“ଦୁହେଁ ମୋ ରୁମକୁ ଆସନ୍ତି ଓ ସେଠାରେ ଶାରୀ-ରିକ ସ-ମ୍ପର୍କ ରଖନ୍ତି।” ସାମ୍ନାକୁ ଆସିଲା ଆର୍ମି ଅଫିସରଙ୍କ କଳା କାର-ନାମା। ଦେଖନ୍ତୁ କଣ କହିଲେ ପୀ-ଡ଼ିତା ଯୁବତୀଙ୍କ ସାଙ୍ଗ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ସୋସିଆଲ ମିଡିଆରେ ନୁହେଁ ଲୋକଙ୍କ ଗ୍ରହଣରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଚର୍ଚ୍ଚିତ ବିଷୟ ହେଉଛି ପ୍ରେମ ଉପରେ। ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସ-ମ୍ପର୍କ ଅଟେ।

ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛ-ଳନା, ଧୋ-କା, ଏବଂ ପ୍ରତା-ରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପର୍କ ରଖିବା। ତେବେ ଆଜି ଆମେ ଆପଣଙ୍କୁ କିଛି ଏହିଭଳି ଖବର କହିବାକୁ ଯାଉଛୁ। ଯେଉଁଥିରେ ଜଣେ ଯୁବକ ପ୍ରେମର ଛ-ଳନା କରି ଯୁବତୀଙ୍କୁ ପ୍ରେଗ-ନାଣ୍ଟ କରିବା ପରେ ବିବାହ କରିବା ପାଇଁ ମନା କରି ଦେଇଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆର୍ମିରେ ଚାକିରୀ କରିଥିବା ଜଣେ ଯୁବକ ଯୁବତୀଙ୍କୁ ନିଜ ପ୍ରେମ ଜା-ଲରେ ଫ-ସେଇ ଥିଲେ। ଏହାପରେ ଦୁହେଁ ଏକାଠି ଅନେକ ସ୍ଥାନକୁ ବୁଲାବୁଲି କରିବାକୁ ଯାଆନ୍ତି। ତେବେ ଦୁହେଁଙ୍କ ଭିତରେ ପ୍ରେମ ସଂ-ପର୍କ ଏତେ ନିବିଡ଼ ହୋଇ ଯାଇଥିଲା ଯେ ଦୁହେଁ ହିତାହିତ ଜ୍ଞାନ ଭୁଲି ଯାଇଥିଲେ। ସେମାନେ ଅନେକ ସମୟରେ ଯୁବତୀଙ୍କ ସାଙ୍ଗ ରୁମକୁ ଯାଇ ଏକାଠି ରୁହନ୍ତି। ଘଣ୍ଟା ଘଣ୍ଟା ଧରି ସମୟରେ ବିତନ୍ତି। କେବଳ ସେତିକି ନୁହେଁ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଯୁବକ ଜଣକ ଶାରୀ-ରିକ ସମ୍ପ-ର୍କ ସ୍ଥାପନ କରିଥିଲେ।

ତେବେ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଯୁବତୀ ଜଣକ ପ୍ରେଗ-ନାଣ୍ଟ ହୋଇ ଯାଇଥିଲେ। ଏହାପରେ ଯୁବକ ଜଣକ ଯୁବତୀଙ୍କୁ ହସ୍ପିଟାଲକୁ ନେଇ ତାଙ୍କର ଆବଶୋନ ମଧ୍ୟ କରାଇଥିଲେ। ତେବେ ଗ-ର୍ଭପା-ତ କରିବା ପୂର୍ବରୁ ଦୁହେଁ ଯୁବକ ଯୁବତୀ କୋର୍ଟରେ ମ୍ୟାରେଜ କରିଥିଲେ। କିନ୍ତୁ ଗର୍ଭ-ପାତ ସରିବା ପରେ ଯୁବକ ଜଣକ ବର୍ତ୍ତମାନ ବିବାହ କରିବା ପାଇଁ ଯୁବତୀଙ୍କୁ ରୋ-କଠୋ-କ କରି ମନା କରି ଦେଇଛନ୍ତି। ତେବେ ଆର୍ମି ଯୁବକଙ୍କ ଏଭଳି ବ୍ୟବହାର ପାଇଁ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବର୍ତ୍ତମାନ ସମୟରେ ଯୁବତୀଙ୍କ ସାଙ୍ଗ ଗଣମାଧ୍ୟମକୁ ଆସି ଆର୍ମି ଯୁବକଙ୍କ ପ-ର୍ଦା ଫା-ସ କରିଛନ୍ତି। ତେବେ ଯୁବତୀଙ୍କ ସାଙ୍ଗ କହିଛନ୍ତି-‘ପିଙ୍କି ଏୟାରପୋର୍ଟ ଯାଏ, ଷ୍ଟେ-ସନ ଯାଏ, ଲେଟ ନାଇଟରେ ସେ ଭାଇଙ୍କ ସହ ବୁଲିବାକୁ ଯାଏ ।ସେମାନେ ମୋ ରୁମ୍ କୁ ବି ଆସନ୍ତି। ମୁଁ ଆଣ୍ଟିଙ୍କ ଘରକୁ ଚାଲି ଯାଏ। ସେମାନଙ୍କର କୋର୍ଟ ମ୍ୟାରେଜ ହୋଇଛି ଆଉ ସେମାନେ ଶାରୀ-ରିକ ସ-ମ୍ପର୍କ ରଖିଥିଲେ। ତେବେ ଏହି ବିଷୟରେ ସମସ୍ତେ ଜାଣିଛନ୍ତି। ଆଣ୍ଟି ମଧ୍ୟ ଏହି ବିଷୟରେ ଜାଣିଛନ୍ତି। କେବଳ ସେତିକି ନୁହେଁ ଭାଇ ଆଣ୍ଟିଙ୍କୁ ମମି ମମି ବୋଲି ଡାକନ୍ତି।’

ସେ ଆହୁରି ମଧ୍ୟ କହିଛନ୍ତି ‘ଭାଇ ଜବ-ରଦ-ସ୍ତି ମୋ ସାଙ୍ଗ ସହ ଶାରୀ-ରିକ ସ-ମ୍ପର୍କ ରଖି ତାକୁ ପ୍ରେଗ-ନେଣ୍ଟ କରିଥିଲେ ଏ କଥା ଆଣ୍ଟି ବି ଜାଣି ନାହାନ୍ତି । ଆଣ୍ଟିଙ୍କୁ ସବୁ କଥା ଲୁ-ଚା ଯାଇଛି । ଆଉ ସେ ଆବୋସନ ବି କରିଛନ୍ତି  । ଘରେ ନ ଜଣାଇ ସେ ସବୁ କିଛି କରିଛନ୍ତି।’ ଯୁବକ ଜଣକ ଏତେ କାର-ନାମା କରିବା ପରେ ସେ ବିବାହ କରିବା ପାଇଁ ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *