ମୋ ସହ ଏମିତି କଲେ ଯେ ମୋର ସବୁ ପୁଚୁକା ହେଇଗଲା: ଦୀପିକା ।

ସବୁକୁ ପୁଚୁକା କରିଦେଲେ। ମଣିଷ କି ରା-କ୍ଷାସ କେ ଜାଣି। ତାଙ୍କ ଭିତରେ ହୃଦୟ ଅଛି କି ନାହିଁ ? ଭଗବାନ ଦିନେଶଙ୍କ ପରିବାର ଲୋକଙ୍କୁ ହୃଦୟ ଦେଇଛନ୍ତି ନା ପଥର। ମୁଁ ତାଙ୍କର କି ଅସୁବିଧା କରିଥିଲି ଯେ ମୋର ସବୁ ପୁଚୁକା କରିଦେଲେ। ମୁଁ ତ ଘର ବାହାରେ ଶାନ୍ତି ସହକାରେ ଧାରଣାରେ ବସି ନ୍ୟା-ୟ ଭିକ୍ଷା କରୁଛି ତାଙ୍କର କେଉଁଠି ସମସ୍ୟା ହେଲା ଯେ ମୋର ସବୁ ପୁଚୁକା କରିଦେଲେ। ବାସ୍ତବରେ ଦିନେଶଙ୍କ ପରିବାର ଲୋକେ କଣ ଚାହୁଁଛନ୍ତି ମୁଁ ବୁଝି ପାରୁନି। କାହିଁକି ସେ ମତେ ଏତେ ହଇ-ରାଣ କରୁଛନ୍ତି ସେ କଥା ବି ମୁଁ ଭାବି ପାରୁନି। କଣ ରହିଛି ତାଙ୍କର ଉଦ୍ୟଶ। ଆଉ କେତେ କ-ଷ୍ଟ ଦେବେ ମତେ ? କଣ ମୁଁ ପର ଲୋକ ବୋଲି ମୋ କ-ଷ୍ଟ ସେମାନଙ୍କ ଆଖିକୁ ଦେଖା ଯାଉନି।

ଆଜି ଦୀପିକା ରା-ଗ ଅଭିମାନ ଓ ଲୁହ ଏବଂ କୋହରେ ଏକାଠି ହୋଇ ତାଙ୍କ କ୍ଷୋଭ ପ୍ରକାଶ କରିଥିଲେ। କହିଥିଲେ କି ପରିବା ଦର ହୁ ହୁ ହୋଇ ବଢି ଚାଲିଛି ଆଉ ଏପଟେ ମୋ ଦୋକାନ ବନ୍ଦ ରହିଛି। ମୁଁ ଆଉ ବଜାରରୁ କେତେ କିଣି ଆଣି ଖାଇଥାନ୍ତି। ତେଣୁ ମୁଁ ପରିବା ଜିନିଷ ପତ୍ର ସବୁକିଛି କିଣି ଆଣି ଭାବିଲି ଦିନେଶଙ୍କ ଘର ଆଗରେ ରୋଷେଇ କରି ଖାଇକି। ହେଲେ ଏହା ଦିନେଶଙ୍କ ପରିବାର ଲୋକେ ଦେଖି ସହି ପାରିଲେ ନାହିଁ ମୋର ଜିନିଷକୁ ସରଫ ପାଣି ପକାଇ ନ-ଷ୍ଟ କରିଦେଲେ। ଆଗରୁ ମୋ ଜିନିଷ ଗୋଇଠା ମା-ରି ଫିଙ୍ଗି ଦେଇଥିଲେ ଆଉ ଏବେ ମୋ ଜିନିଷକୁ ନ-ଷ୍ଟ କରିଦେଲେ ବଜାରରୁ ଆଣିଥିବା ସବୁ ପରିବା ନ-ଷ୍ଟ ହୋଇଗଲା। ମୁଁ କଣ କରିବି ମୋ ଜିନିଷ ସବୁ ପୁଚୁକା ହେଇଗଲା ମୋ ପାଖରେ ଆଉ କିଛି ନାହିଁ।

କାହିଁକି ଦିନେଶଙ୍କ ପରିବାର ଲୋକେ ମତେ କ-ଷ୍ଟ ଦେଉଛନ୍ତି ତାହା ମୁଁ ବୁଝି ପାରୁନି। କଣ ଚାହୁଁଛନ୍ତି ଦିନେଶଙ୍କ ପରିବାର ଲୋକେ। ନିଜେ ଆସୁଛନ୍ତି ଘର ଖୋଳୁଛନ୍ତି ମନ ଇଚ୍ଛା ମୋ ଜିନିଷ ନ-ଷ୍ଟ କରି ଚାଲିଯାଉଛନ୍ତି। ମୁଁ କଣ କରିବି ବୁଝି ପାରୁନି। ମୁଁ ଆଉ କେତେ ଜିନିଷ କିଣିବି ଆଉ ଦିନେଶଙ୍କ ପରିବାର ଲୋକେ ଏମିତି ଜିନିଷ ନ-ଷ୍ଟ କରୁଥିବେ। ଦିନେଶଙ୍କ ପରିବାର ଲୋକେ ବୁଝି ପାରୁ ନାହାଁନ୍ତି କି ଭୁଲ ଆମ ଦୁହିଁଙ୍କର ଥିଲା। ସେ ଏକା ମତେ କ-ଷ୍ଟ ଦେଇ ଚାଲିଛନ୍ତି। ଭାବୁଛନ୍ତି ଏମିତି କ-ଷ୍ଟ ଦେଲେ ଏମିତି ହଇ-ରାଣ କଲେ ମୁଁ ଏଠାରୁ ଉଠିକି ଚାଲିଯିବି। ହେଲେ ସେମାନେ କିନ୍ତୁ ଭୁଲ ଭାବୁଛନ୍ତି। ଦିନେଶଙ୍କ ପରିବାର ଲୋକେ ମତେ ଅନେକ କ-ଷ୍ଟ ଦେଲେନି ଏତେ କ-ଷ୍ଟ ମୁଁ ସହିଛି ମାନେ କେମିତି ଭାବି ପାରୁଛନ୍ତି ମୁଁ ଚାଲିଯିବି ବୋଲି।

ଦିନ ପରେ ଦିନ ବିତି ବିତି ଏକ ମାସ ବିତି ଗଲାଣି। ହେଲେ ମୁଁ ସେମିତି ଏଇଠି ବସିଛି ଆଉ ନ୍ୟା-ୟ ପାଇଁ ଚାତକ ପରି ଚାହିଁ ରହିଛି। ଭାବୁଛି କେବେ ମତେ ନ୍ୟା-ୟ ଦେବେ ଆଉ କେବେ ମୋ ପୁଅକୁ ଗ୍ରହଣ। ହେଲେ ଦିନେଶଙ୍କ ପରିବାର ଲୋକେ କେଉଁ ଚାଲିଯାଉଛନ୍ତି ଜୀବନକୁ ଉପଭୋଗ କରୁଛନ୍ତି। ମୋ କ-ଷ୍ଟ ତାଙ୍କୁ ଦେଖା ଯାଉନି ମୋ ଜିନିଷ ଫିଙ୍ଗା ଫୋପାଡା କରି ନ-ଷ୍ଟ କରିଦେଉଛନ୍ତି। ଯେତେ କ-ଷ୍ଟ ଦେଉଛ ଦିଅ ମୁଁ ଏଠାରୁ କେବେ ହେଲେ ଉଠିବି ନାହିଁ। ନ୍ୟା-ୟ ନମିଳିବା ଯାଏଁ ଦୀପିକା ଦିନେଶଙ୍କ ଘର ଆଗରୁ ଧାରଣାରୁ ହଟିବେ ନାହିଁ ବୋଲି ସିଧାସଳଖ ଗଣ ମାଧ୍ୟମରେ କହିଛନ୍ତି।

Leave a Reply

Your email address will not be published. Required fields are marked *