ଜିଓର ସବୁଠାରୁ ଚମତ୍କାର ପ୍ଲାନ ! 100GB ଡାଟା ଏବଂ ମାଗଣା ନେଟଫ୍ଲିକ୍ସ , Disney+ Hotstar ଏବଂ ବହୁତ କିଛି :-

Reliance jio ପାଖରେ ବିଭିନ୍ନ ମୂଲ୍ୟରେ ଅଧିକ ଲାଭ ବିଶିଷ୍ଟ ପ୍ଲାନ ଅଛି । ମୂଲ୍ୟ ବୃଦ୍ଧି ପରେ ମଧ୍ୟ ଏକ ଯୋଜନା ବହୁତ ଲୋକପ୍ରିୟ ଏବଂ ସମସ୍ତେ ଏହାକୁ ପସନ୍ଦ କରନ୍ତି । କାରଣ ଏଥିରେ କମ ମୂଲ୍ୟରେ OTT ସୁବିଧା ମିଲିଥାଏ। ଏହି ପ୍ଲାନରେ ଆପଣଙ୍କୁ ନେଟଫ୍ଲିକ୍ସ , ଡିଜନି ପ୍ଲସ ହଟଷ୍ଟାର ଏବଂ ଆମାଜନ ପ୍ରାଇମ ମାଗଣା ମିଳୁଛି। ଆସନ୍ତୁ ଏହି ପ୍ଲାନ ବିଷୟରେ ଜାଣିବା ।

jio Rs 599 Postpaid plan :

ଜିଓର 599 ଟଙ୍କାର ପ୍ଲାନରେ ଉପଭୋକ୍ତାଙ୍କୁ 100 ଜିବି ଡାଟା ଦିଆଯାଉଛି । ଡାଟା ସୀମା ସରିଯିବା ପରେ ଜିବି ପିଛା 10 ଟଙ୍କା ଆଦାୟ କରାଯାଏ । ପ୍ଲାନର ସବୁଠାରୁ ବଡ଼କଥା ଯେ ଉପଭୋକ୍ତାମାନଙ୍କୁ 200 ଜିବି ପର୍ଯ୍ୟନ୍ତ ଡାଟା ରୋଲଭରର ସୁବିଧା ଦିଆଯାଉଛି ।

ଅସୀମିତ କଲିଂ ମଧ୍ୟ :

ଏହି ପ୍ଲାନରେ ଡାଟା ସହିତ କୌଣସି ନେଟୱାର୍କକୁ ଅସୀମିତ କଲିଂ ଏବଂ ପ୍ରତିଦିନ 100 ଟି SMS ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଏହି ପ୍ଲାନ ଏକ ଅତିରିକ୍ତ ସିମ କାର୍ଡ ମଧ୍ୟ ଦେଇଥାଏ ।

ମାଗଣା ନେଟଫ୍ଲିକ୍ସ, ଡିଜନି + ହଟଷ୍ଟାର ଏବଂ ଅଧିକ :

ଜିଓର 599 ଟଙ୍କା ପ୍ଲାନରେ ଉପଭୋକ୍ତାଙ୍କୁ ନେଟଫ୍ଲିକ୍ସ ବ୍ୟତୀତ 1 ବର୍ଷ ପାଇଁ ମାଗଣାରେ ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି + ହଟଷ୍ଟାର ସବସ୍କ୍ରିପସନ ମିଳିଥାଏ । ଏହା ବ୍ୟତୀତ ଜିଓ ଆପକୁ free access ମଧ୍ୟ ଦିଆଯାଏ । ଏହି ପ୍ଲାନରେ ରିଚାର୍ଜ କରୁଥିବା ଉପଭୋକ୍ତାଙ୍କ ପାଖରେ 99 ମୂଲ୍ୟର ଜିଓ ପ୍ରାଇମ ରହିବା ଉଚିତ ।

Leave a Reply

Your email address will not be published. Required fields are marked *