ନିଜକୁ ଅବିବାହିତ କହି ଯୁବତୀଙ୍କ ସହିତ ରଖିଲେ ସ-ମ୍ପର୍କ , ଆଉ ଗର୍ଭ-ବତି ହେବା ପରେ କଲେ ଏମିତି …

ମିଛି ମିଛିକା ପ୍ରେମ କରିବାର ଅଭିନୟ କଲେ ଆଉ ସାରା ଜୀବନ ସାଥିରେ ରହିବେ ବୋଲି ମଧ୍ୟ ଦେଲେ କଥା । ପ୍ରେମିକାକୁ ନିଜ ଜୀବନସାଥି କରିବେ ବୋଲି କହିଥିଲେ ଆଉ ମଥାରେ ମଧ୍ୟ ମି-ଛରେ ଦେଇଥିଲେ ସିନ୍ଦୂର । କିନ୍ତୁ ବର୍ତ୍ତମାନ ଏକୁଟିଆ କରି ଘରକୁ ଚମ୍ପଟ ମା-ରିଲେ ଯୁବକ । ତେବେ ଏପରି କଥା ନୂଆ ନୁହେଁ । ଆଜିକାଲିର ଦୁନିଆଁ ପ୍ରେମ ଆଉ ପ୍ରତା-ରଣା ମଧ୍ୟରେ ଚାଲିଛି ।

ପ୍ରେମ କରି ମନ ଇଚ୍ଛା ଶାରୀ-ରିକ ସଂ-ପର୍କ ରଖିବାରେ ଲାଗିଛନ୍ତି ଆଜିକାର ଯୁବକ ଯୁବତୀ । ଆଉ ଶେଷରେ ପରସ୍ପର ଠାରୁ ହୋଇ ଯାଉଛନ୍ତି ଅଲଗା । ତେବେ ଆଜ୍ଞା ହଁ ଏପରି କଥା ବର୍ତ୍ତମାନ ସମୟରେ ସାଧାରଣ କଥା ପାଲଟି ଗଲାଣି । ପ୍ରେମ କରୁଛନ୍ତି ଆଉ ତାପରେ ଧୋ-କା ଦେଇ ଅଲଗା ହୋଇ ଯାଉଛନ୍ତି । ଆଉ ପୁଣି କିଏ ପ୍ରେମରେ ବିଫଳ ହୋଇ ଆ-ତ୍ମହ-ତ୍ୟା କରି ଦେଉଛି ।

ତେବେ ଏପରି ଅନେକ ଖବର ପ୍ରତିଦିନ ଆମକୁ ଶୁଣିବାକୁ ମିଳୁଥିବ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ନିଜ ଛୁଆକୁ ବାପାର ପରିଚୟ ଦେବା ପାଇଁ ଯୁବତୀ ଧାଇଁ ଆସିଲେ ତାମିଲନାଡୁ ରୁ ଓଡ଼ିଶା । ଆଉ ବର୍ତ୍ତମାନ ଧାରଣା ଦେଇ ଥା-ନା ଆଗରେ ବସିଛନ୍ତି ଯୁବତୀ ।

ପେଟରେ ଧରିଛନ୍ତି ଛଅ ମାସର ଛୁଆକୁ ମଧ୍ୟ । ତେବେ ଏପରି ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ । ଏହି ଅଞ୍ଚଳର ପ୍ରକାଶ ବେହେରା ନାମକ ଜଣେ ଯୁବକ ବାହାରେ ରହି କାମ କରୁଥିଲେ । ଆଉ ସେହି ସମୟରେ ତାଙ୍କର ଜଣେ ମହିଳାଙ୍କ ସହିତ ଭେଟ ହୋଇଥିଲା । ବିଶାଖାପାଟନମ୍ କିଲ ଶକୁନ୍ତଳା ନାମକ ଜଣେ ଯୁବତୀ ତାମିଲନାଡୁର ଘରୋଇ କମ୍ପାନୀରେ ସେହି ସମୟରେ କାମ କରୁଥିଲେ ।

ଆଉ ଏହାପରେ ଧିରେ ଧିରେ ଯୁବକ ଜଣକ ତାଙ୍କୁ ଭଲ ପାଇବାର ଅଭିନୟ କରିଥିଲେ । ତାଙ୍କୁ ସାରା ଜୀବନ ସାଥିରେ ରଖିବେ ବୋଲି କଥା ମଧ୍ୟ ଦେଇ ଥିଲେ । ଏପରିକି ତାଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ତାଙ୍କୁ ମନ୍ଦିରକୁ ନେଇ ମଥାରେ ସିନ୍ଦୂର ମଧ୍ୟ ଦେଇଥିଲେ । ଆଉ ତା ପର ଠାରୁ ୨୦୧୫ ମସିହାରୁ ସେ ତାଙ୍କ ସହିତ ଶାରୀ-ରିକ ସଂ-ପର୍କ ରଖି ଆସୁଥିଲେ ।

ନିଜେ ବିବାହିତ ଥିବା କଥା ମଧ୍ୟ କହି ନଥିଲେ ଆଉ ଘରେ ସ୍ତ୍ରୀ ପିଲା ଅଛନ୍ତି ବୋଲି ମଧ୍ୟ ତାଙ୍କୁ ଜଣା ନଥିଲା । ତେବେ ଏହାପରେ ଅନେକ ସମୟରେ ମହିଳା ଜଣକ ଗର୍ଭ-ବତି ହୋଇ ଯାଉଥିଲେ ଆଉ ସେ ତାଙ୍କୁ ଡାକ୍ତରଖାନା ନେଇ ଗର୍ଭ-ପାତ କରାଇ ଦେଉଥିଲେ । ତେବେ ଏହାରି ମଧ୍ୟରେ କିଛି ମାସ ଆଗରୁ ମହିଳା ଜଣକ ଗର୍ଭ-ବତୀ ହୋଇ ଯାଇଥିଲେ କିନ୍ତୁ ଗର୍ଭ-ପାତ କରିବା ବେଳକୁ ବହୁତ ସମୟ ହୋଇ ଯାଇଥିଲା ଆଉ ତାଙ୍କର ଗର୍ଭ-ପାତ ହୋଇ ପାରି ନଥିଲା ।

ତେବେ ଏହାରି ମଧ୍ୟରେ ପ୍ରକାଶ ସେହି ସ୍ଥାନରୁ ଚମ୍ପଟ ମା-ରିଥିଲେ । ଆଉ ଘରକୁ ଆସି ପହଂଚି ଯାଇଥିଲେ । ତେବେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି କି , ଯୁବତୀ ଜଣକ ନିଜ ଗ-ର୍ଭରେ ବଢୁଥିବା ଛଅ ମାସର ସନ୍ତାନକୁ ଧରି ନିମାପଡ଼ା ଥା-ନାରେ ପହଞ୍ଚି ଯାଇଛନ୍ତି । ଆଉ ଥା-ନାରେ ଅଭି-ଯୋଗ ମଧ୍ୟ କରିଛନ୍ତି । ସେ କହିଛନ୍ତି କି , ପ୍ରକାଶ ବେହେରାଙ୍କ ଘର ଲୋକ ତାଙ୍କୁ ଗ୍ରହଣ କରିଲେ ନାହିଁ ।

ତେଣୁ ସେ ବାଧ୍ୟ ହୋଇ ଥା-ନା ଆଗରେ ବସିବେ । ଯେତେ ପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟ ମିଳି ନାହିଁ ଆଉ ତାଙ୍କ ଛୁଆକୁ ବାପାର ପରିଚୟ ମିଳି ନାହିଁ । ସେତେ ଦିନ ପର୍ଯ୍ୟନ୍ତ ସେ ଏଠାରେ ବସି ରହିବେ । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ଏହି ଘ-ଟଣା ଉପରେ ଆଲୋଚନା କରିବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *