ରାସ୍ତାରେ ଚାଲୁଥିବା ଝିଅ ମାନଙ୍କ ଉପରେ ରଙ୍ଗ ବାଲ୍ଟି ଧରି ଦୌଡ଼ିବାକୁ ଲାଗିଲେ ପୁଅମାନେ! ଆଉ ତାପରେ କଣ ହେଲା…. ଦେଖନ୍ତୁ ଭିଡିଓ

ସାରା ଦେଶରେ ଆଜି ପୂରା ହସ-ଖୁସିର ସହିତ ହୋଲି ପର୍ବକୁ ପାଳନ କରାଯାଇଛି।ହୋଲି ଦିନ ପୂରା ଦେଶ ରଙ୍ଗରେ ସଜେଇ ହୋଇଥିବାର ଦେଖାଯାଇଛି।ହୋଲି ଦିନ କିଛି ଲୋକ ବହୁ ମାତ୍ରାରେ ମସ୍ତି କରିଥାନ୍ତି।ଏହି ପର୍ବକୁ ଲୋକମାନେ ଖାସ ଅନ୍ଦାଜରେ ପାଳନ କରିଥାନ୍ତି ଏବଂ ପରସ୍ପରକୁ ରଙ୍ଗ ଲଗେଇଥାନ୍ତି।ଏହି ପର୍ବରେ ଲୋକମାନଙ୍କୁ ବହୁ ମାତ୍ରାରେ ମଜା ଆସିଥାଏ,ଏହାର କାରଣ ହେଉଛି କି ହୋଲିକୁ ଲୋକମାନେ ସାରାବର୍ଷ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।

ବର୍ତମାନ ହୋଲିର ଗୋଟିଏ ଫ୍ରାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି।ଏହି ଭିଡିଓ କିଛି ପୁଅ ରାସ୍ତାରେ ଯାଉଥିବା ଝିଅ ମାନଙ୍କ ଉପରେ ରଙ୍ଗ ଫିଙ୍ଗିବାର ଫ୍ରାଙ୍କ କରୁଥିବାର ଦେଖାଯାଇଛନ୍ତି। ସେହି ସମୟରେ ସେମାନେ ତାଙ୍କ ପ୍ରତିକ୍ରିୟା ରେକର୍ଡ କରିଛନ୍ତି। ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି କିଛି ପୁଅ ହୋଲିରେ ରାସ୍ତାରେ ଚାଲୁଥିବା ଲୋକମାନଙ୍କ ଉପରେ ଫ୍ରାଙ୍କ କରିବାର ଯୋଜନା ବନେଇ ଥାନ୍ତି।

ଏହାପରେ ସେମାନେ ହାତରେ ବାଲ୍ଟି ଧରି ରାସ୍ତାରେ ଚାଲୁଥିବା ଝିଅ ମାନଙ୍କ ଉପରେ ବାଲ୍ଟିରେ ଭର୍ତ୍ତି ରଙ୍ଗ ଫିଙ୍ଗିବାର ନାଟକ କରିଥାନ୍ତି। ସେହି ସମୟରେ ଝିଅ ମାନଙ୍କୁ ଲାଗିଥାଏ କି ତାଙ୍କ ଉପରେ ବାଲ୍ଟିରେ ଭର୍ତ୍ତି ହୋଇଥିବା ରଙ୍ଗ ପଡ଼ିବା ପାଇଁ ଯାଉଛି।ରଙ୍ଗରୁ ବଞ୍ଚିବା ପାଇଁ ସେମାନେ ଦୌଡ଼ୁଥିବାର ଦେଖା ଯାଇଛନ୍ତି।ଏହି ଭିଡିଓରେ ଖାଲି ବାଲ୍ଟି ଧରି ପୁଅମାନେ ଅନେକ ଲୋକଙ୍କ ସହିତ ଫ୍ରାଙ୍କ କରୁଥିବାର ଦେଖାଯାଇଛି।ଏହା ଉପରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିଲେ ଆପଣ ହସିହସି ଗଡିଯିବେ। ଦେଖନ୍ତୁ ଭିଡିଓ-

ଭାଇରାଲ ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରୁ ମଧ୍ୟ ବାହାରି ଆସିବ କି ହୋଲିର ଏମିତି ଫ୍ରାଙ୍କ ଭିଡିଓ କେବେବି ଦେଖିନାହିଁ।ଭାଇରାଲ ହେଉଥିବା ଭିଡିଓରେ ଅଳ୍ପ ପୁରୁଣା ଅଟେ, କିନ୍ତୁ ହୋଲି ସମୟରେ ଏହି ଭିଡିଓ ପୁଣିଥରେ ଭାଇରାଲ ହେଉଛି। Prank Buzz ନାମକ ୟୁଟ୍ୟୁବ ଆକାଉଣ୍ଟରେ ଏହି ଭିଡିଓକୁ ଅପଲୋଡ଼ କରାଯାଇଛି।ଏହି ଭିଡିଓକୁ ଏପର୍ଯ୍ୟନ୍ତ ଏକକୋଟି ୬୦ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି।

Leave a Reply

Your email address will not be published. Required fields are marked *