ଯମ ଆସିଥିଲା ନାଗ ସାପ ରୂପରେ ହେଲେ ମା ଆଗରେ ହାର ମାନିଲା।

ମା ତା ଛୁଆ ପାଇଁ କିଛି ବି କରିପାରେ ନିଜେ ମ-ରିପାରେ ନହେଲା କାହାକୁ ମା-ରିପାରେ।ମା ଆଖି ଆଗରେ ତା ଛୁଆର କ୍ଷ-ତି ହୋଇଯିବ କେବେ ବି ମା ଏହାକୁ ଦେଖି ସହି ପାରିବନି।

ଦୁନିଆର ସବୁଠୁ ନିରା-ପଦ ସ୍ଥାନ ହେଉଛି ମାର କୋଳ। ମା ତା ଛୁଆକୁ ଜମ ମୁହଁରୁ ବି ଫେରାଇ ଆଣି ପାରେ। ମା ଜମ ସହ ଲଢ଼ି-ପାରେ ମା ନାଗ ସାପ ସହ ସାମ୍ନା କରିପାରେ। ଯାହାର ଜ୍ଵଳନ୍ତ ଉଦାହରଣ ଆପଣ ଏହି ଫଟୋରେ ଦେଖିବାକୁ ପାଇବେ। ଛୁଆ ଟିଏ ମା ସହିତ ଏକ ଘରୁ ବାହାରି ଆସୁଛି ମା ଟିକେ ଅନ୍ୟ ମାନସ୍କ ଥିବାରୁ ଛୁଆଟି ତଳକୁ ଓଲ୍ହାଇବାକୁ ଯାଇ ସେହି ବାଟ ଯାଉଥିବା ଏକ ନାଗ ସାପ ଉପରେ ଚଢ଼ି ଯାଉଛି। ନାଗ ସାପଟି ରା-ଗିଯାଇ ଫ-ଣା ଟେକି ଚୋ-ଟ ମା-ରିବାକୁ ଉଦ୍ୟମ କରୁଥିବା ବେଳେ ମା ତା ଛୁଆକୁ ତା ନିକଟରୁ ଟାଣି ଆଣି ଦୌଡ଼ିବାରେ ଲାଗିଥିଲେ।

ଶେଷରେ ମାର ଭଲ ପାଇବା ମାର ସାହସ ପାଇଁ ନାଗ ସାପ ମୁହଁରୁ ଛୁଆକୁ ବଞ୍ଚାଇବାରେ ମା ସଫଳ ହୋଇଥିଲେ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ସମସ୍ତେ କହୁଛନ୍ତି ମା ପରି କିଏ ହେବ।

 

View this post on Instagram

 

A post shared by India Today (@indiatoday)

ସତରେ ମା ପରି କିଏ ହେବ। ସେ ପରା ଯିଏ ନିଜ ଛୁଆ ପାଇଁ କେଉଁ ବି ସ୍ତରକୁ ଚାଲିଯିବାକୁ କେବେ ପଛ ଘୁଞ୍ଚା ଦିଏ ନାହିଁ। ସେ ପ୍ର-ଭାବ ଶାଳି ବ୍ୟକ୍ତି ହୁଅନ୍ତୁ କିମ୍ବା ଯମ ରୂପରେ ଆସିଥିବା ନାଗ ସାପ ହେଉ। କାହାର ସାହାସ ନାହିଁ ତା ମା ଆଗରୁ ଛୁଆକୁ ଟାଣି ନେଇଯିବାର।

ମା ତା ଭଲ ପାଇବା ନିସ୍ୱାର୍ଥ,ମା ତା ଛୁଆକୁ ଭଲ ପାଇବାରେ ଅନ୍ଧ, ମା ୧୦ ମାସ ୧୦ ଦିନ ତା ଛୁଆକୁ ନ ଦେଖିବି ଭଲ ପାଇପାରେ। ମା ତା ଛୁଆକୁ ମମତାର ବିନ୍ଦୁ ନିଗାଡି ବଡ଼ କରି ପାରେ। ନିଜେ ଉପାସ ଭୋକରେ ରହି ଛୁଆର ପେଟରେ ଦାନା ଦେଇ ଛୁଆକୁ ବଡ଼ କରି ପାରେ। ଏତେ ତ୍ୟା-ଗ ଏତେ ଭଲ ପାଇବା ପରେ କେମିତି ଜଣେ ମା ଆଖି ଆଗରୁ ଛୁଆକୁ ନେଇଗଲେ ଗୋଟେ ମା ସହିପାରନ୍ତା।

ନାଇଁ ମା ସହି ପାରିବ ନାହିଁ ତେଣୁ ମା ଏହି ଘଟଣାରେ ଜାଣିଥିଲା ଯଦି ଗୋଟିଏ ମୁହୂର୍ତ୍ତ ବି ବିଳମ୍ବ ହେବ ନାଗ ସାପ ତା ଛୁଆକୁ ଚୋ-ଟ ମା-ରିବାକୁ ପଛ ଘୁଞ୍ଚା ଦେବ ନାହିଁ।ତେଣୁ ମା ଆଗ ପଛ ଚିନ୍ତା ନକରି ନିଜ ଜୀବନକୁ ବାଜି ଲଗାଇ ନାଗ ସାପ ଚୋ-ଟ ମା-ରିବା ପୂର୍ବରୁ ତା ପିଲାକୁ ଟାଣି ଆଣିଥିଲା।

ଏହି ଫଟୋ ଏବଂ ଭିଡିଓ ଯିଏ ଦେଖୁଛି ସେ କହୁଛି ସତରେ ମା ତୁ ମହାନ।

Leave a Reply

Your email address will not be published. Required fields are marked *