ଅର୍ଚ୍ଚନା ଓ ଜଗବନ୍ଧୁ ଏହି ଦୁଇ ଚର୍ଚ୍ଚିତ ଘଟ-ଣାକୁ ନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ଜଣେ ଯୁବତୀ। ଆଉ ଯାହା ଗଣମାଧ୍ୟମକୁ ପ୍ରତି-କ୍ରିୟା ଦେଲେ ତାହା ଶୁଣିଲେ ହୁଏତ ଆପଣ ବି ଚମକି ପଡିବେ। ଆଉ କହିବେ ସତରେ କଣ ଏମିତି ହୁଏ। ସତରେ କଣ ଜଗବନ୍ଧୁ ଆଉ ଅର୍ଚ୍ଚନାଙ୍କ ମୁଣ୍ଡରେ ଏତେ ବୁଦ୍ଧି। ଯୁବତୀଙ୍କ କହିବା ଅନୁଯାୟୀ ଜଗବନ୍ଧୁଙ୍କୁ ପୋ-ଲିସ ଗି-ରଫ କରିବା ଏହା ଜଗବନ୍ଧୁଙ୍କର ଏକ ଚାଲ ଥିଲା।
କାରଣ ଅର୍ଚ୍ଚନା ଜେ-ଲ ଭିତରେ ଥିବା ବେଳେ ଜଗବନ୍ଧୁ ଘରେ ଥିଲେ ଆଉ ଦୁହେଁ ମିଶି ତାଙ୍କ କଳା ସାମାର୍ଯ୍ୟ ବିଷୟରେ ଆଲୋଚନା କରି ପାରୁନଥିଲେ। ତେଣୁ ପୋ-ଲିସ ହାତରେ ଜଗବନ୍ଧୁ ନିଜେ ଧ-ରା ପଡିବା ଏହା ଏକ ସୁପରି କଳ୍ପିତ ଯୋଜନା। ଜଗବନ୍ଧୁ ଓ ଅର୍ଚ୍ଚନା ନାଗ ଦୁହେଁ ମିଶି ଜେ-ଲ ଭିତରେ ତାଙ୍କର ସାମ୍ରାଜ୍ୟ ଅଧିକରୁ ଅଧିକ ବିସ୍ତାର କରିବା ପାଇଁ ଭାବିଥିବେ। ତେଣୁ ଜଗବନ୍ଧୁ ଆଉ ଏକା ଏକା ରହି ନପାରି।
ସ୍ତ୍ରୀ ରହିଥିବା ଜେ-ଲ କୁ ଚାଲିଯିବାକୁ ମନସ୍ଥ କରିଥାଇ ପାରନ୍ତି ବୋଲି ଜଣେ ଯୁବତୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଯେତେବେଳେ ଅର୍ଚ୍ଚନା ଜେ-ଲ ଭିତରେ ଥିଲେ ଆଉ ଜଗବନ୍ଧୁ ବାହାରେ ଥିଲେ ସେତେବେଳେ ସେମାନଙ୍କ ଭିତରେ ଆପୋଷ ବୁଝା ମଣା ହୋଇ ପାରୁନଥିଲା। କି ସେମାନେ କେଉଁ ବ୍ୟକ୍ତିଙ୍କୁ ପରବର୍ତ୍ତୀ ଟା-ର୍ଗେଟ କରିବେ ଓ କେଉଁ ବ୍ୟକ୍ତିଙ୍କୁ ସେ ଠ-କିବେ।
ଆଉ ଅନ୍ୟପଟେ କେମିତି ତାଙ୍କ ପତ୍ନୀ ମାନେ ଅର୍ଚ୍ଚନା ଜେ-ଲ ଭିତରୁ ମୁକୁଳିବେ ଆଉ ତାଙ୍କ ଉପରେ ଯେଉଁ ଧା-ରା ଲାଗୁଛି ସେଥିରୁ କିପରି ବର୍ତୀ ସେ ଜେ-ଲ ରୁ ବାହାରିବେ। ଏହି ସମସ୍ତ ଘ-ଟଣା ଯେତେବେଳେ ଦୁହେଁ ମିଶି ଜେ-ଲ ଭିତରେ ଆଲୋଚନା କରିବେ କରିବେ ବୋଲି ଭାବିଛନ୍ତି ସେତେବେଳେ ଜଗବନ୍ଧୁ ନିଜକୁ ପୋ-ଲିସ ହାତରେ ଧ-ରା ପକାଇଛନ୍ତି। ଏହା ଏକ ସୁ ପରିକଳ୍ପିତ ଯୋଜନା ମଧ୍ୟ।
ତେବେ ଯୁବତୀଙ୍କ କହିବା ଅନୁଯାୟୀ ସେ ଯେଉଁ ଭଳି ଏତେ ବଡ଼ କା-ଣ୍ଡ କରିଛନ୍ତି ତାଙ୍କୁ ଧରିବା ସମ୍ଭବ ନୁହେଁ। ହେଲେ ଜଗବନ୍ଧୁ ଧ-ରା ପଡିବା ପଛର ଉଦ୍ୟଶ କିଛି ଅଲଗା। ଯାହା ଆମେ ଦେଖି ପାରୁନେ କି ବୁଝି ପାରୁନେ। କିନ୍ତୁ ଜଗବନ୍ଧୁ ଆଉ ଅର୍ଚ୍ଚନା ଦୁହେଁ ହିଁ ବେଶ ଭଲ ଭାବେ ବୁଝିଥିବେ ଜଗବନ୍ଧୁ ଜେ-ଲ ଯିବା ପଛର ପ୍ରକୃତ ଉ-ଦ୍ୟଶ କଣ।
ତେବେ କେବଳ ଏତିକି ନୁହେଁ ଜଗବନ୍ଧୁ ଆଉ ଅର୍ଚ୍ଚନା ଓ ସେମାନଙ୍କ ସହ ମିଶିଥିବା ବଡ଼ ବଡ଼ ନେତା ମନ୍ତ୍ରୀ ମାନେ ଏହି ପ୍ଲାନ କରିଥିବା ଯୁବତୀ ଜଣଙ୍କ ଗଣମାଧ୍ୟମରେ ପ୍ରତି-କ୍ରିୟା ରଖିଛନ୍ତି। ଆଉ ସେ ସନ୍ଦେହ କରୁଛନ୍ତି କି ଜଗବନ୍ଧୁ ଜେ-ଲ ଯିବା ପଛରେ ସେମାନଙ୍କ ଉଦ୍ୟଶ କିଛି ଭିନ୍ନ ଥାଇ ପାରେ।
ସେପଟେ ଜଗବନ୍ଧୁ ଆଉ ଅର୍ଚ୍ଚନାଙ୍କୁ ନେଇ ଗଲା 15 ଦିନ ହେଲା ଚର୍ଚ୍ଚା ଆଲୋଚନା ଏବଂ ସମାଲୋଚନା ଲାଗିରହିଛି। ପ୍ରତ୍ୟକ ଦିନ ପତି ପତ୍ନୀଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଆଉ ଠିକ ଏହି ସମୟରେ। ଅନେକ ଜଣ ଏମାନଙ୍କ ବିଷୟରେ ଅନେକ ମତାମତ ରଖୁଛନ୍ତି ମଧ୍ୟ। ଜଗବନ୍ଧୁ ଆଉ ଅର୍ଚ୍ଚନା ଦୁହେଁ ମିଶି ଯେଉଁ କଳା ସାମାର୍ଯ୍ୟ ବିସ୍ତାର କରିଥିଲେ ସେମାନଙ୍କୁ ଏତେ ସହଜରେ ଗି-ରଫ କରି ଜେଲ ପଠାଇବା ସମ୍ଭବ ନୁହେଁ ଏହା ପଛରେ ଆଉ ଅନ୍ୟ କୌଣସି ପ୍ଲାନ ଥାଇ ପାରେ ବୋଲି ଯୁବତୀ କହିଥିବା ଦେଖିବାକୁ ମିଳିଛି। ତେବେ ଆଗକୁ ଏହି ଘ-ଟଣା ଏକ ମୋ-ଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।