ମୁହଁରେ ମାସ୍କ ଦିଅ ତାପରେ ଯାଇ ଗୁପଚୁପ ବିକ… ଗୁଟଖା ନହଲେ ପଡ଼ିଯିବ

ବର୍ତ୍ତମାନ ଭୁବନେଶ୍ବରରେ ଜୋରଦାର ଚେ-କିଂ ଚାଲିଅଛି । ଖାଦ୍ୟର ପରିମଳତା ଯା-ଞ୍ଚ କରିବା ପାଇଁ ଆଗେଇ ଆସିଛି ଟିମ୍ । ଚାରିଆଡ଼େ ବୁଲି ବୁଲି ସ୍ୱଚ୍ଛତା ଯା-ଞ୍ଚ କରିବା ସହ ପରିଷ୍କାର ପରିଚ୍ଛନ୍ନତା ପରୀକ୍ଷା କରିବା ସହିତ ଏକ୍ସପାରି ଡେଟ ମଧ୍ୟ ଖାଦ୍ୟର ଯା-ଞ୍ଚ କରୁଅଛି । ତେବେ ଏଥିପାଇଁ ସାରା ଭୁବନେଶ୍ୱରରେ ହଇଚଇ ।

ସମସ୍ତେ ସତ-ର୍କ ହୋଇ ଯାଉଛନ୍ତି ଆଉ ନିଜକୁ ର-କ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସମସ୍ତେ ଭ-ୟଭୀ-ତ ମଧ୍ୟ ହୋଇ ଯାଇଛନ୍ତି । କାରଣ ବିଏମସିର ଗୋଟିଏ ଦଳ ଏ କାମରେ ଲାଗି ପଡିଛନ୍ତି । ତେବେ ସାରା ଭୁବନେଶ୍ୱର ର ସବୁ ଦୋକାନ , ହୋଟେଲ , ଗୁପଚୁପ ଷ୍ଟଲ୍ ଆଦି ଯା-ଞ୍ଚ କରୁଅଛି ଟିମ୍ । ଆଉ ସେମାନଙ୍କୁ ମଧ୍ୟ ସତ-ର୍କ କରାଉଛି ।

ତେବେ କାଲି ଭୁବନେଶ୍ୱର ପ୍ରସିଦ୍ଧ କିଶୋର ଭାଇନା ମୋଟନ ହୋଟେଲ ଯା-ଞ୍ଚ କରିବା ପରେ ଆଉ ଅନେକ ଦୋକାନ ଆଦି ଯା-ଞ୍ଚ କରିଥିଲା । ତେବେ ଏହାପରେ ଦେଖା ଯାଇଥିଲା ଗୋଟିଏ ଗୁପଚୁପ ଷ୍ଟଲ୍ । ସେହି ଗୁପଚୁପ ଷ୍ଟଲ୍ ପାଖକୁ ଯାଇ ସେ ତାର ସ୍ୱଚ୍ଛତା ଯା-ଞ୍ଚ କରିବା ସମୟରେ ପାଇଥିଲା , ଅନେକ ଅସ୍ୱଚ୍ଛତା । ତେବେ ଟିମ୍ ସେହି ଗୁପଚୁପ ବିକାଳୀଙ୍କୁ ସ୍ୱଚ୍ଛତା ପାଇଁ ନିର୍ଦ୍ଦେଶ ଦେଇଥିଲା ।

ତେବେ ଟିମ୍ କହିଥିଲା କି , ଯେହେତୁ ତୁମେ ଗୁଟଖା ଖାଉଛ , ସେଥିପାଇଁ ମୁହଁରେ ମାସ୍କ୍ ପିନ୍ଧ । ଏହାବ୍ୟତୀତ ହାତରେ ଗ୍ଲୋଭ ମଧ୍ୟ ବ୍ୟବହାର କରିବା ସହିତ ମୁଣ୍ଡରେ କ୍ୟାପ ଲଗାଅ , ଯାହାଦ୍ଵାରା ଆଦୌ ଖାଦ୍ୟରେ କିଛି ପଡ଼ିବ ନାହିଁ । ଆଉ ସ୍ୱଚ୍ଛତା ର-କ୍ଷା ହୋଇ ପାରିବ । ତେବେ ଏହି କଥା ପରେ ଗୁପଚୁପ୍ ବିକାଳୀ ମଧ୍ୟ ସ୍ୱଚ୍ଛତା ଅବଲମ୍ୱନ କରିବାପାଇଁ ଶପ-ଥ ନେଇଥିଲେ ।

Leave a Reply

Your email address will not be published. Required fields are marked *