ମୁଁ ମନ୍ଦିରରୁ ଫେରିଲା ବେଳକୁ ସମସ୍ତେ କାନ୍ଦୁଥିଲେ, ପରେ ଜାଣିଲି ଯେ ସେ ମୋ ଲୁଗାରେ ଝୁଲି ପଡିଛି…

ଯୁବ ପିଢିଙ୍କୁ ନ-ଷ୍ଟ କରୁଛି ନି-ଶା। ଯୁବ ପିଢିଙ୍କ ଜୀବନ ନେଉଛି ନି-ଶା। ନି-ଶା ପାଇଁ କେତେବେଳେ ନି-ଶାଡୀ ଅନ୍ୟ ଲୋକର ଜୀବନ ନେଉଛି ତ ଆଉ କେତେବେଳେ ନି-ଶା ପାଇଁ ଯୁବକ ନିଜ ଜୀବନ ନେଇଯାଉଛନ୍ତି। ନି-ଶା ନେବା ପରେ ଭୁଲି ଯାଉଛନ୍ତି ହିତାହିତ ଜ୍ଞାନ। ନି-ଶା ନେବା ପରେ ନିଜର ପର ଏମିତି କି ନିଜ ଜୀବନ ପ୍ରତି ମଧ୍ୟ ଲୋଭ ରହୁନି। କାହାକୁ ମା-ରୁଛନ୍ତି ତ ଆଉ କେତେବେଳେ ନି-ଶା ଖାଇ ନିଜେ ମ-ରୁଛନ୍ତି। ନ-ଷ୍ଟ ହେଉଛି ଯୁବ ପିଢିଙ୍କ ଭବିଷ୍ୟତ। ହେଲେ ଚେତା ପସୁନି ମଣିଷ ଭିତରେ। ବାରମ୍ବାର ସେହି ଭୁଲ ବାରମ୍ବାର ସେହି କାର୍ଯ୍ୟ। ଆଇ ବାରମ୍ବାର ଚାଲିଯାଉଛି ମଣିଷଙ୍କ ଜୀବନ। ନି-ଶା ଯେତିକି ଜଣେ ନି-ଶା ନେଉଥିବା ବ୍ୟକ୍ତିଙ୍କର କ୍ଷ-ତି ଘଟା-ଉଛି ସେତିକି ପରିବାରର ମଧ୍ୟ କ୍ଷ-ତି ଘଟା-ଉଛନ୍ତି।

କେତେବେଳେ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି ତ ଆଉ କେତେବେଳେ ପୁଅକୁ ହରାଇ ଭା-ଙ୍ଗି ପଡୁଛନ୍ତି ବାପା ମା। ଏମିତି ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। କି ବାପା ପୁଅକୁ ନି-ଶା ନେଉଥିବାରୁ ଦୀର୍ଘ ବର୍ଷ ଧରି ନି-ଶାରେ ନିଜକୁ ଲି-ପ୍ତ କରିଥିବାରୁ ବାପା ପୁଅକୁ ନେଇ ନି-ଶା ନିବାରଣ କେନ୍ଦ୍ରରେ ଛାଡି ଆସୁଥିଲେ। ହେଲେ ମାତ୍ର ପୁଅ ଯେତେବେଳେ ଘରକୁ ଆସେ କାର୍ଯ୍ୟ କରେ। ଆଉ ପୁଣି ଧୀରେ ଧିରେ ପୂର୍ବ ପ୍ରକୃତି ମନେ ପଡ଼ିଯାଏ। ଆଉ ନି-ଶା ନେବା ପରେ ପୁଅ ଜଣଙ୍କ ଏପରି ବ୍ୟବହାର କରେ କି ଯେପରି ସେ ନି-ଶା ଶକ୍ତ ଅବସ୍ଥାରେ କାହାକୁ ମା-ରିବ ଆଉ କାହାକୁ ହା-ଣିବ ସେ କିଛି ମଧ୍ୟ ବୁଝି ପାରେନାହିଁ।

ଏପରି ଘ-ଟଣା ଏବେ ସାମ୍ନାକୁ ଆସିବା ପରେ ଯେଉଁ ମାନେ ନି-ଶା ସେ-ବନ କରୁଛନ୍ତି ସେମାନଙ୍କ ପରିବାର ପାଇଁ ଏହା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି କି। ଯେତେବେଳେ ପରିବାରରେ କେହି ନଥିଲେ ସେତେବେଳେ ଏକ ଯୁବକ ନି-ଶା ସେବନ କରି ତାଙ୍କ ଦୌରାତ୍ମ୍ୟ ଆରମ୍ଭ କରିଦେଇଥିଲେ। ଓ ପରେ ଘରେ କେହି ନଥିବା ସମୟରେ ମାଙ୍କ ଲୁଗାରେ ଝୁଲି ପଡି ଆ-ତ୍ମହ-ତ୍ୟା କରିଥିଲେ। ଏ ଘ-ଟଣା ପରେ ପରିବାର ଲୋକେ ପୁଅକୁ ହରାଇ ଦୁଃ-ଖର ସହ ପ୍ରକାସ କରିଛନ୍ତି କି ପୁଅ ଯେତେବେଳେ ନି-ଶା ନିଏ ସେତେବେଳେ ସେ କଣ କରିବ କିଛି ବୁଝିପାରେ ନାହଁ। ଆଉ ସେହି ସମୟରେ କି ଯେତେବେଳେ ସେ ଆ-ତ୍ମହ-ତ୍ୟା କରିଛି ଯଦି ପାଖରେ କେହି ଥାନ୍ତେ ହୁଏତ ଘରକୁ ମଧ୍ୟ ମା-ରି ଦେଇଥାନ୍ତା।

ବାପା କହିଛନ୍ତି ମୁଁ ଘରେ ନଥିଲି ହେଲେ ମୁଁ ଯେତେବେଳେ ଘର ପାଖକୁ ଆସିଲି ଘରୁ କ-ନ୍ଦା କ-ଟା ଶୁଣି ମୁ ଭାବିଲି ପୁଅ ବୋଧେ କାହାକୁ ମା-ରିଦେଇଛି। ହେଲେ ଘରେ ଆସି ଯାହା ଦେଖିଲି କି ସେ ତା ମା ଲୁଗାରେ ଫା-ଶୀ ଦେଇ ଆ-ତ୍ମହ-ତ୍ୟା କରିଛି। ତାଙ୍କ ଭାଷାରେ ଜୀବନ ବହୁତ ମୂଲ୍ୟବାନ ହେଲେ ନି-ଶା ବର୍ତ୍ତମାନର ଯୁବ ପିଢିଙ୍କୁ ନ-ଷ୍ଟ କରି ଦେଉଛି। ନି-ଶା ପାଇଁ କାହା ପରିବାର ଉଚ୍ଛନ୍ନ ହେଇ ଯାଉଛି ତ ନି-ଶା ପାଇଁ କାହାର ଅନେକ କ୍ଷ-ତି ଘ-ଟୁଛି। ନି-ଶା ପୂର୍ବରୁ ଥରେ ବାପା ମା ଘଟ ପରିବାର କଥା ଯୁବ ପିଢିଙ୍କର ଚିନ୍ତା କରିବାର ଆବଶ୍ୟକତା ଅଛି। ନି-ଶା ନେବା ପୂର୍ବରୁ ଭାବିବା ଉଚିତ କି ଏ ଚକ୍ରଭିୟୁ ଭିତରେ ପଶିବା ପରେ ଆଉ ବାହାରିବା ସମ୍ଭବ କି ? ଯଦି ଉତର ଆସେ ନା ତେବେ ପରିବାର ଠୁ ଅଧିକ ନିଜର କେହି ନୁହନ୍ତି ବାପା ମାଙ୍କ ଠୁ ଅଧିକ ନିଜର କେହି ନୁହଁନ୍ତି କି ନି-ଶା ମଧ୍ୟ ନୁହେଁ। ଯୁବପିଢି ନି-ଶା ଠୁ ଦୂରରେ ରହିବାକୁ କହିଛନ୍ତି ପୁଅକୁ ହରେଇ ଥିବା ବାପା।

Leave a Reply

Your email address will not be published. Required fields are marked *