ଅଯୋଧ୍ୟାରେ ଭାଇ ଲକ୍ଷ୍ମଣଙ୍କ କାନ ଧରି ସାବାଡ଼ କଲେ ଶ୍ରୀରାମ । ହାତ ଯୋଡ଼ି ଭୁଲ ମାଗିଲେ ଭାଇ ଲକ୍ଷ୍ମଣ । ଆଉ ତାପରେ………

ହଠାତ ସାନ ଭାଇ ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ । ଭୟରେ ହାତ ଯୋଡି ଭୁଲ ମାଗିଲେ ଲକ୍ଷ୍ମଣ । କହିଲେ ଭାଇ ମୋର ଭୁଲ ହେଇଯାଇଛି ମୋତେ କ୍ଷମା କରିଦିଅ । ମୁଁ ଆଉ ଏମିତି ଭୁଲ କେବେ କରିବିନି । ଆଉ ହସି ହସି କ୍ଷମା କରିଦେଲେ ପ୍ରଭୁ ଶ୍ରୀରାମ । ଆଜ୍ଞା ହଁ ଅଯୋଧ୍ୟାରେ ପୁଣିଥରେ ଦେଖିବାକୁ ମିଳିଛି ରାମାୟଣର ଝଲକ । ରାମାୟଣରେ ଯେମିତି ରାମ ଆଉ ଲକ୍ଷ୍ମଣଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳିଥିଲା । ଠିକ ସେମିତି ପ୍ରେମ ଅଯୋଧ୍ୟା ନଗରୀରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଅଯୋଧ୍ୟା ନଗରୀ ପ୍ରଫୁଲ୍ଲିତ ହୋଇ ଉଠିଛି । ସେହି ପୁରୁଣାରାମାୟଣ ଧାରାବାହିକ ହୁଏତ ଅଭିନୟ ଥିଲା କିନ୍ତୁ ବର୍ତ୍ତମାନ ବି ଲୋକେ ରାମ ଲକ୍ଷ୍ମଣ ଏବଂ ମାତା ସୀତାଙ୍କୁ ସାକ୍ଷାତ ଭଗବାନ ବୋଲି ମାନି ନେଇ ଆସିଛନ୍ତି ।

ଆଉ ବର୍ତ୍ତମାନ ମଧ୍ୟ ଅଯୋଧ୍ୟାରେ ରାମ ଆଉ ଲକ୍ଷ୍ମଣଙ୍କ ଭିତରେ ସେହି ବାସ୍ତବ ପ୍ରେମ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ବର୍ତ୍ତମାନ ସବୁଠି ଭାଇରଲ ହେଉଛି । ଯାହାକୁ ଦେଖି ଲୋକେ ବେଶ ଖୁସି ହେଉଛନ୍ତି । ଅଯୋଧ୍ୟାରେ ସ୍ବୟଂ ରାମ , ସୀତା ଏବଂ ଲକ୍ଷ୍ମଣ । କହି ରଖିବୁ ଯେ ଟିଭିରେ ପ୍ରସାରିତ ହେଉଥିବା ରାମାୟଣ ଧାରା ବାହିକରେ ରହିଛନ୍ତି ଏହି ରାମ ଲକ୍ଷ୍ମଣ ଏବଂ ସୀତା ।

ପ୍ରଭୁ ରାମଚନ୍ଦ୍ର ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ସ୍ବୟଂ ଅବତାର କହିଲେ ଚଳେ । ଆଉ ବର୍ତ୍ତମାନ ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ରାମ ସୀତାଙ୍କ ସହିତ ଲକ୍ଷ୍ମଣ ଆସିବା ପରେ ଲୋକେ ଖୁବ ଖୁସି ହୋଇଛନ୍ତି । ଲକ୍ଷ୍ମଣଙ୍କ କାନ ଧରିଛନ୍ତି ଶ୍ରୀରାମ । ଲକ୍ଷ୍ମଣଙ୍କ କାନ ଧରି ସାବାଡ଼ କରିଛନ୍ତି । ଲକ୍ଷ୍ମଣଙ୍କ ଭୁଲ ପାଇଁ କ୍ଷେମା ମାଗିଛନ୍ତି ଏବଂ କହିଛନ୍ତି ଭାଇ ମୋର ଭୁଲ ହୋଇ ଯାଇଛି ।

ପ୍ରଭୁ ଶ୍ରୀରାମ ମଧ୍ୟ କ୍ଷମା କରି ଦେଇଛନ୍ତି । ଯାହାକୁ ଦେଖି ଭକ୍ତ ମାନେ ବେଶ ଖୁସି ହୋଇଛନ୍ତି । ଶହ ଶହ ଭକ୍ତ ରାମାୟଣରେ ରାମଙ୍କୁ ଦେଖି ଭକ୍ତଙ୍କ ଭିଡ଼ ଲାଗିଛି । ପ୍ରଭୁ ଶ୍ରୀରାମ ରତ୍ନ ଉପରେ ବିରାଜ କରି ଫେରୁଛନ୍ତି ଅରୁଣ କଭିଲ ଏବଂ ସୁନୀଲ କପୁର । ସବୁଠାରୁ ବଡ କଥା ହେଲା ସବୁ କାର୍ଯ୍ୟ ଏକ ଯୁଦ୍ଧ ଭଳି ଚାଲିଛି । ତେବେ ଭଗବାନଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷେ ଭକ୍ତଙ୍କ ସୁଅ ଛୁଟିଛି । ତାହାରି ମଧ୍ୟରେ ସମସ୍ତଙ୍କ ମନରେ ବାସ୍ତବ ରାମ ସୀତା ଏବଂ ଲକ୍ଷ୍ମଣର ଛାପ ଛାଡ଼ିଥିବା ଏହି ଦୁଇ କଳାକାର ମଧ୍ୟ ରାମଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି । ଯାହାକୁ ଦେଖି ସମସ୍ତେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *