ବରକୁ ପୂର୍ବରୁ ହିଁ ଜଣା ଥିଲା । କିନ୍ତୁ ସେ କନିଆର ଅସଲ ଚେହାରାକୁ ସମସ୍ତଙ୍କ ସାମ୍ନାକୁ ଆଣିବ ବୋଲି ଅପେକ୍ଷା କରିଥିଲା ।

ଦୁଇ ଦମ୍ପତ୍ତି ପୂର୍ବରୁ ଦୁଇ ବର୍ଷ ଧରି ରିଲେ-ଶନଶି-ପରେ ଥିଲେ । ଏହାପରେ ପାରିବାରିକ ହିଂ-ସା ଅଭି-ଯୋଗ ଆଣିଥିଲେ ଯୁବତୀ ଏବଂ ପରେ ନିଜ ଭାଉଜ ସହ ସମ୍ପ-ର୍କ ରଖିଥିଲେ । ଯେଉଁ କାରଣରୁ ବର ରା-ଗିଯାଇ ପ୍ରତି-ଶୋଧ ନେବାକୁ ଅପେକ୍ଷା କରିଥିଲା । ଆଉ ଶେଷରେ ବିବାହ ଦିନ ହିଁ ଏତେ ଭଲ ପାଉଥିବା ଝିଅକୁ ବଦ-ନାମ କରିଥିଲା । ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଥିଲେ । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *