ମମିତା ମେହେର ହ-ତ୍ୟାକା-ଣ୍ଡ ଅଭି-ଯୁକ୍ତ ଗୋବିନ୍ଦ ଆ-ତ୍ମହ-ତ୍ୟା ମାମ-ଲା , ନେତା ମନ୍ତ୍ରୀଙ୍କ ସଂପୃକ୍ତି ନେଇ ହେଉଛି ସନ୍ଦେହ

କୁହାଯାଏ ଯିଏ ଯେମିତି କର୍ମ କରେ , ସେ ସେମିତି ଫଳ ପାଇଥାଏ । ନିଜ ଭୁଲ ପାଇଁ ମଣିଷ ଦିନେ ନା ଦିନେ ଦ-ଣ୍ଡ ପାଇଥାଏ । ଭଗବାନ ଦିନେ ନା ଦିନେ ତାଙ୍କୁ ଦ-ଣ୍ଡ ଦେଇଥାନ୍ତି। ଭଗବାନ ସବୁକିଛି ଦେଖି ରଖିଥାନ୍ତି ଆଉ ଶେଷରେ ଶାସ୍ତି ଦେଇଥାନ୍ତି । ତେବେ ଏପରି କିଛି କଥାର ଜ୍ୱ-ଳନ୍ତ ଉଦାହରଣ ଆପଣ କାଲି ପାଇ ସାରିଥିବେ । ଗତକାଲି ସାରା ଓଡ଼ିଶାକୁ ହଲାଇ ରଖି ଦେଇଥିଲା ଏପରି ଆ-ତ୍ମହ-ତ୍ୟା । ଜେ-ଲର ଚାରି କାନ୍ଥ ଭିତରେ ଜଣେ ବ୍ୟକ୍ତି କରି ଦେଇଛନ୍ତି ଆ-ତ୍ମହ-ତ୍ୟା । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଲାଗୁଛି।

କାହିଁକି ନା ଆଗରୁ ଏପରି ଘ-ଟଣା ବିଷୟରେ କେବେ ଶୁଣିବାକୁ ମିଳି ନଥିଲା । ଆଉ ଜେ-ଲର ଚାରି କାନ୍ଥ ମଧ୍ୟରେ ଏତେ ସିସିଟିଭି ଲାଗି ଥାଇ , ଏତେ ସଚେତନତା ଅବଲମ୍ବନ ପରେ ମଧ୍ୟ ଜଣେ ବ୍ୟକ୍ତି କିପରି ଆ-ତ୍ମହ-ତ୍ୟା କଲେ , ତାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଆ-ତ୍ମହ-ତ୍ୟା କରିଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି ବହୁ ଚର୍ଚ୍ଚିତ ମମିତା ମେହେର ହ-ତ୍ୟାକା-ଣ୍ଡ ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଗୋବିନ୍ଦ ସାହୁ । ଯିଏ ମମିତାଙ୍କୁ ଅନେକ କଷ୍ଟ ଦେଇ ହ-ତ୍ୟା କରିଥିଲା ଆଉ ଶେଷରେ ତାଙ୍କୁ ଜାଳି ପୋଡ଼ି ପାଉଁଶ କରି ଦେଇଥିଲା । ତେବେ ଏପରି ଜଣେ ନୃ-ଶଂସ ମଣିଷ ହ-ତ୍ୟାକା-ଣ୍ଡ ଘଟାଇ ଥିଲେ ବୋଲି ସ୍ବୀକାର କରିଥିଲେ ।

ତେବେ ଏହାପରେ ତାଙ୍କୁ ଜେ-ଲ ହୋଇ ଯାଇଥିଲା । ଆଉ ବର୍ଷେରୁ ଅଧିକ ସମୟ ବିତି ଯାଇଥିବା ସତ୍ତ୍ଵେ ମଧ୍ୟ ଗୋବିନ୍ଦ ସାହୁ ଜେ-ଲ ଦ-ଣ୍ଡ ଭୋଗିବାକୁ ଲାଗିଥିଲେ । କିନ୍ତୁ ହଠାତ୍ କାଲି ଦେଖିଲା ବେଳକୁ ଜେଲ ମଧ୍ୟରେ ଗୋବିନ୍ଦ ସାହୁଙ୍କ ମୃ-ତଦେ-ହ ଦେଖିବାକୁ ମିଳିଥିଲା । ସେ ଆ-ତ୍ମହ-ତ୍ୟା କରିବା କଥା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଥିଲା । ତେବେ ଏହାପରେ ସମସ୍ତେ ସ-ନ୍ଦେହ କରିଥିଲେ କି , କିପରି ଜଣେ ଜେ-ଲ ମଧ୍ୟରେ ଆ-ତ୍ମହ-ତ୍ୟା କରିପାରିବ । ଏହା ପରେ ବର୍ତ୍ତମାନର ସ-ନ୍ଦେହ ଘେରରେ ନେତା ମନ୍ତ୍ରୀ ମାନଙ୍କୁ ଅଣା ଯାଉଛି ।

କୁହାଯାଉଛି କି , ଆଗରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସସପେଣ୍ଡ କରା ଯାଇଥିଲା । ବୋଧହୁଏ ତାଙ୍କର ହାତ ଏଥିରେ ଥାଇ ପାରେ । ଯାହାଙ୍କ ଚାପରେ ବର୍ତ୍ତମାନ ଗୋବିନ୍ଦ ବର୍ତ୍ତମାନ ଆ-ତ୍ମହ-ତ୍ୟା କରି ଦେଇଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ବିଜେଡି ନେତା ମନ୍ତ୍ରୀଙ୍କୁ ସମସ୍ତେ ଦାୟୀ କରିଥିବା କଥା ସବୁଆଡେ ଆଲୋଚନା ହେବାରେ ଲାଗିଛି । କେଉଁଠି ନା କେଉଁଠି ବିଜେଡି ନେତା ମନ୍ତ୍ରୀ ମାନଙ୍କର ହାତ ଏଥିରେ ରହିଥିବା କଥା କୁହାଯାଉଛି । ନଚେତ୍ ଏପରି ଭାବରେ ଜେ-ଲ ମଧ୍ୟରେ ରହି କେହି ବ୍ୟକ୍ତି ଆ-ତ୍ମହ-ତ୍ୟା କରିବା ଏତେ ସହଜ ନୁହେଁ ।

Leave a Reply

Your email address will not be published. Required fields are marked *