ଭୂଇଁରେ ଶୋଇବେ ଏବଂ ଖାଇବେନି ସ୍ୱାଦିଷ୍ଟ ଖାଦ୍ୟ । ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହ ରହିବେ 121 ବ୍ରାହ୍ମଣ ।

ଜାନୁଆରୀ ୨୨ ତାରିଖ ହେବାକୁ ଯାଉଛି ଅଯଧ୍ୟା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏବଂ ଏହି ଉତ୍ସବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଜମାନ ହେବେ । ଆଜ୍ଞା ହଁ ଯଜମାନ ହେବ କୌଣସି ଏକ ଛୋଟ କାମ ନୁହଁ । ଯଜମାନ ହେବ ସବୁଠୁ ବଡ କାମ କୌଣସି ଏକ ବଡ କାମ କରିବା ଆଗରୁ ଯଜମାନଙ୍କୁ ନିଷ୍ଠାର ସହିତ ରହିବାକୁ ପଡ଼ିଥାଏ । ଏହା ହିନ୍ଦୁ ଧର୍ମର ପରମ୍ପରା ଅଟେ । କେବଳ ଯଜମାନ ନୁହଁନ୍ତି ଏହି କର୍ମ କରିବାକୁ ଆହୁରି ୧୨୧ ଜଣ ଆଚାର୍ଯ୍ୟ ବାହ୍ମଣ ମଧ୍ୟ ଏହି ୧୧ ଫିନ ଅନୁଷ୍ଠାନରେ ରହିବେ । କୌଣସି ଅନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ଅନୁଷ୍ଠାନର ନିୟମ ସବୁଠାରୁ କଷ୍ଟକର ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ । ଯିଏବି ଯଜମାନ ହୁଅନ୍ତୁ ନା କାହିଁକି ତାଙ୍କୁ ସର୍ବେ ପ୍ରଥମେ ଆଚାର୍ଯ୍ୟ ପାଳନ କରିବାକୁ ହୋଇଥାଏ ।

ଯେଉଁଥିରେ ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ଉଠିବା ସବୁ ପ୍ରକ୍ରିୟା ସାମିଲ ରହିଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ୩ ରୁ ୪ ଘଣ୍ଟା ଶୋଇବା ଆବଶ୍ୟକ । ଯଜମାନ ହେବା ସମୟରେ ଆଚାର୍ଯ୍ୟଙ୍କୁ ଭୂଇଁରେ ଶୋଇବାକୁ ପଡ଼ିଥାଏ । ତେବେ ଶୋଇବା ପାଇଁ ମାଟି ଉପରେ କୁଶ ଘାସ ବିଛାଇବାକୁ ପଡ଼ିଥାଏ । ଯାହା ଉପରେ ଅନୁଷ୍ଠାନ କରିଥିବା ବ୍ୟକ୍ତି ଶୋଇଥାନ୍ତି ।

ଯିଏ ଆଚାର୍ଯ୍ୟ ବାହ୍ମଣ ହେବେ ସେମାନେ ସଷ୍ଟାୟୁକି ଭଜନ କରିବେ । ଏହି ସମୟରେ ସମ୍ପୂର୍ଣ୍ଣ ନିରାମିଷ ଭଜନ କରିବାକୁ ପଡ଼ିଥାଏ । ଯାହା ଅନୁଷ୍ଠାନର ଏକ ଅଙ୍ଗ ସଦୃଶ୍ୟ । ଏହିସବୁ ଭିତରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯଜମାନ ବନୁଛନ୍ତି ଭାରତରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମନ୍ତ୍ରୀ ଠିକ ସେତିକି ବେଳେ ମୋଦି ୧୧ ଦିନ ମାଟି ଚଟାଣରେ ଶୋଇବେ ।

ସ୍ୱାଦିଷ୍ଟ ଖାଦ୍ୟ ଖାଇବେନି ଏବଂ ଦିନକୁ ମାତ୍ର ୩ ରୁ ୪ ଘଣ୍ଟା ଶୋଇବେ । କାରଣ ଏ ହେଉଛି ଜଣେ ଯଜମାନର କର୍ତ୍ତବ୍ୟ ହୋଇଥାଏ । ବଡ଼ ଅନୁଷ୍ଠାନ ହେଉଥିବାରୁ ଭାରତର ପ୍ରିୟ ନରେନ୍ଦ୍ର ମନ୍ତ୍ରୀ ଯଜମାନ ଏବଂ ତାଙ୍କ ପାଇଁ ଏଭଳି ନିୟମ । ଆଉ ୧୧ ଦିନର ଅନୁଷ୍ଠିତ ପୂଜା ବେଶ ଗୁରୁତ୍ୱପୂର୍ଣ୍ଣ । କହିରଖିବୁ ଯେ କୌଣସି ଅନୁଷ୍ଠାନ ଆରମ୍ଭ ଧାର୍ଯ୍ୟ ସମୟ ଅନୁସାରେ ହେଇଥାଏ । ଯଦି ପୂଜା ଅନୁଷ୍ଠାନ କଥା କୁହାଯାଏ । ତେବେ ବାହ୍ମଣ ଭୋଜନ ପରେ ଏକଥା ସମାପ୍ତ ହେଇଥାଏ । ଏହା ପରେ ପ୍ରଧାନମନ୍ତ୍ରୀ ଅନୁଷ୍ଠାନ ଭଙ୍ଗ କରିବେ । ତେବେ ୧୧ ଦିନ ପାଇଁ ଦିନ ଭାରତରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଭୁଇଁରେ ଶୋଇବେ ।

Leave a Reply

Your email address will not be published. Required fields are marked *