ଟୁଟୁ ନାୟକ ଗି-ରଫ ହେବାକୁ ନେଇ ଏମିତି କହିଲେ ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀ । କହିଲେ ଜେ-ଲରୁ ଫେରି 354 ଆଇପିସି ……..

କହିରଖିବୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅଲିଉଡ଼ରେ ବି-ବାଦ ଲାଗି ରହିଥିଲା ଏବଂ ଏହାକୁ ନେଇ ଅନେକ ନିର୍ଦେଶକ ଏବଂ ପ୍ରଯୋଜକ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଇ ଆସୁଥିଲେ । କିନ୍ତୁ ବର୍ତ୍ତମାନ ପୁରା ଚର୍ଚ୍ଚା ଟୁଟୁ ନାୟକଙ୍କୁ ନେଇ ହେଉଛି ଯାହାଙ୍କୁ ଜଣେ ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମା-ରିବା ଅଭି-ଯୋଗରେ ଗି-ରଫ କରାଯାଇ ସାରିଛି ।

ଆଉ ଏହି ମାମ-ଲାକୁ ନେଇ ସବୁଠି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମାମ-ଲା ଉପରେ ଯେତେବେଳେ ଆଇ-ନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କୁ ପ୍ରଶ୍ନ କରାଯାଇଥିଲା ସେ ସୁପ୍ରିମକୋର୍ଟ ଲୋ ଏବଂ ଏଠାରେ କାହାର ଭୁଲ ରହିଛି ସେସବୁ ଉପରୁ ପରଦା ଉଠାଇଛନ୍ତି ।ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ କହିବା କଥା ଯେ ଟୁଟୁ ନାୟକଙ୍କର ଏଭଳି ଅବସ୍ଥା ପାଇଁ ଦାୟୀ ସେ ନିଜେ ।

ତାଙ୍କର ଈଗୋ ଏବଂ ଅଭରକଫିଡେନ୍ସ ପାଇଁ ହିଁ ଆଜି ସେ ଏଭଳି ଗୋଟିଏ ପରିସ୍ଥିତିରେ ପଡ଼ିଛନ୍ତି । କିନ୍ତୁ ଏଠାରେ ପୋ-ଲିସ ତାଙ୍କୁ ସିଧାସଳଖ ଗି-ରଫ କରିବା ଠିକ ହୋଇନାହିଁ ବୋଲି କହିଛନ୍ତି ଆଇ-ନଜୀବୀ । କାରଣ ଜଣେ ମହିଳାଙ୍କୁ ଅସଦାଚରଣ ପାଇଁ ତାଙ୍କ ଉପରେ ଲାଗିଥିବା ଆଇପିସି ଧାରା ୩୫୪ , ୩୨୩ , ୩୯୫ ଅନୁଯାୟୀ ଜେ-ଲ ଦ-ଣ୍ଡ ୨ ବର୍ଷ ଯାହାକି ୭ ବର୍ଷରୁ କମ । ଯଦି ୭ ବର୍ଷର ଜେ-ଲ ଦ-ଣ୍ଡ ଭଳି ଆଇପିସି ଧାରା ଲାଗିଥାନ୍ତା ତେବେ ତାଙ୍କୁ ପୋ-ଲିସ ସିଧାସଳଖ ଗି-ରଫ କରି ପାରିଥାନ୍ତା ।

ଆଉ ଏଠାରେ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ଯେ ଏଠାରେ ସେ ଜଣେ ସାମ୍ବାଦିକା ବୋଲି ଯେ ପୋ-ଲିସ ତାଙ୍କୁ ଗି-ରଫ କଲା ତାହା ନୁହେଁ । ସର୍ବପ୍ରଥମେ ସେ ଜଣେ ମହିଳା । ଆଉ ଏହି ଘଟ-ଣାର ପ୍ରମାଣ ସ୍ୱରୂପ ସମ୍ପୂର୍ଣ୍ଣ ସିସିଟିଭି ଫୋଟେଜ ମଧ୍ୟ ରହିଛି । ଯେଉଁଠି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ଯେତେବେଳେ ମହିଳା ସାମ୍ବାଦିକା ଦେବସ୍ମିତା ଛିଡ଼ା ହୋଇଥିଲା ହୋଇଛନ୍ତି ଏବଂ ପଛପଟୁ ଟୁଟୁ ନାୟକ ଆସିବା ପରେ ଦେହରେ ଭାଜି ବୁମ ତଳେ ପଡ଼ି ଯାଉଛି ।

ଆଉ ଏଠାରେ ବ୍ୟୋମକେଶଙ୍କ କହିବା କଥା ଯେ ଏଠାରେ ଯଦି ଟୁଟୁ ନାୟକ ତାଙ୍କୁ ଭୁଲ ମାଗି ନେଇଥାନ୍ତେ ତେବେ ଏତେ ବଡ଼ କଥା ହୋଇ ନଥାନ୍ତା । କାରଣ ପ୍ରତ୍ୟେକ ମନୁଷ୍ୟର ଇଗୋ ରହିଥାଏ । ଏଠାରେ ଯଦି ଟୁଟୁ ନାୟକ ତାଙ୍କୁ ଭୁଲ ମାଗି ନେଇଥାନ୍ତେ ତେବେ ହୁଏତ ଆଜି ତାଙ୍କୁ ଗି-ରଫ କରାଯାଇ ନଥାନ୍ତା ।

Leave a Reply

Your email address will not be published. Required fields are marked *