ଯୁବକଙ୍କୁ ପ୍ରେମ ଜା-ଲରେ ଫସାଇ ଟଙ୍କା ଲୁ-ଟିବା ଯୁବତୀଙ୍କ ପାଇଁ ହେଲା କାଳ । ହୋଟେଲରେ ପ୍ରେମିକ ସହ ଥିବା ବେଳେ ପହଞ୍ଚି ଗଲେ ସବୁ ପ୍ରେମିକ । ଆଉ ତାପରେ………

ଆଜିକାଲି ପ୍ରେମ ଅର୍ଥ ହେଉଛି ଶାରୀ-ରିକ ସମ୍ପ-ର୍କ । ଆଉ ଏହି ଉକ୍ତି ସବୁ ପ୍ରେମୀ ଯୁଗଳଙ୍କ ପାଇଁ ଉଦିଷ୍ଟ ନୁହେଁ । କାରଣ ସମସ୍ତେ ଏଭଳି ନିଚ୍ଚ କାମ କରନ୍ତି ନାହିଁ । ଆଜିବି ଅନେକ ଲୋକ ପ୍ରେମକୁ ଖୁବ ପବିତ୍ର ମାନନ୍ତି । କିନ୍ତୁ ଆଜିକାଲିର କିଛି ଯୁବକ ଯୁବତୀ ଏବଂ ଅନ୍ୟ ବୟସର ଲୋକ ପ୍ରେମର ସଂଜ୍ଞାକୁ ଭିନ୍ନ କରି ସାରିଲେଣି । ଖୁବ କମ ଲୋକ ଏମିତି ଥିବେ ଯେଉଁ ମାନଙ୍କର ପ୍ରେମିକ ପ୍ରେମିକା ନଥିବେ ।

ଆଉ ସେଥିରୁ ଅନେକ ଲୋକ କେବଳ ଟାଇମ ପାସ ପାଇଁ ପ୍ରେମ କରନ୍ତି । ଶାରୀ-ରିକ ସମ୍ପ-ର୍କ ପାଇଁ ପ୍ରେମ କରନ୍ତି । ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଘଟ-ଣା ସମସ୍ତଙ୍କ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଏକ ହୋଟେଲ ଭିତରୁ ଯୁବକ ଯୁବତୀ ନିଜର ସମୟ ବିତାଉଥିବା ସମୟରେ ଯୁବତୀଙ୍କର ଅନ୍ୟ ପ୍ରେମିକ ମାନେ ପଶି ଯୁବତୀଙ୍କୁ ଧରିଛନ୍ତି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାଉରକେଲା ସହରରେ ଥିବା ଏକ ହୋଟେଲରର ଘଟି ଯାଇଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ହୋଟେଲ ଭିତରେ ଯେଉଁ ଯୁବକ ଯୁବତୀ ଧରା ହୋଇଛନ୍ତି ସେମାନେ ମାଇନ୍ସରେ କାମ କରନ୍ତି । ଏଠାରେ କହିରଖିବାକୁ ଚାହିଁବୁ ଯେ ଉଭୟ ଅନ୍ୟତ୍ର ବିବାହ କରି ସାରିଛନ୍ତି ।

https://www.youtube.com/watch?v=rjdle4TtEFM

ଆଉ ଏତିକି ବେଳେ ପୂର୍ବ ପ୍ରେମିକ ସବୁ ଏକଜୁଟ ହୋଇଗଲେ ଏବଂ ରୁମରେ ପଶିଗଲେ । ପ୍ରେମିକାକୁ ଧରିଦେବା ପରେ ପ୍ରେମିକା କହୁଛି , ” ତୁମେ ସବୁ ଯାଅ , ମୁଁ ତାଙ୍କ ସହିତ କଥା ହେବି । ” ବର୍ତ୍ତମାନ ଘ-ଟଣା ଅନୁଯାୟୀ ଏହା ଜାଣିବାକୁ ମିଳିଛି ଯେ , ଚାକିରୀ ପାଇଁ ଆସୁଥିବା ନୂଆ ଯୁବକଙ୍କୁ ଏହି ଯୁବତୀ ଜଣକ ପ୍ରେମ କରୁଥିଲେ ।

ପ୍ରେମ ଜା-ଲରେ ପକାଇ ତାଙ୍କ ପାଖରୁ ସବୁ ଲୁ-ଟ କରୁଥିଲା । ଆଉ ପରେ ତାକୁ ଛାଡ଼ି ଆଉ କାହାକୁ ଧରୁଥିଲା । ଏମିତି ଏକ ଘ-ଟଣା ସାମ୍ନାକୁ ଆସିବା ପରେ ହୋଟେଲ ଖେଳକୁ କାଳ କରି ଦେଇଛନ୍ତି । ଏମିତି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅଭି-ଯୋଗ ହୋଇଛି ଯେ ଏହି ଯୁବତୀ ଜଣକ ନୂଆ ନୂଆ ଯୁବକଙ୍କୁ ପଟାଇ ପ୍ରେମ ଜା-ଲରେ ଫସାଇ ତାଙ୍କୁ ଲୁ-ଟୁଥିଲେ ।

ଆଉ ଆଜି କିନ୍ତୁ ପ୍ରେମିକା ପାଇଁ ଏଭଳି ଚୋ-ରା ପୀରତି ମହ-ଙ୍ଗା ପଡ଼ିଛି । ଏକାଥରକେ ଏକାଧିକ ପ୍ରେମିକ ଏଇ ଯୁବତୀର କୁକ-ର୍ମକୁ ପ-ର୍ଦାଫା-ସ କରି ଦେଇଛନ୍ତି । ଆଉ ଧରା ପଡ଼ିବା ପରେ ଯୁବତୀ ମୁହଁ ଲୁଚା-ଇଲେ ବା ଲାଭ କଣ ହେବ ? ଯେଉଁ ଭିଡ଼ିଓ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *