ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହ-ତ୍ୟା ଧ-ମକ।

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହ-ତ୍ୟା ଧ-ମକ। ହ-ତ୍ୟା ଧ-ମକ ଦେଇଛି ଖାଲିସ୍ତାନୀ ଆତ-ଙ୍କବାଦୀ ଗୁରୁପତୱନ୍ତ ସିଂ ପନୁ। ଏକ ଓଡ଼ିଓ ମେସେଜ ମଧ୍ୟ ପଠାଇଛି ପନୁ। ଯାହାକୁ ଶୁଣି ସାରିବା ପରେ ଅଯୋଧ୍ୟାରେ ଏବେ କଡାକଡି ଚେକିଂ ବ୍ୟବସ୍ଥା।

ଅଯୋଧ୍ୟାରେ ସୁର-କ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆସିଛି ହ-ତ୍ୟା ଧ-ମକ। ଆଉ ପନୁର କହିବା କଥା ଯେତେବେଳେ ରାମ ପୂଜା ପାଉଥିବେ ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହେଉଥିବ ଯେତେବେଳେ ଗର୍ଭଗୃହରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଚାଲିଥିବ ସେତେବେଳେ ଆମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହ-ତ୍ୟା କରିବୁ। ଏମିତି କିଛି କହି ଏକ ଓଡ଼ିଓ ମେସେଜ ପଠାଇଛି ପନୁ।

ଆଉ ଏ କଥା ବି କହିଛି ଶିଖ ଫର ଜଷ୍ଟିଜ ବା ଏସଏଫଜେ ଠାରୁ ସେଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କେହି ବଞ୍ଚାଇପାରିବେ ନାହିଁ। ଏହା ପୂର୍ବରୁ ପନୁ ଅନେକ ଥର ବି ଏମିତି ଧ-ମକ ପୂର୍ଣ ବାର୍ତା ପଠାଇଛି। ଆଉ ପନୁର କହିବା କଥା ବି ଏମିତିକି ସେଦିନ ସେ ରାଜନୈତିକ ହ-ତ୍ୟା କରିବାକୁ ବି ପୋଛାଇବ ନାହିଁ।

ଆଉ ଏମିତି କିଛି କଥା ପନୁ ଠାରୁ ଆସିବା ପରେ ଅଯୋଧ୍ୟାରେ ସୁର-କ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ କଡାକଡି କରାଯାଇଛି।ଏଠାରେ ଜଣେଇଦେବାକୁ ଚାହିଁବୁ ଦୁଇ ଦିନ ତଳେ ଅଯୋଧ୍ୟାରେ ୩ ଜଣ ସନ୍ଦି-ଗ୍ଧଙ୍କୁ ଅଟକ ରଖାଯାଇଥିଲା। ୩ ଜଣଙ୍କୁ ସ-ନ୍ଦେହ କରି ପୋ-ଲିସ ପଚ-ରାଉ-ଚରା କରାଯାଉଥିଲା। ଆଉ ଏବେ ପନୁର କହିବା କଥା ସେହି ଯୁବକ ମାନଙ୍କୁ ଗି-ରଫ କରାଯାଇଛି। ପନୁର କହିବା କଥା ସେମାନଙ୍କୁ ନିର୍ଯ୍ୟା-ତନା ଦିଆଯାଉଛି। ପନୁର କହିବା କଥା ସେମାନଙ୍କ ନାଁରେ ମି-ଛ ମାମ-ଲା କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇନାହିଁ ସେଦିନ ସେଇ ୩ ଜଣ ସ-ନ୍ଦିଗ୍ଧ କାହିଁକି ଅଯୋଧ୍ୟାକୁ ଆସିଥିଲେ।

ଏସବୁ ଭିତରେ ଯେତେବେଳେ ପୋ-ଲିସ ୩ ଜଣଙ୍କୁ ଅଟକ ରଖିଛି ଗି-ରଫ କରିଛି ପଚ-ରାଉ-ଚରା କରୁଛି ସେତେବେଳେ ଏସଏଫଜେ ବା ସିକ ଫର ଜଷ୍ଟିଜ ଠାରୁ ପନୁ ଏମିତି ଏକ ବାର୍ତା ପଠାଇଛି ଯାହାକୁ ଶୁଣି ସାରିବା ପରେ ସମସ୍ତେ ମୁଣ୍ଡରେ5 ହାତ ଦେଇଦେଇଛନ୍ତି। ଆଉ ସବୁଠି ବଡ଼ କଥା ହେଉଛି ଏହା ପୂର୍ବରୁ ବି ପନୁ ଥରେ ଦୁଇଥର ହ-ତ୍ୟା ଧ-ମକ ଦେଇଛି।

କିନ୍ତୁ ପନୁ କିଛି କରିପାରିବ ନାହିଁ ବୋଲି ମଧ୍ୟ ଏଠାରେ ସମସ୍ତେ କହୁଛନ୍ତି। ଆସନ୍ତା ୨୨ ତାରିଖରେ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ ସେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହ-ତ୍ୟା କରିବାର ଧ-ମକ ଦେଇଛି ଶିଖ ଫର ଜଷ୍ଟିଜ। ଆଉ ଏହାର ମୂଳ ଉଦେଶ୍ୟ ହେଉଛି ଯେତେବେଳେ ଅଯୋଧ୍ୟାରେ ବୁଲୁଥିବା ୩ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା ପୋ-ଲିସ। ପରବର୍ତୀ ସମୟରେ ତାଙ୍କୁ ଗି-ରଫ ମଧ୍ୟ କରିଛି। ସେମାନଙ୍କୁ କୁଆଡେ ନିର୍ଯ୍ୟା-ତନା ଦିଆଯାଉଛି ସେମାନଙ୍କ ନାଁରେ କୁଆଡେ ମି-ଛ ମାମ-ଲା କରିଛି ବୋଲି ପନୁ କହିଛି।

ଏସବୁର ଜବାବ ରଖିବା ପାଇଁ ପନୁ କୁଆଡେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହ-ତ୍ୟା କରିବ। ଠିକ ସେତିକିବେଳେ ଯେତେବେଳେ ପ୍ରଭୁ ରାମ ଲାଲାଙ୍କର ପ୍ରା-ଣ ପ୍ରତିଷ୍ଠା ହେଉଥିବ। ଆଉ ଏପଟେ ଯୋଗୀ ଆଦିତ୍ୟନାଥନଙ୍କୁ ମାରିବାର ଦୂରର କଥା ପାଖରେ ପହଁଚି ପାରିବା ବି ବେଶ କାଠିକର ପାଠ ବୋଲି ସମସ୍ତେ କହିଲେଣି।

Leave a Reply

Your email address will not be published. Required fields are marked *