କଇଁକଇଁ କାନ୍ଦୁଛି ମା…. ସବୁ କଷ୍ଟ ସହିଗଲା, ହେଲେ ସହି ପାରୁନି ଝିଅର ଯ-ନ୍ତ୍ରଣା…

ତେବେ ବନ୍ଧୁଗଣ ମଣିଷ ଜୀବନରେ ଦୁଃ-ଖ ପରେ ସୁଖ ଓ ସୁଖ ପରେ ଦୁଃ-ଖ ଲାଗି ରହିଥାଏ । ଏକଥା ଆପଣମାନେ ମଧ୍ୟ ଅଙ୍ଗେ ନି-ଭାଇ ଥିବେ ନିଶ୍ଚୟ । ଏହି ଉଭୟ ପ୍ରକ୍ରିୟା ଜୀବନରେ ଅନବରତ ଚାଲିଥିବାରୁ ଏହାକୁ ଆମକୁ ଜୀବନରେ ଗ୍ରହଣ କରି ଆଗକୁ ବଢିବା ପାଇଁ ପଡ଼ିଥାଏ ।

ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି ଦୁନିଆର ସେହି ଅଜିବ ବିଧାନକୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ । ତାକୁ ସ୍ଵୟଂ ଭଗବାନ ମଧ୍ୟ ବଦଳାଇ ପାରିବେ ନାହିଁ । ତେବେ ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃ-ଖ ଯ-ନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି ।

ଆମ ଚତୁପାର୍ଶ୍ଵରେ ଏମିତି କିଛି ଛାତି ଥରାଇ ଦେବା ଭଳି ଘ-ଟଣା ମାନ ଘଟିଯାଏ ଯାହା ସମସ୍ତଙ୍କୁ ଗଭୀର ଦୁଃ-ଖ ପହଞ୍ଚାଇ ଥାଏ । ତେବେ ନିକଟରେ ସେଭଳି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଯେଉଁଠି ଅର୍ଥ ସାଜିଛି ବାଧକ । ଝିଅ ପାଇଁ ହାତ ଯୋଡ଼ି ଗୁହାରି କରିବା ବ୍ୟତୀତ ଆଉ କିଛି ରାସ୍ତା ନାହିଁ । ଆଖି ସାମ୍ନାରେ ନିଜ ସନ୍ତାନ ଯନ୍ତ୍ରଣାରେ ଛଟପଟ ହେଉଛି ସେ ଦୃଶ୍ୟକୁ କେମିତି ବା ସହିପାରିବ ଜଣେ ମା’ ।

କଣ ଅଭାବୀ ପରିବାରରେ ଜନ୍ମ ନେବା ଭୁଲ୍ ? ଅଣ୍ଟିରେ ସେତିକି ସମ୍ବଳ ନାହିଁ ଯେ କୁନି ଝିଅର ବଡ଼ ମେଡିକାଲ୍ ରେ ଚିକିତ୍ସା କରେଇ ପାରିବେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡ଼ା ଗାଆଁର ଗାୟତ୍ରୀ ମଲ୍ଲିକ । ସ୍ଵାମୀ ନାରାୟଣ ମଲ୍ଲିକ । ତେଲ ଲୁଣର ସଂସାର ଭିତରେ ବଡ଼ ରୋଗରେ ଆକ୍ରାନ୍ତ ସାନ ଝିଅ । ଝିଅକୁ ସୁସ୍ଥ କରିବା ଲାଗି ବାର ଦୁଆର ହାତ ପତାଇ ଥକି ପଡ଼ିଲେଣି । ଦିନକୁ ଦିନ ଝିଅର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି।

ଡ଼ାକ୍ତର କହିଛନ୍ତି ଝିଅର ଅପରେସନ ହେବ ହେଲେ ଅପରେସନ ପାଇଁ ଏତେ ଟଙ୍କା ଯୋଗାଡ଼ କରିବେ ବା କେମିତି । ପଟ୍ଟାମୁଣ୍ଡାଇରୁ ଆରମ୍ଭ କରି କଟକ ଶିଶୁଭବନ କାଖରେ ଛୁଆକୁ ଧରି ଚାରିଆଡ଼େ ବୁଲି ଆସିଲେଣି ହେଲେ ଝିଅର ସ୍ବାସ୍ଥ୍ୟ ଅବସ୍ଥାରେ ଟିକିଏ ହେଲେ ପରିବର୍ତ୍ତନ ଆସୁନି ।

ଯନ୍ତ୍ର-ଣାରେ ଛଟପଟ ହେଉଛି କୁନି ଝିଅଟି । ଏହାକୁ ସହ୍ୟ କରିନପାରି ଶେଷରେ ବାଧ୍ୟ ହୋଇ ସରକାରଙ୍କୁ ଗୁହାରି ଜଣାଇଛନ୍ତି ବାପା ମା’ ଦୁହେଁ । ଗରିବ ମାନଙ୍କ ପାଇଁ ଅନେକ ଯୋଜନା ରହିଛି ସତ କିନ୍ତୁ ଏମାନଙ୍କ ପାଖରେ କୌଣସି ଭି ଯୋଜନା ପହଞ୍ଚି ପାରୁନାହିଁ । ତେବେ ଯଦି କେହି ସହୃଦୟ ବ୍ୟକ୍ତି ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ସହାୟତା ରାଶି ପ୍ରଦାନ କରିପାରିବେ ।

Leave a Reply

Your email address will not be published. Required fields are marked *