ଲିଭ ଇନରେ ରହିବା ଖରାପ ନୁହେଁ କିମ୍ବା ଲଭ ମଧ୍ୟ ଖରାପ ନୁହେଁ , ଦିଲ୍ଲୀର ହ-ତ୍ୟାକା-ଣ୍ଡ ଉପରେ କହିଲେ ଯୁବତୀ

ବର୍ତ୍ତମାନ ସମୟରେ ଦିଲ୍ଲୀର ମାମ-ଲାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସବୁଠି ଯୁବକ ଯୁବତୀ ଏବଂ ବୟସ୍କ ମାନେ ମଧ୍ୟ ଏହି ମାମ-ଲା ଉପରେ ନିଜର ମତ ଦେଉଛନ୍ତି । ଅନେକ ଲୋକ ଏହି ମାମ-ଲା ଉପରେ ଉତ୍କ୍ଷିପ ହୋଇ ମତ ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଜରିଆରେ ଜଣେ ଯୁବତୀ ଲିଭଇନ ରିଲେ-ଶନଶିପ ଏବଂ ଲଭ ବିଷୟରେ ନିଜର ମତ ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଯୁବତୀଙ୍କ ମନ୍ତବ୍ୟକୁ କେହି କେହି ସପୋର୍ଟ କରୁଥିବା ବେଳେ ଆଉ କିଛି ଲୋକ ତୀବ୍ର ସମାଲୋଚନା କରୁଛନ୍ତି ।

ଯୁବତୀଙ୍କ କହିବା କଥା ଯେ ଆଜିକାଲି ପ୍ରେମ ଭଳି ଶବ୍ଦ କଳ-ଙ୍କିତ ହୋଇ ଗଲାଣି । ତାଙ୍କ ମାନିବା କଥା ଯେ ଆଜିକାଲି ଲିଭ ଇନ ରେ ଅନେକ ଲୋକ ରହୁଛନ୍ତି । ଯାହା କହିବାକୁ ଗଲେ ଭୁଲ ନୁହେଁ । କାରଣ କିଛି ଲୋକ ଲାଇଫ ପାର୍ଟନର ବାଛିବା ସମୟରେ ଏପରି ଲିଭ ଇନରେ ରହିବାକୁ ପସନ୍ଦ କରନ୍ତି । ଯାହାଦ୍ୱାରା ସେମାନେ ନିଜର ପରଫେକ୍ଟ ଲାଇଫ ପାର୍ଟନର ବାଛି ପାରିବେ । ମାତ୍ର ବର୍ତ୍ତମାନ ସମୟରେ ଏସବୁକୁ ଅଲଗା ଦିଗରେ ନିଆ ଯାଉଛି । ଯାହାଦ୍ୱାରା ହ-ତ୍ୟାକା-ଣ୍ଡ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ତେଣୁ ଏସବୁକୁ ବନ୍ଦ କରିବା ଭଳି ନିଷ୍ପତ୍ତି ନେବା ମଧ୍ୟ ଠିକ ହେବନି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିକାଲି ପ୍ରେମ ମାନେ ହିଁ ଶାରୀ-ରିକ ସ-ମ୍ପର୍କ ବୋଲି ବୁଝୁଛନ୍ତି ଯୁବ ସମାଜ । ପ୍ରେମ ଅର୍ଥ ନୁହେଁ ଯେ ଲିଭ ଇନରେ ରହିବା କିମ୍ବା ଶାରୀ-ରିକ ସମ୍ପ-ର୍କ । ତଥାପି ଯଦି ଲୋକେ ଯୁଗ ଅନୁଯାୟୀ ଏହାକୁ ଗ୍ରହଣ କରୁଛନ୍ତି ତେବେ କିଛି ଭୁଲ ନାହିଁ । ମାତ୍ର ଏସବୁ କାମରେ ଏତେ ଆଗକୁ ଯିବା ଉଚିତ ନୁହେଁ , ଯେଉଁ ସ୍ଥାନରୁ କି ଆଉ ଫେରି ହେବ ନାହିଁ । କାରଣ ବର୍ତ୍ତମାନ ସମୟରେ ଲଭ ସେ-କ୍ସ ଧୋ-କା ସମ୍ବନ୍ଧୀୟ ମାମ-ଲା ଅନେକ ବଢିଯାଇଛ । ସୋସିଆଲ ମିଡ଼ିଆ କିମ୍ବା ଖବରକାଗଜରୁ ଏପରି ଘ-ଟଣା ନିଶ୍ଚୟ ଶୁଣିବାକୁ ମିଳୁଛି ।

ତେଣୁ ଯୁବ ସମାଜ ଏପରି ସମୟରେ ପ୍ରେମକୁ ଅଧିକ ଗୁରୁତ୍ଵ ନଦେଇ ପ୍ରଥମେ ନିଜ ବାପା ମାଙ୍କୁ ଧ୍ୟାନ ଦେଇ କ୍ୟାରିଅର ଗଢ଼ିବା ଉଚିତ । ଯାହାଦ୍ୱାରା କ୍ୟାରିଅର ବି ଭଲ ହେବ ଏବଂ ସମୟ ଆସିଲେ ବାପା ମା’ ଙ୍କ ଇଚ୍ଛା ଅନୁଯାୟୀ ହିଁ ବିବାହ କରିବାକୁ କହିଛନ୍ତି । ତେବେ ଗଣମାଧ୍ୟମରେ ଯୁବତୀଙ୍କ ଏପରି ମନ୍ତବ୍ୟ ପରେ ଅନେକ ଲୋକ ପ୍ରତି-କ୍ରିୟା ଦେଇଛନ୍ତି ।କେହି କେହି ଏହା କହୁଛନ୍ତି ଯେ ପ୍ରେମ ପରେ ଶାରି-ରୀକ ସମ୍ପ-ର୍କ ରଖିବା କିଛି ମାତ୍ରାରେ ଠିକ । ଆଉ କେହି କେହି ହିନ୍ଦୁ ଧର୍ମ ଅନୁଯାୟୀ ଲିଭ ଇନ ରିଲେ-ଶନଶିପ ବୈଧ ନୁହେଁ ବୋଲି ମତ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *