ଆସିଗଲା ନୂଆ ନିୟମ , ହେଲମେଟ ପିନ୍ଧୁ ନଥିଲେ ହୋଇ ଯାଆନ୍ତୁ ସାବଧାନ

ହେଲମେଟ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ପାଇଁ ଆସିଗଲା ନୂଆ ଖବର । ଏଣିକି ସମସ୍ତେ ହୋଇ ଯାଆନ୍ତୁ ସାବଧାନ । ସରକାର ନେଲେ ବଡ଼ ନିଷ୍ପତ୍ତି । ପୁଣି ଲାଗିଲା ଏକ ନୂଆ କଟ-କଣା । ଆଉ ଏଥିରୁ କେହି ବଞ୍ଚି ଯାଇପାରିବେ ନାହିଁ । ତେଣୁ ସତ-ର୍କ ହୋଇଯାଆନ୍ତୁ । ଯଦି ଆପଣ ନିୟମ ନ ମାନୁଛନ୍ତି ତେବେ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡିବ । ଆଉ ଅନେକ ସମସ୍ୟା ଦେଇ ଅତିକ୍ରମ କରିବାକୁ ପଡିବ ।

ରାଜ୍ୟ ସରକାରଙ୍କର ହେଲମେଟକୁ ନେଇ ନୂଆ ସତ-ର୍କ ସୂଚନାରେ ଲୋକଙ୍କୁ କୁହାଯାଇଛି ଯେ , ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଅଟେ । ନଚେତ ହଜାର ହଜାର ଟଙ୍କା ଗଣିବାକୁ ପଡିବ । ବିନା ହେଲମେଟରେ ଆଉ ଲୋକମାନେ ରାସ୍ତାକୁ ବାହାରି ପାରିବେ ନାହିଁ । ତେବେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନିୟମରେ ଆହୁରିମଧ୍ୟ କୁହାଯାଇଛି କି , ହେଲମେଟ ପିନ୍ଧି ନଥିଲେ ଆପଣଙ୍କ ଲାଇସେନ୍ସ ହୋଇଯିବ ବାତିଲ । ଆଉ ତାହା ଗୋଟିଏ କି ଦୁଇ ମାସ ପାଇଁ ନୁହେଁ , ପୁରା ୩ ମାସ ପାଇଁ ।

ଆପଣ ଯଦି ବିନା ହେଲମେଟରେ ରାସ୍ତାକୁ ଓଲ୍ହାଇ ଆସୁଛନ୍ତି , ତେବେ ଆପଣଙ୍କୁ ଜୋରିମାନା ଗଣିବାକୁ ପଡିବ ଆଉ ଲାଇସେନ୍ସ ବାତିଲ ହୋଇଯିବ । ଅନ୍ୟପକ୍ଷରେ ଯଦି ଲାଇସେନ୍ସ ନଥିବ , ତେବେ ଆପଣଙ୍କର ଗାଡି ଜ-ବତ କରାଯିବ । କେବଳ ଏତିକି ନୁହେଁ , ବିନା ହେଲମେଟରେ ଗାଡି ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ହଜାର ଟଙ୍କା ଜୋ-ରିମା-ନା ଆଦାୟ କରାଯିବ । ତେବେ ଏହି ନିୟମ ଗୁଡିକୁ କ-ଡାକ-ଡି ପାଳନ କରିବାପାଇଁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଆପଣଙ୍କୁ କହିରଖୁଛୁ ଯେ , ପ୍ରତିଦିନ ହଜାର ହଜାର ସଡକ ଦୁର୍ଘ-ଟଣା ଖବର ସାମ୍ନାକୁ ଆସୁଅଛି । ଏହାବ୍ୟତୀତ ଦେଶରେ ୩୩ ପ୍ରତିଶତ ବାଇକ ଚାଳକଙ୍କ ମୃ-ତ୍ୟୁ ବିନା ହେଲମେଟ କାରଣରୁ ହେଉଛି । ତେବେ ଆସନ୍ତା ୧୬ ତାରିଖରୁ ଏହି ନିୟମକୁ କ-ଡାକ-ଡି ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୯ ରୁ ଦିନ ୨ଟା ଏବଂ ଅପରାହ୍ନ ୩ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଚେକିଂ ଜା-ରି ରହିବ ବୋଲି ସୂଚନା ମିଳିଅଛି ।

Leave a Reply

Your email address will not be published. Required fields are marked *