ଜଙ୍ଗଲ ମଧ୍ୟକୁ ଅର୍ଚ୍ଚନାଙ୍କୁ ଟେକି ନେଇଥିଲେ କେତେ ଜଣ ଟୋକା , ଆଉ ତାଙ୍କ ସହିତ କରିଥିଲେ ଦୁ-ଷ୍କର୍ମ

ସତ କଣ ଆଉ କେବେ ଆସିବ ସାମ୍ନାକୁ । କେବେ ଜଣା ପଡ଼ିବ ଖଳନାୟକ ଆଉ ନାୟିକାଙ୍କ ପ୍ରକୃତ କାହାଣୀ । କେଉଁ କାରଣ ପାଇଁ ଆଜି ସେମାନେ ଏପରି ମୋଡରେ ଛିଡା ହୋଇଛନ୍ତି , ଏପରି ଅନେକ ପ୍ରଶ୍ନ ଉଠୁଛି । ଆଉ ତାର ଉତ୍ତର ମଧ୍ୟ ମିଳି ସାରିଛି । ତଥାପି ଏପର୍ଯ୍ୟନ୍ତ ସ-ନ୍ଦେହ କମ୍ ହେବାର ନାମ ନେଉ ନାହିଁ । ଏପରି ଆହୁରି କିଛି ଘ-ଟଣା ରହିଛି , ଯାହା ଏପର୍ଯ୍ୟନ୍ତ ସାମ୍ନାକୁ ନ ଆସିବା ଭଳି ଅନୁଭବ ହେଉଛି ।

କଣ ସେହି ପ୍ରକୃତ କାରଣ ଆଉ କେଉଁ କାରଣ ପାଇଁ ସ୍ଵାମୀ ଏବଂ ସ୍ତ୍ରୀ ଏପରି ଅପ-ରାଧର ସାମ୍ରାଜ୍ୟ ଖୋଲି ଥିଲେ , ତାହା ବିଷୟରେ ଜଣା ପଡିନାହିଁ । ଜଣେ ସ୍ଵାମୀ ହୋଇ ନିଜ ସ୍ତ୍ରୀଙ୍କୁ କିପରି ଅନ୍ୟ ପୁରୁଷ ମାନଙ୍କ ସହିତ ରାତି କା-ଟିବା ପାଇଁ ଛାଡି ଦେଉଥିଲେ , ସେ ବାବ-ଦରେ ବିଶ୍ୱାସ କରି ହେଉନାହିଁ। ନିଜ ସ୍ଵାମୀ ସ୍ତ୍ରୀଙ୍କର ଅନ୍ୟ ପୁରୁଷ ମାନଙ୍କ ସହିତ ଭିଡିଓ କରୁଥିଲେ ରେ-କର୍ଡ ଆଉ ତାକୁ କରୁଥିଲେ ପଇସା ଆଦାୟ ପାଇଁ ବ୍ୟବହାର । ତେବେ ବର୍ତ୍ତମାନ ଏହି କା-ଣ୍ଡ ପାଇଁ ଉଭୟ ସ୍ବାମୀ ସ୍ତ୍ରୀ ଜେ-ଲ ଦ-ଣ୍ଡ ଭୋଗୁଛନ୍ତି ।

ତେବେ ଏ ବାବ-ଦରେ ବର୍ତ୍ତମାନ ସାମ୍ନାକୁ ଆସିଛି କିଛି ଆଶ୍ଚର୍ୟ୍ଯ କରିଦେବା ଭଳି ଖବର । ଆପଣ ସମସ୍ତେ ଜାଣିଥିବେ ଯେ , ଅର୍ଚ୍ଚନା କଳାହାଣ୍ଡି ଜିଲ୍ଲାର ଝିଅ ଅଟନ୍ତି । ଆଉ ଛୋଟ ବେଳେ ନିଜ ପରିବାର ସହିତ ସେଠାରେ ରହୁଥିଲେ । ତେବେ ତାଙ୍କ ବାପା ସାଧାରଣ ଲୋକଙ୍କ ପାଇଁ ଲ-ଢିଥିଲେ ଆଉ ତାଙ୍କ ଅଧିକାର ପାଇଁ ଲାଗି ପଡ଼ିଥିଲେ । ତେଣୁ ତାଙ୍କ ଉପରେ ଅନେକ ଲୋକଙ୍କ ନଜର ରହିଥିଲା ଆଉ ରା-ଗ ମଧ୍ୟ ରହିଥିଲା । ତେଣୁ ଲୋକମାନେ ଏହି କା-ଣ୍ଡ ତାଙ୍କ ଝିଅଙ୍କ ଉପରେ ସୂଝାଇ ଥିଲେ ।

ଏ ବାବ-ଦରେ ତାଙ୍କ ଅଞ୍ଚଳର ଜଣେ ଲୋକ କହିଛନ୍ତି କି , ୨୦୦୮ ମସିହାରେ ଅର୍ଚ୍ଚନାଙ୍କୁ କିଛି ପ୍ରାପ୍ତ ବୟସ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁ-ଷ୍କର୍ମ କରି ନେଇଥିଲେ । ଆଉ ଏହାପରେ ଅର୍ଚ୍ଚନା ଲୋକ ଲ-ଜ୍ଜା ସହି ପାରି ନଥିଲେ । ବାଧ୍ୟ ହୋଇ ଗାଆଁ ଛାଡ଼ିବାକୁ ନେଇଥିଲେ ନିଷ୍ପତ୍ତି । ଆଉ ଗାଆଁ ଛାଡି ଦେଇଥିଲେ । ଏହାପରେ ଭୁବନେଶ୍ୱର ମଧ୍ୟ ଚାଲି ଆସିଥିଲେ । ତେବେ ଏହାପରେ ତାଙ୍କ ବାପା ତାଙ୍କୁ ଗାଁକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ ।

Leave a Reply

Your email address will not be published. Required fields are marked *