ମାତାଲ ଯୁବତୀଙ୍କ ହାଇଡ୍ରାମା , ପୁଣି ଅ-ଶ୍ଳୀ-ଳ ଭାଷାରେ ଗା-ଳି ଗୁ-ଲଜ: ଦେଖନ୍ତୁ ଭିଡିଓ

ଏଇ କଳିଯୁଗରେ ସମାଜର ରୀତିନୀତି ବଦଳି ଯାଇଛି । ଯାହା ସହିତ ତାଳ ଦେଇ ଲୋକେ ମଧ୍ୟ ବଦଳି ଯାଇଛନ୍ତି । ମହିଳା ମାନେ ନିଜର ମର୍ଯ୍ୟାଦା ଭୁଲି ଯାଉଛନ୍ତି ଏବଂ ପୁରୁଷ ମାନେ ମଧ୍ୟ କିଛି ଏପରି କାମ କରୁଛନ୍ତି ଯାହା ବିଶ୍ୱାସ କରିବା ବି ସମ୍ଭବ ନୁହେଁ । ଯାହାଦ୍ୱାରା ଏକ ଭଲ ମାହୋଲ ବି ହଠାତ ଖରାପ ହୋଇ ଯାଉଛି । ପ୍ରତ୍ୟେକ ଦିନ ଆପଣ ମାନେ ଏପରି ଭିଡ଼ିଓ ନିଶ୍ଚିତ ଭାବରେ ଦେଖୁଥିବେ ।

ଆଜିର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏକ ଭିଡ଼ିଓ ବିଷୟରେ କହିବୁ ଯେଉଁଥିରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ଅ-ଶ୍ଳୀ-ଳ ଭାଷାରେ ଗାଳି କରୁଥିବାର ଦେଖାଯାଇଛି । ତେବେ ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ବରର ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣଙ୍କୁ ନିଜକୁ ବି ଖରାପ ଲାଗିବ । ଜଣେ ଯୁବତୀ ଏପରି ଭାବରେ ଅ-ଶ୍ଳୀ-ଳ ଭାଷାରେ ଗାଳିଗୁଲଜ କରୁଛନ୍ତି ତାହା ଦେଖିଲେ ଆପଣ ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରି ପାରିବେ ନାହିଁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଭୁବନେଶ୍ୱର ଉପକଣ୍ଠ ଭରତପୁର ଛକରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରୁ ଏହା ଜଣା ପଡ଼ିଛି ଯେ ଜଣେ ଯୁବତୀ ମଦ୍ୟ ପାନ କରି ହୋଟେଲକୁ ଆସିଥିଲେ । ମାତ୍ର କୌଣସି କାରଣରୁ ସେ ହୋଟେଲ କର୍ମଚାରୀଙ୍କୁ ଗାଳିଗୁଲଜ କରିବାରେ ଲାଗିଛି । ଏହାଦ୍ବାରା ଯେତେବେଳେ କର୍ମଚାରୀ ଜଣକ ପ୍ରତିବାଦ କରିଛନ୍ତି ସେତେବେଳେ ମହିଳା ଜଣକ ଅ-ଶ୍ଳୀ-ଳ ଭାଷାରେ ଗା-ଳିଗୁ-ଲଜ କରିଛନ୍ତ ।

ତେବେ ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ କର୍ମଚାରୀଙ୍କୁ ଚାପୁଡ଼ା ବସାଇବେ । ଏମିତିକି ସେ ନା କିଛି ଦେବେ ନ କୁଆଡ଼େ ଯିବେ , ଏପରି କହିବା ପରେ ଯୁବକ ଜଣକ ପ୍ରତିବାଦ କରିଛନ୍ତି । କିନ୍ତୁ ଯୁବତୀ ଜଣକ ହୋଟେଲ କର୍ମଚାରୀ ସମେତ ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ଅ-ଶ୍ଳୀ-ଳ ଭାଷାରେ ଗା-ଳି ଗୁ-ଳ-ଜ କରିଛନ୍ତି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀ ଅଟୋ ରେ ବସି ମ-ଦ ପିଉଥିବାର ଧରା ପଡିଥିଲା ।

Leave a Reply

Your email address will not be published. Required fields are marked *