ଡାକ୍ତରଙ୍କୁ ଭଲ ପାଇବା ହେଲା କାଳ , ମାଆ ପୁଅଙ୍କ ଜି-ଅନ୍ତା ଜାଳି ଦେଲେ ଡାକ୍ତର

ସିଧା ସାଧା ଝିଅଟିଏ ଥିଲେ । ଆଉ ନିଜ ପରିବାରର ତଥା ନିଜର ପେଟ ପୋଷିବା ପାଇଁ ଚାକିରୀଟିଏ ଖୋଜୁଥିଲେ । ଚାକିରୀ ଖୋଜି ଖୋଜି ଏକ ରିସେପସୋନିଷ୍ଟ ଭାବରେ ସେ ଏକ କ୍ଲିନିକରେ ନିଯୁକ୍ତି ପାଇଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ନିଜ ପୁଅକୁ ଭଲ ସ୍କୁଲରେ ମଧ୍ୟ ପାଠ ପଢ଼ାଇ ଥିଲେ । କିନ୍ତୁ ହଠାତ୍ ଏମିତି ଏକ କଳାବାଦଲ ଜୀବନରେ ଆସିଲା , ଯାହା ସବୁକିଛି ବଦଳାଇ ଦେଲା । ଅର୍ଥାତ୍ ସେହି କ୍ଲିନିକ ର ଜଣେ ଡାକ୍ତରଙ୍କୁ ଭଲ ପାଇ ବସିଥିଲେ ମହିଳା ଆଉ ତାପରେ ସବୁକିଛି ବଦଳି ଗଲା ।

ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମାଆ ପୁଅଙ୍କୁ ଡାକ୍ତର ଆଉ ତାଙ୍କ ପତ୍ନୀ ଜିଅନ୍ତା ଜା-ଳି ଦେଇଛନ୍ତି । ଆଉ ସେ ମାଆ ପୁଅ ହେଉଛନ୍ତି ରିସେପସୋନିଷ୍ଟ ଆଉ ତାଙ୍କ ଛଅ ବର୍ଷର କୁନି ପୁଅ । ତେବେ ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି , ରାଜସ୍ଥାନର ଭରତପୁର ଅଞ୍ଚଳରେ । ସୂଚନା ଅନୁଯାୟୀ , ସେହି ରିସେପସୋନିଷ୍ଟ ଭାବରେ କାମ କରୁଥିବା ମହିଳା ଜଣକ ହେଉଛନ୍ତି ଦୀପା। ସେହି କ୍ଲିନିକ୍ ରେ କାମ କରିବା ସମୟରେ ତାଙ୍କର ଦେଖା ହୋଇଥିଲା ଡାକ୍ତର ସୁଦୀପଙ୍କ ସହ ।

ତେବେ ଧିରେ ଧୀରେ ନିଜ ପ୍ରେମ ଜାଲରେ ଦିପାଙ୍କୁ ଫ-ସାଇ ଦେଇଥିଲେ ଡାକ୍ତର ବାବୁ ଜଣକ । ଆଉ ଦୀପା ମଧ୍ୟ ତାଙ୍କ ପ୍ରେମରେ ବା-ୟା ହୋଇ ଯାଇଥିଲା । ତେବେ ଏମିତି କିଛି ମାସ ଧରି ଚାଲିବା ପରେ ଘରେ ଡାକ୍ତରଙ୍କ ସ୍ତ୍ରୀ ଜାଣି ଦେଇଥିଲେ । ଆଉ ସେ କ୍ରୋ-ଧିତ ହୋଇ ଦୀପାଙ୍କୁ ଜୀବନରୁ ମା-ରିବାକୁ ଯୋଜନା କରିଥିଲେ । ତେବେ ସେ ଗୋଟିଏ ଘରେ ନି-ଆଁ ଲଗାଇ ଦେଇଥିଲେ ଆଉ ଯେଉଁଥିରେ ମାଆ ପୁଅ ଜି-ଅନ୍ତା ଜ-ଳି ଧ୍ଵଂ-ସ ହୋଇ ଯାଇଥିଲେ । ତେବେ ଏଥିରେ ତାଙ୍କ ସାଥ ଦେଇଥିଲେ ଡାକ୍ତର ।

ତେବେ ଏତିକିରେ କାହାଣୀ ଅଟକି ନଥିଲା । ଡାକ୍ତର ଆଉ ତାଙ୍କ ପତ୍ନୀଙ୍କୁ ଗି-ରଫ କରା ଯାଇଥିଲା ଏବଂ ସେମାନେ ଅନେକ ଦିନ ଧରି ଜେ-ଲରେ ରହିଥିଲେ । ତେବେ ଯେଉଁ ଦିନ ସେମାନେ ଜେ-ଲରୁ ମୁକୁଳି ଥିଲେ । ସେହି ଦିନ ସେମାନଙ୍କ ଶେଷ ଦିନ ଥିଲା । କାହିଁକି ନା ଦୀପାଙ୍କ ଭାଇ ମୃ-ତ୍ୟୁର ଦୀପାଙ୍କ ମୃ-ତ୍ୟୁର ପ୍ରତି-ଶୋଧ ନେବା ପାଇଁ ସ୍ଵାମୀ ସ୍ତ୍ରୀ ଦୁହିଁଙ୍କ ଉପରକୁ ବ-ନ୍ଧୁକ ଚଳାଇ ଦେଇଥିଲେ । ଯାହା ପରେ ଘ-ଟଣା ସ୍ଥଳରେ ହିଁ ସ୍ଵାମୀ ସ୍ତ୍ରୀଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ଦୀପାଙ୍କ ଭାଇ କା-ରାଦ-ଣ୍ଡ ଭୋଗୁଛନ୍ତି

Leave a Reply

Your email address will not be published. Required fields are marked *