ଜାତି ସାଜିଲା ପ୍ରେମରେ ବାଧକ , ବାଧ୍ୟ ହୋଇ ପ୍ରେମିକ ଏବଂ ପ୍ରେମିକା ନେଲେ ଏଭଳି ନିଷ୍ପତ୍ତି , ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରେମ ପାଇଁ ସବୁ ନାଟ , ଏ ଦୁନିଆଁରେ ପ୍ରେମ ପାଇଁ ଆଜିକାର ଝିଅ ପୁଅ ମାନେ କଣ ଯେ ନ କରୁଛନ୍ତି । ପ୍ରତିଦିନ ଖବରକାଗଜର ଗୋଟିଏ ଖବର ନିଶ୍ଚିତ ଭାବରେ ପ୍ରେମ ସମ୍ବନ୍ଧୀୟ ହୋଇଥାଏ । ତେବେ ଆମେ ଶୁଣିବାକୁ ପାଇବା ଯେ , କେଉଁଠି ପ୍ରେମରେ ଧୋ-କା ଖାଇ ପ୍ରେମିକ ପାଇଁ ପ୍ରେମିକା ଆ-ତ୍ମହ-ତ୍ୟା କରୁଛି ତ ଆଉ କେଉଁଠି ପ୍ରେମିକା ପାଇଁ ପ୍ରେମିକ ଆଉ କେଉଁଠି ପ୍ରେମକୁ ଘରେ ସ୍ୱୀ-କାର ନ କରିବା କାରଣରୁ ଦୁହେଁ ପ୍ରେମୀଯୁଗଳ ଆ-ତ୍ମହ-ତ୍ୟା କରି ଦେଉଛନ୍ତି । ତେବେ ଏଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଅଛି । ଯେଉଁଥିରେ ପ୍ରେମରେ ବି-ଫ-ଳ ହେବା ପରେ ପ୍ରେମିକ ଏବଂ ପ୍ରେମିକା ଉଭୟ ଆ-ତ୍ମହ-ତ୍ୟା କରି ଦେଇଛନ୍ତି ।

ପ୍ରେମ ପାଇଁ ଏତେ ସ୍ବପ୍ନ ଦେଖୁଥିବା ପ୍ରେମୀ ଯୁଗଳଙ୍କର ଜୀବନ ଦୀପ ଅଧାରେ ଅଟକି ଯାଇଛି । ତେବେ ଏହାର ଗୋଟିଏ ମୁଖ୍ୟ କାରଣ ହେଉଛି ଜାତି । ଜାତି ପାଇଁ ଆଜି ପ୍ରେମୀଯୁଗଳ ଏ ଦୁନିଆଁରୁ ବିଦାୟ ନେଇ ଯାଇଛନ୍ତି । ପ୍ରଥମେ ପ୍ରେମିକ ଆଉ ତାର ଚାରି ଦିନ ପରେ ପ୍ରେମିକା ହାରିଦେଲେ ଜୀବନ , ନେଇଗଲେ ଏଭଳି ଏକ ଚରମ ନିଷ୍ପତ୍ତି ଯାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ତେବେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଅଞ୍ଚଳରୁ ଏଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଅଛି । ଏହି ଅଞ୍ଚଳର ଜଣେ ପୁଅ ଝିଅ ପରସ୍ପରକୁ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ । କିନ୍ତୁ ପ୍ରେମରେ ବାଧକ ସାଜିଥିଲା ଜାତି । ଜାତି କାରଣରୁ ଘର ଲୋକେ ରାଜି ହୋଇନଥିଲେ ଆଉ ଯେଉଁଥିପାଇଁ ଦୁହେଁ ଏକ ଚରମ ନିଷ୍ପତ୍ତି ନେଇ ଯାଇଥିଲେ ଆଉ ତାହା ହେଉଛି ଆ-ତ୍ମହ-ତ୍ୟା ।

ତେବେ ସୂଚନା ଅନୁଯାୟୀ , ପ୍ରଥମେ ପ୍ରେମିକ ବି-ଷ ପିଇ ଦେଇଥିଲେ ଆଉ ତାର ଚାରିଦିନ ପରେ ପ୍ରେମିକା ଫା-ଶୀ ହୋଇ ଯାଇଥିଲେ । ବିଶେଷ ସୂତ୍ରରୁ ଜଣାପଡ଼ିଛି କି , ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତାର ଜଣେ ଯୁବକ ବାଲିପାଟଣା ଥା-ନା ଅଞ୍ଚଳର ଜଣେ ଯୁବତୀଙ୍କୁ ବହୁତ ଭଲ ପାଉଥିଲେ । ଆଉ ଦୁହେଁ ବିବାହ କରିବାର ମଧ୍ୟ ସ୍ବପ୍ନ ଦେଖିଥିଲେ । ସାତ ଜନ୍ମର ସାଥି ହେବା ପାଇଁ ଦୁହେଁ ଶ-ପଥ ମଧ୍ୟ ନେଇଥିଲେ । କିନ୍ତୁ ପରିବାର ଲୋକେ ଏକଥା ଜାଣିବା ପରେ ରାଜି ହୋଇନଥିଲେ । କାରଣ ଦୁହିଁଙ୍କର ପ୍ରେମ ମଧ୍ୟରେ ପ୍ରତିବନ୍ଧକ ସାଜିଥିଲା ଜାତି । ଆଉ ପ୍ରେମିକାର ପରିବାର ସେମାନଙ୍କ ଇଚ୍ଛା ଅନୁଯାୟୀ ଝିଅକୁ ବିବାହ କରିବାକୁ କହିଥିଲେ ।

ତେବେ ଏଭଳି ପରିସ୍ଥିତିରେ ପ୍ରେମିକ ନିଜ ପ୍ରେମିକାଙ୍କୁ ନିଜ ସାଥିରେ ଚାଲି ଆସିବା ପାଇଁ କହିଥିଲେ ଆଉ ପ୍ରେମିକା ମଧ୍ୟ ରାଜି ହୋଇ ଯାଇଥିଲେ ଆଉ ମାଗିଥିଲେ କିଛି ଦିନର ସମୟ କାଳେ ତାଙ୍କ ପରିବାର ଲୋକ ରାଜି ହୋଇଯିବେ । କିନ୍ତୁ ପ୍ରେମିକ ମ୍ରି-ୟମା-ଣ ହୋଇ ପଡ଼ିଥିଲେ ଆଉ ପିଇ ଦେଇଥିଲେ କୀ-ଟନା-ଶକ ଔଷଧ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିବାରୁ ସେ ନିଜ ଜୀବନ ହ-ରା-ଇ ଦେଇଥିଲେ । ଏପଟେ ପ୍ରେମିକକୁ ଝୁରି ଝୁରି ୪ ଦିନ ପରେ ନିଜେ ଫା-ଶୀ ଲଗାଇ ଦେଇଥିଲେ ଆଉ ହାରି ଦେଇଥିଲେ ନିଜର ଜୀବନ।

Leave a Reply

Your email address will not be published. Required fields are marked *