ଶୋଇଥିଲେ ପରିବାର ଲୋକ, ପ୍ରଚଣ୍ଡ ଖରାରେ ଗଳିପଡ଼ିଲା ଛାତ। ଭାଙ୍ଗିଲା ଖଟ ଆଉ ପରିବାର ଲୋକ…।

ଶୋଇଥିଲେ ମହିଳା ପ୍ରଚଣ୍ଡ ଖରାରେ ଭୁଶୁଡ଼ିପଡିଗଲା ଛାତ। ଆଉ ଏଭଳି ଭୁଶୁଡ଼ିଛି ଆପଣ ମାନେ ଏହି ଫୋଟରେ ଦେଖି ଜାଣି ପାରୁଥିବେ। ଆଜ୍ଞା ହଁ ବନ୍ଧୁଗଣ ପୁଣି ଆଉ ଥରେ କଲବଲ ଆରମ୍ଭ କରିଦେଲାଣି ଖରା। ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳି। ଘରୁ ବାହାରକୁ ବାହାରିବାକୁ ଲୋକେ ଡ଼ରୁଥିବା ବେଳେ ଘର ଭିତରେ ବି ଲୋକଙ୍କ ଜୀବନ ପ୍ରତି ବିପଦ ସାଜିଛି ଏଇ ଖରା। ଆଉ ଏହାରି ଭିତରେ ଘଟିଯାଇଛି ଏକ ବଡ଼ ଅଘଟଣ।

ହଁ ଆଜ୍ଞା ମୁଣ୍ଡ ଫଟା ଖରାରେ ଭୁଶୁଡି ପଡିଛି ଘରର ଛାତ। ଭାଙ୍ଗିଲା ଛାତ ଆଉ ଘର ସାରା ବିଛିନ୍ନ ହୋଇ ପଡିରହିଛି ଛାତର ପ୍ଲାଷ୍ଟର ସିମେଣ୍ଟ। ଯାହାର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖି ପାରୁଥିବେ। ହଠାତ ଦାଉ ଦାଉ ଖରାରେ ଭୁଶୁଡି ପଡିଲା ଘରର ଛାତ। ଆଉ ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଦୌଡ଼ି ଆସିଲେ। ତେବେ ଏଇ ମହିଳା ଜଣକ ସୋଇଥିବା ବେଳେ ଏହାକୁ ଦେଖି କିଛି ବୁଝିପାରିଲେନି ଆଉ ଭୟଭୀତ ହୋଇ ଏଣେ ତେଣେ ଘୁରି ବୁଲୁଥିଲେ।

ଆଉ ଖରାର ମାତ୍ରା ଏତେ ଥିଲା ଯେ ଯେଉଁଥି ପାଇଁ ଆଜି ଘରର ଛାତରୁ ପ୍ଲାଷ୍ଟର ଭୁଶୁଡି ପଡିଛି। ଏଭଳି ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯିଏ ଏ ଘଟଣାକୁ ଦେଖିଲା ସେ ହୋଇଗଲା ଚକିତ। ତେବେ ଅସହ୍ୟ ଗରମ ଯୋଗୁ ଘରେ ଫ୍ୟାନ ଲଗାଇ ମହିଳା ଜଣକ ଶୋଇଥିଲେ। କିନ୍ତୁ ହଠାତ ଘରର ଛାତର ପ୍ଲାଷ୍ଟର ଭୁଶୁଡି ପଡିଲା। ଯାହା ଫଳରେ ମହିଳା ଶୋଇଥିବା ଖଟଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଆଉ ଘର ସାରା ବିଛିନ୍ନ ହୋଇପଡି ରହିଛି ସିମେଟ ଖଣ୍ଡ।

ପୁଣି ଆଉ ଥରେ ଅସହ୍ୟ କରି ଦେଲାଣି ଖରା। ଆଜିର ରିପୋର୍ଟ ଅନୁସାରେ ଦିନରେ ତାତି କମିପାରେ। ଲୋକଙ୍କୁ ମିଳିପାରେ ତାତିରୁ ଆସ୍ୱସ୍ତି। କିନ୍ତୁ ଯାଜପୁର ଜିଲ୍ଲାରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଆଜିର ତାପମାତ୍ରରେ ଘରର ଛାତ ଭୁଶୁଡି ପଡିଛି। ଗରମ ଯୋଗୁ ସିଲିଂ ଫେନ ଲଗାଇ ଘରେ ଶୋଇଥିଲେ ମହିଳା। ହଠାତ ଘଟିଗଲା ଏଭଳି ଏକ ଘଟଣା ଭଗବାନଙ୍କ କୃପାରୁ ଏତେ ବଡ଼ ବିପଦରୁ ବର୍ତୀ ଯାଇଛନ୍ତି ମହିଳା ଓ ତାଙ୍କ ପରିବାର ଲୋକେ।

Leave a Reply

Your email address will not be published. Required fields are marked *