ଘରକୁ ଆଣନ୍ତୁ ୨୦୦୦ ଟଙ୍କିଆ ରିମୋଟ ଫ୍ୟାନ , ଶୀତଳ ପବନ ସହ ଅତ୍ୟନ୍ତ ଗରମରୁ ପାଇବେ ମୁକ୍ତି:-

ଗ୍ରୀଷ୍ମ ଋତୁ ଆସିଛି । ଅନଲାଇନ୍ ଏପରି ଅନେକ ଜିନିଷ ଅଛି, ଯାହାଦ୍ଵାରା ଆମେ ଗରମରୁ ମୁକ୍ତି ପାଇପାରିବା । ତେବେ ଆମେ ଆପଣଙ୍କୁ ରିମୋଟ ସାହାର୍ଯ୍ୟରେ ଚାଲୁଥିବା ସିଲିଂ ଫ୍ୟାନ ଉପରେ ଉପଲବ୍ଧ ଅଫର ବିଷୟରେ କହିବାକୁ ଯାଉଛୁ ।

ଲଙ୍ଗୱେ କ୍ରେଟା P1 1200mm ରୀମୋଟ କଣ୍ଟ୍ରୋଲ ସିଲିଂ ଫ୍ୟାନ:-

ଏହି ସିଲିଂ ଫ୍ୟାନରେ 1200mm ର ତିନୋଟି ବ୍ଲେଡ୍ ଲାଗିଥାଏ ଏବଂ ଆପଣଙ୍କୁ ତିନୋଟି ସ୍ପିଡ୍ ସେଟିଙ୍ଗ୍ ମିଳିଥାଏ । ଏହି ଫ୍ୟାନ 3,781 ଟଙ୍କା ବଦଳରେ 1,999 ଟଙ୍କାରେ କିଣାଯାଇପାରିବ । ଯଦି ଆପଣ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ 100 ଟଙ୍କା ରିହାତି ମିଳିବ ।

ଷ୍ଟାରଡ଼ମ୍ Dee Cee ୱାୟାରଲେସ ରୀମୋଟ କଣ୍ଟ୍ରୋଲ ସିଲିଂ ଫ୍ୟାନ:-

ଏହି ୱାୟାରଲେସ ରିମୋଟ-କଣ୍ଟ୍ରୋଲ ସିଲିଂ ଫ୍ୟାନ୍ 600mm ବିଶିଷ୍ଟ 4 ଟି ବ୍ଲେଡ୍ ସହିତ ଆସିଥାଏ ଏବଂ ଏହା ଫ୍ଲିପକାର୍ଟରେ 2,499 ଟଙ୍କା ବଦଳରେ 1,869 ଟଙ୍କାରେ ବିକ୍ରି ହେଉଛି । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣ 102 ଟଙ୍କା ସଞ୍ଚୟ କରିପାରିବେ ।

ଜନସ୍ କ୍ରିଷ୍ଟାଲ୍ P1 1200 mm ରିମୋଟ-କଣ୍ଟ୍ରୋଲ ସିଲିଂ ଫ୍ୟାନ୍:-

1,200mmର ତିନୋଟି ବ୍ଲେଡ୍ ବିଶିଷ୍ଟ ଏହି ସିଲିଂ ଫ୍ୟାନ୍ ରୀମୋଟ ସାହାଯ୍ୟରେ ନିୟନ୍ତ୍ରିତ ହୋଇପାରିବ । ଆପଣ ଏହାକୁ ଫ୍ଲିପକାର୍ଟରୁ 3,782 ଟଙ୍କା ବଦଳରେ 1,999 ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ଯବହାର କରି ଆପଣ 100 ଟଙ୍କା ସଞ୍ଚୟ କରିପାରିବେ ।

ଜନସ୍ Excel-1 P1 600 mm ରିମୋଟ୍ କଣ୍ଟ୍ରୋଲ୍ ସିଲିଂ ଫ୍ୟାନ:-

ଏହି 600mm ଚାରି-ବ୍ଲେଡ୍ ବିଶିଷ୍ଟ ରିମୋଟ୍ କଣ୍ଟ୍ରୋଲ୍ ସିଲିଂ ଫ୍ୟାନ୍ 50W ବିଦ୍ୟୁତ୍ ବ୍ୟବହାର କରେ ଏବଂ ଆପଣ ଏହାକୁ ଫ୍ଲିପକାର୍ଟରେ 3,999 ଟଙ୍କା ବଦଳରେ 1,999 ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ଆପଣ ଅଧିକ 100 ଟଙ୍କା ସଞ୍ଚୟ କରିପାରିବେ ।

ମାକ୍ସୋଟେକ୍ ଡେକୋ ଅଲଟ୍ରା ହାଇ ସ୍ପିଡ ରିମୋଟ୍ କଣ୍ଟ୍ରୋଲ୍ ସିଲିଂ ଫ୍ୟାନ:-

3,790 ଟଙ୍କା ମୂଲ୍ୟ ବିଶିଷ୍ଟ ଏହି ରିମୋଟ କଣ୍ଟ୍ରୋଲ ସିଲିଂ ଫ୍ୟାନ୍ ଫ୍ଲିପକାର୍ଟରେ 1,899 ଟଙ୍କାରେ ମିଳୁଛି । ଏଥିରେ ଆପଣ 4ଟି ଆଣ୍ଟି-ଡଷ୍ଟ 600mm ବିଶିଷ୍ଟ ବ୍ଲେଡ୍ ମଧ୍ୟ ପାଇବେ । ତେବେ ଯଦି ଆପଣ ଏହା ଉପରେ ଆହୁରି 100 ଟଙ୍କା ରିହାତି ଚାହୁଁଛନ୍ତି, ତେବେ ଆପଣ ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ ।

Leave a Reply

Your email address will not be published. Required fields are marked *