ନାବାଳିକାଙ୍କୁ କିଡ-ନାପ କରି ମଥାରେ ଦେଲା ସିନ୍ଦୁର । ଆଉ ତାପରେ ୫ ଦିନ ଧରି କରି ଚାଲିଲା ଏଭଳି କାମ …….

ବର୍ତ୍ତମାନ ସମୟରେ ଏକ ଘ-ଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଘ-ଟଣା ଅନୁଯାୟୀ ମାର୍ଚ୍ଚ ୩୧ ସକାଳ ୧୦ଟା ସମୟରେ ନବମ ଶ୍ରେଣୀରେ ପଡ଼ୁଥିବା ଜଣେ ନାବା-ଳିକା ହଠାତ ଅପ-ହରଣ ହୋଇଥିଲେ ଏବଂ ତାଙ୍କ ସହ ପାଞ୍ଚ ଦିନ ଧରି କିଛି ଏଭଳି ଘ-ଟଣା ଘଟିଥିଲା ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଣ୍ଡରାପାଟିଆ ଅଞ୍ଚଳରୁ ଆସିଛି ।

କୌଣସି କାରଣ ବଶତଃ ନାବା-ଳିକା ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ବଜାର ପାଖ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରେ ଟିକିଏ ଡେରି ହେବାରୁ ପାଖରେ ଥିବା ମାମୁଁ ଘରକୁ ନାବା-ଳିକା ଜଣକ ଯାଉଥିଲେ । କିନ୍ତୁ ତାଙ୍କ ସହିତ ଏଭଳି କିଛି ଘ-ଟଣା ଘଟିଯିବ ବୋଲି ସେ ଜାଣି ନଥିଲେ । କଣ୍ଡରାପାଟିଆ ଗ୍ରାମର ବାବୁଲାଲ ପାଳ ସେହିଦିନ ଏକ ଗାଡ଼ି ଯୋଗେ ନାବା-ଳିକାଙ୍କୁ ଅପ-ହରଣ କରି ନେଇଥିଲେ ଏବଂ ନାବା-ଳିକା ପାଟି କରିବାରୁ ତାଙ୍କ ମୁହଁରେ କପଡ଼ା ଭିଡ଼ି ଦେଇଥିଲେ ।

ମାର୍ଚ୍ଚ ୩୧ ତାରିଖ ୧୦ ଟାରୁ ଏପ୍ରିଲ ୪ ତାରିଖ ସନ୍ଧ୍ୟା ଯାଏଁ ନାବା-ଳିକାଙ୍କ ପରିବାରରେ ଝିଅ ଚିନ୍ତାରେ ରହିଥିଲେ । ଏମିତିକି ପରିବାର ଲୋକେ ଜମ୍ବୁ ମେରାଇନ ଥା-ନାରେ ଝିଅର ନି-ଖୋଜ ହେବାକୁ ନେଇ ଅଭି-ଯୋଗ ମଧ୍ୟ କରିଥିଲେ । କିନ୍ତୁ ପୋଲିସ ଏହି ମାମ-ଲାରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଏହି ମାମ-ଲାରେ ମୁଣ୍ଡ ସୁଦ୍ଧା ପୁରେଇ ନଥିଲା । ସେତେ ପର୍ଯ୍ୟନ୍ତ ଝିଅବି ଘରକୁ ଫେରି ନଥିଲା ।

ଶେଷରେ ଏପ୍ରିଲ ୪ ତାରିଖ ସନ୍ଧ୍ୟାରେ ନାବା-ଳିକା ଜଣକ ଘରକୁ ଫେରି ଆସିଥିଲେ । ପାଞ୍ଚ ଦିନର ସଂ-ଘର୍ଷ ଏବଂ କଷ୍ଟର କାହାଣୀକୁ କା-ନ୍ଦି କା-ନ୍ଦି ନିଜ ପରିବାର ଆଗରେ କହିଥିଲେ ନାବା-ଳିକା । କିଭଳି ଭାବରେ ଉକ୍ତ ଅଭି-ଯୁକ୍ତ ଜଣକ ତାକୁ ମାର୍କେଟରୁ ଉଠାଇ ନେଇ ଚାରି ଦିନ କାଳ ଦୁ-ଷ୍କର୍ମ କରିଥିଲା ସେସବୁ ବିଷୟରେ ନାବା-ଳିକା ଜଣକ ମୁହଁ ଖୋଲିଛନ୍ତି ।

ତେବେ କହି ରଖିବୁ ଯେ ଏହି ମାମଲାରେ ଅଭି-ଯୁକ୍ତ ଯୁବକର କା-ଣ୍ଡ ଯେତିକି ନିନ୍ଦ-ନୀୟ ପୋ-ଲିସ ଉପରେ ଲାଗିଥିବା ଅଭି-ଯୋଗ ମଧ୍ୟ ସେତିକି ନିନ୍ଦନୀୟ । ନାବାଳିକାଙ୍କ କହିବା କଥା ଯେ ଯୁବକ ଜଣକ ତାଙ୍କୁ ଚାରି ଦିନରେ ଚାରୋଟି ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଦୁ-ଷ୍କର୍ମ କରିଥିଲେ । ତେବେ ନାବା-ଳିକାଙ୍କ କହିବା କଥା ଯେ ଏହି ମାମ-ଲାରେ ଯୁବକଙ୍କ ପରିବାର ଲୋକେ ଏବଂ ତାଙ୍କ ଗାଁ ଲୋକେ ମଧ୍ୟ ସାମିଲ ଅଛନ୍ତି ।

ତେବେ ଖାଲି ସେତିକି ନୁହେଁ ଏତେ ସବୁ କରିବା ପରେ ସେମାନେ ନାବା-ଳିକାଙ୍କୁ ଧ-ମକ ମଧ୍ୟ ଦେଇଥିଲେ ଯେ ଯଦି ନାବା-ଳିକା ଜଣକ ଏସବୁ କାଣ୍ଡ ବିଷୟରେ କାହାକୁ କହନ୍ତି ତେବେ ତାଙ୍କୁ ଜୀବନରୁ ମା-ରିଦେବେ । ତେବେ ଏନେଇ ଯୁବତୀ ନ୍ୟା-ୟ ପାଇଁ ଦାବି କରିଛନ୍ତି ଏବଂ ଯଦି ତାଙ୍କୁ ନ୍ୟା-ୟ ନମିଳେ ତେବେ ସେ ଜୀବନ ହାରିବେ ବୋଲି କହିଛନ୍ତି ।

ନାବା-ଳିକାଙ୍କ ମା’ କହିଛନ୍ତି ଯେ ତାଙ୍କ ଝିଅକୁ ଉକ୍ତ ଯୁବକ ଅପ-ହରଣ କରିନେଇ ପ୍ରଥମେ ଜୋ-ର ଜବ-ରଦସ୍ତ ମଥାରେ ସିନ୍ଦୁର ଦେଇଥିଲା ଏବଂ ତାପରେ ଜୋର ଜବ-ରଦସ୍ତ ତାଙ୍କ ସହିତ ଖରାପ ସ-ମ୍ପର୍କ ରଖିଥିଲା । ଦୁଇଦିନ ବାହାରେ ରଖିବା ପରେ ଯୁବକ ଜଣକ ନାବାଳିକାଙ୍କୁ ତାଙ୍କ ପିଉସୀ ଘରକୁ ନେଇଥିଲେ ଏବଂ ସେଠାରେ ନାବାଳିକାଙ୍କୁ ଧ-ମକ ଦେଇଥିଲେ । ଏହାପରେ ନାବା-ଳିକାଙ୍କୁ ତାଙ୍କ ଗାଁ ରେ ଛାଡ଼ି ଦେଇ ଯାଇଥିଲା ।

ପୋଲିସ ସବୁ ଜାଣିବି ସୁଦ୍ଧା ଚୁପ । ଓଲଟି ଥା-ନାରେ କହୁଛନ୍ତି ଝିଅ ଫେରି ଆସିଲା ତେଣୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ । ତେବେ ଏହାକୁ ନେଇ ନାବା-ଳିକାଙ୍କ ମା’ ଉକ୍ତ ଯୁବକ ସମେତ ପରିବାର ଲୋକ ଏବଂ ତାଙ୍କ ଗ୍ରାମରୁ ମାମ-ଲାରେ ସାମିଲ ଥିବା କିଛି ଲୋକଙ୍କୁ ଦ-ଣ୍ଡ ଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *