ଅଧ୍ୟାପକ ଝିଅଙ୍କ ଅଯୋଗ୍ୟ କାର୍ଯ୍ୟ ମାକୁ କ୍ୟା-ନ୍ସର ହୋଇଛି କହି ଟଙ୍କା ଧାର ନେଇ ହୋଟେଲରେ କରୁଛନ୍ତି ଅଏସ।

ଏମିତି ଝିଅ ସାରା ବିଶ୍ୱରେ ବୋଧେ ହୁଏ ବିରଳ।ଟଙ୍କା ଲୁ-ଟିବା ପାଇଁ କିଏ କେତେ ବାଟ ବାହାର କରୁଥିବା ବେଳେ ମାଙ୍କ ଯୋଗ୍ୟ ଝିଅର ଅଯୋଗ୍ୟ କା-ଣ୍ଡ କାର-ନାମା ଶୁଣିଲେ କାନ ମୁଣ୍ଡ ଏକ ଦମ ଝାଇଁ ଝାଇଁ ହୋଇଯିବ। ହଁ ଆଜ୍ଞା ମାଙ୍କୁ କ୍ୟା-ନ୍ସର ହୋଇଛି କହି ଝିଅ ଆଣୁଥିଲେ ଟଙ୍କା ଧାର ଆଉ ତା ପରେ ସେହି ଟଙ୍କାରେ ହୋଟେଲ ଯାଇ ବିତାଉଥିଲେ ଲଗଜୁରିଏସ ଲାଇଫ।

ଆଉ ଧାର ଟଙ୍କା ମାଗିଲେ ଦେଖାନ୍ତି ନାଲି ଆଖି। ପୋ-ଲିସ କୁଆଡେ ତାଙ୍କର ଚିହ୍ନା ବୋଲି କହି ଲୋକଙ୍କୁ କରନ୍ତି ଭ-ୟଭୀ-ତ। ତାଙ୍କ ନାମରେ ଅଭି-ଯୋଗ କଲେ କିଛି ତାଙ୍କର ଅସୁବିଧା ହୋଇଯିବ ନାହିଁ ବୋଲି ସେ ସିଧା ସିଧା କୁହନ୍ତି। ବର୍ତ୍ତମାନ ସମୟରେ ଟଙ୍କା ଲୁ-ଟ କରିବାକୁ କିଏ ଚୋ-ରି କରୁଛି ତ ଆଉ କିଏ କେଉଁ କେଉଁ ଉପାୟ ଆପଣେଇ ନେଉଛନ୍ତି ତାହା ଜାଣିବା ବୋଧେ ହୁଏ ମୁସ୍କିଲ ହୋଇଯିବ।

ଏ ହେଉଛନ୍ତି ଯୋଗ୍ୟ ଝିଅ ଯିଏକି ମାଙ୍କ କ୍ୟା-ନ୍ସର ନାମରେ ଟଙ୍କା ଆଣି କରୁଛନ୍ତି ମଉଜ ମସ୍ତି। ଏହି 420 ମହିଳା ଜଣଙ୍କ ହେଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ ବିଜୟ ଲକ୍ଷ୍ମୀ ଦାସ। ତାଙ୍କ ବିରୋଧରେ ଏ ଭଳି ଅଭି-ଯୋଗ ଆଣିଛନ୍ତି ଜଣେ ଯୁବକ। ଯୁବକଙ୍କ ଅଭି-ଯୋଗ ଅନୁଯାୟୀ ମ୍ୟାଡାମ ବିଜୟ ଲକ୍ଷ୍ମୀ କୁଆଡେ ଏକ ଅଭ୍ୟାସ ଗତ ଠ-କ। ପେଷା ସିନା ତାଙ୍କର ମହାବିଦ୍ୟାଳୟରେ ପାଠ ପଢେଇବା ହେଲେ ନି-ଶା କିନ୍ତୁ ଲୋକଙ୍କୁ ଠ-କିବା ବୋଲି ଲୋକେ କହୁଛନ୍ତି। ମାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଧାର ଆଣି ଦେଶର ବିଭିନ୍ନ ନାମୀ ଦାମୀ ଜାଗାକୁ ଯାଇ ବୁଲିବା ସହ ହୋଟେଲରେ ରହି ମଜା କରି ଟଙ୍କା ଉଡାଉଥିବା ଅଭି-ଯୋଗ ହୋଇଛି।

ଏମିତି ଘ-ଟଣା ଘଟିଛି ରାଜଧାନୀ ଭୁବନେଶ୍ବରେ ସୂର୍ଯ୍ୟ ତ୍ରିପାଠୀ ନାମକ ଏକ ବ୍ୟକ୍ତିଙ୍କ ଠାରୁ ମାଙ୍କ ଚିକିତ୍ସା ପାଇଁ ୧୫ ଲକ୍ଷ ଟଙ୍କା ଧାର ନେଇ ସେହି ଟଙ୍କାରେ ଅଏସ ଆରମ କରି ଲଗଜୁରିଏସ ଲାଇଫ ମେଣ୍ଟନ କରୁଥିବା ବେଳେ ଟଙ୍କା ମାଗିଲେ ବାରମ୍ବାର ଗୋଟିଏ କଥା ସବୁ ଥା-ନାରେ ପୋ-ଲିସ ମୋହର ଚିହ୍ନା ଯାହା କରିବା କଥା କର କେବଳ ଏତିକି ନୁହେଁ ଟଙ୍କା ଧାର ଆଣିଥିବା ଯୁବକଙ୍କୁ ଧ-ମକ ମଧ୍ୟ ଦେଉଛନ୍ତି। ହେଲେ ଶିକ୍ଷିତା ମ୍ୟାଡାମ ବୋଧେ ହୁଏ ଜାଣି ନାହାଁନ୍ତି ସେ ଯୁବକଙ୍କ ପାଖରୁ ଟଙ୍କା ନେବା ସମୟରେ ଷ୍ଟାମ ପେପରରେ ସାଇନ ମା-ରି ଟଙ୍କା ନେଇଛନ୍ତି। ଆଉ ହଁ ମ୍ୟାଡାମ କିଛି ଟଙ୍କା ଫେରସ୍ତ କରିଥିବା ବେଳେ ଆହୁରି ଅନେକ ଟଙ୍କା ଫେରାଉ ନାହାଁନ୍ତି।

ଯୁବକଙ୍କ କହିବା ଅନୁଯାୟୀ ଯେତେବେଳେ ଡ଼ ବିଜୟ ଲକ୍ଷ୍ମୀ ଯୁବକଙ୍କ ପାଖରୁ ଟଙ୍କା ଧାର ନେଇଥିଲେ ସେତେବେଳେ ସେ କହିଥିଲେ କି ଏକ ବର୍ଷ ମଧ୍ୟରେ ଟଙ୍କା ଫେରସ୍ତ କରିଦେବେ ବୋଲି ହେଲେ କିନ୍ତୁ ଟଙ୍କା ଆଜି ଦେବି କାଲି ଦେବି କହି ସମୟ ଗଡେଇ ଚାଲିଥିଲେ। ଆଉ ଯେବେ ଯୁବକଙ୍କ ର ଟଙ୍କା ବହୁତ ଆବଶ୍ୟକ ପଡିଥିଲା ଯୁବକ ଓ ଯୁବକଙ୍କ ପରିବାର ଲୋକେ ତାଙ୍କ ପାଖରୁ ଉ-ଦ୍ଧାର ନେଇଥିବା ଟଙ୍କା ଫେରାଇବାକୁ କହିଥିବା ବେଳେ

ତାଙ୍କ ନିକଟକୁ ଯାଇଁ ବୁଝାଇଥିବା ବେଳେ ମ୍ୟାଡାମ ଓଲଟା ଯୁବକ ଓ ତାଙ୍କ ପରିବାର ନାମରେ ଥା-ନାରେ ମାମ-ଲା ରୁ-ଜ୍ଜୁ କରିଥିଲେ। ତେବେ ଏନେଇ ବର୍ତ୍ତମାନ ଯୁବକ ଜଣଙ୍କ ନନ୍ଦନକାନନ ଥା-ନାର ଦ୍ୱାରସ୍ଥ ହୋଇ ତାଙ୍କ ନାମରେ ଅଭି-ଯୋଗ କରିଛନ୍ତି ତେବେ ଦେଖିବାକୁ ବାକି ରହିଲା ଯୁବକଙ୍କୁ କେବେ ଟଙ୍କା ଫେରାଉଛନ୍ତି ଏହି ଅଧ୍ୟାପକ ମ୍ୟାଡମ

Leave a Reply

Your email address will not be published. Required fields are marked *