ଝିଅ ଯଦି ଟିକେ ପୁରୁଷ ଠାରୁ ଆଗେଇ ଯାଉଛି ତାହାଲେ ପୁରୁଷଙ୍କ ଅହଂକାରକୁ ଏତେ ବାଧୁଛି କଣ ପାଇଁ ?

ଆଜିକାଲି ଝିଅମାନେ ପୁଅଙ୍କ ଠାରୁ ବହୁତ୍ ଆଗକୁ ଚାଲି ଗଲାନ୍ତି। କିନ୍ତୁ ଆମର ଏ ସମାଜ ଆଜିବି ଝିଅମାନଙ୍କୁ ଅଲଗା ଦୃଷ୍ଟି ରେ ଦେଖିଛନ୍ତି। ସେଥିପାଇଁ ଡ଼. ସୁଷମା ପଟ୍ଟନାୟକ ମିଡ଼ିଆ ଆଗରେ କହିଛନ୍ତି ସରକାରଙ୍କ କହିବା ଅନୁସାରେ ଝିଅ ପୁଅ ସମସ୍ତେ ସମାନ। କିନ୍ତୁ ଆମ ସମାଜ ରେ ପୁଅଙ୍କୁ ଯେତିକି ସମ୍ମାନ ଦିଆ ଯାଉଛି ଝିଅଙ୍କୁ ସେତିକି ସମ୍ମାନ ଦିଆଯାଉନାହିଁ।

ଯଦି ଗୋଟେ ଝିଅ ଅଫିସ୍ କୁ ଗୋଟେ ଭଲ ଡ୍ରେସ୍ ପିନ୍ଧିକି ଅସୁଛି, କାହାସହ ଫୋନ୍ ରେ କଥା ହଉଛି କିମ୍ୱା ତାକୁ ଅନ୍ୟ ମାନଙ୍କ ଠାରୁ ଭଲ ଦରମା ମିଳୁଛି ତେବେ ଅଫିସ୍ ରେ ଥିବା ଅନ୍ୟ ପୁଅ ତା ବିଷୟରେ ବହୁତ୍ କଥା କୁହନ୍ତି। ସେଥିପାଇଁ ଘରେ ଯେମିତି ନିଜ ମା ଭଉଣିଙ୍କୁ ଦେଖୁଛ ତାଙ୍କୁ ଯେମିତି ସମ୍ମାନ ଦଉଛ। ସେମିତି ଅନ୍ୟ ଝିଅଙ୍କୁବି ଦେଖ ତାଙ୍କୁ ସମ୍ମାନ ଦିଅ ତାଙ୍କୁ କମେଣ୍ଟ ମାରିବା ବନ୍ଦ କରି ତାଙ୍କ ସୁରକ୍ଷା କଥା ଭାବ।

ଆଗ କାଳରେ କେବଳ ପୁଅ ମାନେ ରୋଜଗାର କ ବେରୁଥିଲେ ସେଥିପାଇଁ ସମସ୍ତେ ତାଙ୍କ ଉପରେ ନିର୍ଭର ଶିଳ ଥିଲେ କିନ୍ତୁ ଏବେ ଝିଅ ମାନେ ପୁଆମାନଙ୍କ ଠାରୁ ଆଗକୁ ଗଲେଣି। କିଏ ପାଇଲଟ୍ ହେଲେଣିତ କିଏ ରାଷ୍ଟ୍ରପତି। ସେମାନେଭି ପୁଅଙ୍କ ଠାରୁ ଅଧିକ ଟଙ୍କା କାମ ରୋଜଗାର କରି ନିଜ ବାପାମାଆଙ୍କୁ ପୋଷିପାରୁଛନ୍ତି ସେଥିପାଇଁ ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍।

Leave a Reply

Your email address will not be published. Required fields are marked *