ଝିଅଙ୍କୁ ଚାକିରୀ ଦେବେ ମି-ଛ କହି ଟଙ୍କା ଲୁ-ଟିଲେ । ଆଉ ଏବେ କହୁଛନ୍ତି ‘ ମୁଁ ଏ ଝିଅକୁ ଠ-କି ଦେଇଛି ଜେ-ଲ ଯିବି ‘ :-

ଟଙ୍କା ଠକେଇ ମାମଲା ହସ୍ପିଟାଲ ଠାରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରୁ ଆରମ୍ଭ କରି ବର୍ତ୍ତମାନ ଚାକିରୀ କ୍ଷେତ୍ରରେ ପହଞ୍ଚିଲାଣି । କାରଣ ବର୍ତ୍ତମାନ ସମୟରେ ଯେଉଜ ଭଳି ଭାବରେ ଚାକିରୀର ଅଭାବ ରହିଛି , ତେଣୁ ଲୋକେ ଅନ୍ୟ ମାନଙ୍କ ଭଳି ଦ-ଲାଲ ମାନଙ୍କୁ ଟଙ୍କା ଦେଇ ଚାକିରୀ କରିବା ମୋଟିଭରେ ରହୁଛନ୍ତି । ଯେଉଁ କାରଣରୁ ଅନେକ ଲୋକ ଅନେକ ସମୟରେ ଠକେ-ଇର ଶି-କାର ହେଉଛନ୍ତି । ଆଉ ବର୍ତ୍ତମାନ ମଧ୍ୟ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି । ଯେଉଁଠି ଜଣେ ବ୍ୟକ୍ତି ଝିଅ ମାନଙ୍କୁ ସରକାରୀ ଚାକିରୀ ଦେବେ କହି ତାଙ୍କ ଠାରୁ ତାଙ୍କ ଲୁ-ଟିଛନ୍ତି ଆଉ ଟଙ୍କା ହଜମ କରିବା ପରେ ଆଉ ତାଙ୍କୁ ଦେଖା ଦେଇ ନାହାଁନ୍ତି ।

ଆଉ ଆଜି ଜଣେ ଯୁବତୀ ତାଙ୍କୁ ବସରେ ଧରିବା ପରେ ଏକ ସ୍ଥାନରେ ଅଟକ ରଖିଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାଜଧାନୀରେ ଦେଖିବାକୁ ମିଳିଛି । କିନ୍ତୁ ଟଙ୍କା ଠ-କିଥିବା ବ୍ୟକ୍ତି ଜଣକ ଯାଜପୁରର ଅଟନ୍ତି ଯାହାଙ୍କ ନାମ ରବି ନାରାୟଣ ଦେବତା । ଯେଉଁଠି ଗାଁରେ ସେ ଠାକୁର ପୂଜା କରି ପେଟ ପୋଷୁଥିଲେ , ସେଠାରେ ଟଙ୍କା ଲୋକ ଏତେ ଅଧିକ ହେଲା ଯେ ଟଙ୍କା ଠ-କିବା କାମ ଆରମ୍ଭ କରିଦେଲେ ।

କହିରଖିବୁ ଯେ ବରୁଆ ଥା-ନା ବାଉଁଶଡିହା ପଞ୍ଚାୟତ ମନ୍ଦାରଖଣ୍ଡର ଏହି ବ୍ୟକ୍ତି ଜଣକ ସହିତ ଜଣେ ଯୁବତୀଙ୍କର ଗତ ୫ ବର୍ଷ ତଳେ ଦେଖା ହୋଇଥିଲା । ସେହି ସମୟରେ ବ୍ୟକ୍ତି ଜଣକ ଉକ୍ତ ମହିଳାଙ୍କୁ ଭିଏଡ଼ବ୍ଲ୍ୟୁ ଚାକିରୀ କରାଇ ଦେବେ କହି ୩୦,୦୦୦ ଟଙ୍କା ନେଇଥିଲେ ।

ତାପରେ ମଧ୍ୟ ସଙ୍ଗେ ସଙ୍ଗେ ଜୋଏନିଂ ଲେ-ଟର ଦେବାକୁ ମଧ୍ୟ ଆହୁରି ୨୦ ହଜାର ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ନେବା ପରେ ବ୍ୟକ୍ତି ଜଣକ ଆଉ ଦେଖା ଦେଇ ନଥିଲେ ଏବଂ ନିଜ ଫୋନକୁ ସୁଇଚଅଫ କରି ଦେଇଥିଲେ । ତେବେ ଆଜି କିନ୍ତୁ ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ବସରେ ଦେଖିବା ପରେ ଧରିଛନ୍ତି । ଆଉ ତାଙ୍କୁ ଯେତେବେଳେ ଏ ବିଷୟରେ ପ-ଚରା ଯାଇଥିଲା ସେ ସବୁ ସତ କଥା ମାନିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ସେ ଜଣେ ପୂଜାରୀ ଏବଂ ତାଙ୍କର ଗୋଟିଏ ଝିଅ ଏବଂ ପୁଅ ଥିବା ବେଳେ ତାଙ୍କ ପରିବାର ଲୋକେ ଆଉ ତାଙ୍କ ସହିତ ରହୁ ନାହାଁନ୍ତି । ଏହାସହିତ ସେ ବର୍ତ୍ତମାନ ଜେ-ଲ ଯିବେ ବୋଲି କହୁଛନ୍ତି । ତେବେ ଖାଲି ସେତିକି ନୁହେଁ । କିଛି ପିଲାଙ୍କୁ ସେ ୫୦୦୦ ଟଙ୍କା ନେଇ ରେଲୱେରେ ଚାକିରୀ ଦେବେ କହି ଲୁ-ଟିଥିଲେ । ଆଉ ବର୍ତ୍ତମାନ ଏହି ଠ-କର ପ-ର୍ଦାଫା-ସ ହୋଇଛି ।

Leave a Reply

Your email address will not be published. Required fields are marked *