ଜଘ-ନ୍ୟ ହ-ତ୍ୟାକା-ଣ୍ଡର ସ୍ପଷ୍ଟ ଚିତ୍ର , ଦୁଇ ସ୍ତ-ନ କା-ଟି ଗୁପ୍ତା-ଙ୍ଗରେ କଲେ ….

ଜମି ଜମା ବିବା-ଦକୁ ନେଇ ଆଗରୁ ଅନେକ ଖବର ଆପଣଙ୍କ ସାମ୍ନାକୁ ଆସି ସାରିଥିବ , ଯେଉଁଠି ମଣିଷ ବାସ୍ ନିଜର କେଇଟା ସ୍ବାର୍ଥ ପାଇଁ ସବୁକିଛି ଭୁଲି ଯାଇଥାଏ ଆଉ ନିଜ ପାଇଁ କିଛି ବି କରି ନେଇଥାଏ । ନିଜ ଭାଇ ହୋଇ ଯାଇଥାଏ ପର ଆଉ ନିଜ ଭାଇ ହିଁ ନିଜ ଲୋକଙ୍କୁ ହ-ତ୍ୟା କରିବାକୁ ପଛାଏ ନାହିଁ । ଭାରତରେ ଏହାକୁ ନେଇ ଆଗରୁ ଅନେକ ହ-ତ୍ୟାକା-ଣ୍ଡ ଘଟି ଯାଇଛି । ନିଜ ଭାଇ ସାଜିଛି ଭଗାରୀ ଆଉ ସବୁକିଛି ଭୁଲି ଯାଇ ହୋଇ ଯାଇଛି ସ୍ବାର୍ଥ ପର । ତେବେ ପୁଣି ଥରେ ଦୋହରିଛି ଏହାର ଆଉ ଏକ କରୁଣ ଚିତ୍ର।

ଯାହା ବିଷୟରେ ଶୁଣିବା ପରେ ଆପଣ ବି ଛି ଛି କହିବାକୁ ଲାଗିବେ । କେଇଟା ଜମି ପାଇଁ ନିଜ ଭାଇଙ୍କୁ ହ-ତ୍ୟା କରିଥିଲେ ବ୍ୟକ୍ତି ଆଉ ପରେ ନିଜ ଭାଉଜଙ୍କୁ ମଧ୍ୟ ହ-ତ୍ୟା କରିବାକୁ ପଛାଇଲେ ନାହିଁ । ଆଉ କରିଲେ ଏପରି କାମ । ତେବେ ଆଜ୍ଞା ହଁ , ଆମେ କହୁଛୁ ବିହାର ଖାରକରିଆ ଗାଆଁରେ ଘଟିଥିବା ଏକ ନି-ର୍ମମ ହ-ତ୍ୟାକା-ଣ୍ଡ ବିଷୟରେ । ଯେଉଁଠି ଘଟିଛି ଏପରି ଏକ ହ-ତ୍ୟାକା-ଣ୍ଡ । ସୂଚନା ଅନୁଯାୟୀ , ସୁଲେଖା ଦେବୀ ନାମକ ଜଣେ ମହିଳାଙ୍କୁ ତାଙ୍କର ଜଣେ ନିଜ ସମ୍ପର୍କୀୟ କରିଛନ୍ତି ହ-ତ୍ୟା । ତେବେ କିଛି ବର୍ଷ ପୂର୍ବରୁ ସୁଲେଖା ଦେବୀଙ୍କ ସ୍ଵାମୀ ଆଉ ପାଖର ଜଣେ ଲୋକଙ୍କ ମଧ୍ୟରେ ଜମିକୁ ନେଇ ଦେଖା ଦେଇଥିଲା ବି-ବାଦ ।

ଆଉ ତାପରେ ସେମାନେ ଆସି ସୁଲେଖା ଦେବୀଙ୍କ ସ୍ଵାମୀ ଆଉ ତାଙ୍କ ଦିଅରଙ୍କୁ ହ-ତ୍ୟା କରି ଦେଇଥିଲେ । ଯାହାକୁ ନିଜ ଆଖିରେ ଦେଖିଥିଲେ ସୁଲେଖା ଦେବୀ । ଏହାପରେ ପୋ-ଲିସ ପାଖକୁ ଯାଇ ଅଭି-ଯୋଗ କରାଇ ଥିଲେ । ଯାହା ଆଧାରରେ ପୋ-ଲିସ ସେହି ହ-ତ୍ୟାକା-ରୀ ମାନଙ୍କୁ ଗି-ରଫ କରି ନେଇଥିଲା । ତେବେ ଏହାପରେ ଜେ-ଲରେ ସେହି ହ-ତ୍ୟାକା-ରୀ ମାନେ ସୁଲେଖା ଦେବୀଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରି ନେଇଥିଲେ । ଏପରିକି କିପରି ଏବଂ କେମିତି ହ-ତ୍ୟା କରିବେ ତାହା ଭାବି ନେଇଥିଲେ । ତେବେ ସେହି ଦିନ ଆସିଥିଲା , ଯେତେବେଳେ ସେମାନେ ଜେ-ଲରୁ ବାହାରି ଆସିଥିଲେ ।

ତେବେ ଦିନେ ସୁଲେଖା ଦେବୀ ନିଜ କାମ କରିବା ପାଇଁ ବିଲକୁ ଯାଇଥିଲେ । ଆଉ ସେଠାରେ ଏକୁଟିଆ ସୁଲେଖା ଦେବୀଙ୍କୁ ପାଇଁ ହ-ତ୍ୟାକା-ରୀ ମାନେ ତାଙ୍କୁ ହ-ତ୍ୟା କରିଥିଲେ । କେବଳ ଏତିକି ନୁହେଁ , ତାଙ୍କ ଦୁଇ ସ୍ତନକୁ କା-ଟି ଦେବା ସହିତ ଆଖି ଗୁଡ଼ିକୁ ଖୋଳି ପକାଇ ଥିଲେ ।ଆଉ ତାଙ୍କ ଯୌନା-ଙ୍ଗରେ ବାରମ୍ବାର ଛୁ-ରୀ ପୁରାଇ ବାହାର କରି ଦେଇଥିଲେ । ତେବେ ଯେତେବେଳେ ପରିବାର ଲୋକ ତାଙ୍କୁ ପାଇ ନଥିଲେ ଖୋଜି ଥିଲେ ଆଉ ଶେଷରେ ର-କ୍ତ ଯୁଡ଼ୁବୁଡୁ ଅବସ୍ଥାରେ ତାଙ୍କୁ ଉ-ଦ୍ଧାର କରା ଯାଇଥିଲା । ତେବେ ପୋ-ଲିସ ବର୍ତ୍ତମାନ ସେହି ହ-ତ୍ୟାକା-ରୀ ମାନଙ୍କୁ ଖୋଜିବା ପାଇଁ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *