ମା’ ସାଜିଲା ଡାହାଣୀ , ଯାଆଁଳା ଛୁଆଙ୍କୁ ନିଦରୁ ଉଠାଇ କ୍ଷୀର ଦେଇ କଲା ହ-ତ୍ୟା । ଆଉ ଧରା ପଡ଼ିବା ଭ-ୟରେ ………..

ଦୀର୍ଘ ୧୧ ବର୍ଷ ଧରି ପିଲାଛୁଆ ହେଉ ନଥିବା ବେଳେ ଶେଷରେ ଭଗବାନ ଡାକ ଶୁଣିଲେ । ଆଉ କୋଳକୁ ଏକା ସାଙ୍ଗରେ ଯାଆଁଳା ଛୁଆ ଦେଇଥିଲେ । କିନ୍ତୁ ଜନ୍ମ କଲା ମା’ ନିଜ ପିଲା ଦୁଇଟିକୁ ଘୃଣା କରୁଥିଲା ଏବଂ ପିଲା ଦୁଇଟିକୁ ଚାହୁଁନଥିଲା ମଧ୍ୟ । ତେବେ ରାତିରେ ପିଲା ଦୁଇଟି କାରଣରୁ ମା’କୁ ନିଦ ହେଉ ନଥିଲା । ଯେଉଁ କାରଣରୁ ବିର-କ୍ତ ହୋଇ ପିଲା ଦୁଇଟିକୁ ମା-ରିବାକୁ ମା’ ଜଣକ ଷ-ଡ଼ଯ-ନ୍ତ୍ର ରଚିଥିଲା । ପିଲା ଦୁଇଟିର ନା ସାଈ ଏବଂ ଶ୍ରଦ୍ଧା । ତେବେ ବଡ଼ ମା’ ଲାଟିନ ଯିବା ପରେ ପିଲା ଦୁଇଟିକୁ ମା-ରି ଗଭୀର କୂଅ ଭିତରକୁ ଫିଙ୍ଗି ଦେଇଥିଲା । ଆଉ କେହି କୁଆଡ଼େ ସ-ନ୍ଦେହ କରିବ ଭାବି ପଡ଼ିଶା ଘରକୁ କ୍ଷୀର ଆଣିବାକୁ ପଳାଇ ଥିଲା ।

ପରିବାର ଲୋକେ ଯେତେବେଳେ ପିଲା ଦୁଇଟିକୁ ମୃ-ତ ଅବସ୍ଥାରେ କୂଅ ଭିତରେ ଭାସ ଥିବାର ଦେଖିଲେ , ପୁରା ପରିବାର କା-ନ୍ଦ ବୋବାଳିରେ ଫାଟି ପଡ଼ିଲା । ବଡ଼ ମା’ ଆଖିରୁ ଯେମିତି ଲୁହା ଶୁଖୁନି । ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବସଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଡିବି ସାହିରେ ଘଟି ଯାଇଥିବା ସେହି ଘ-ଟଣା ନୂଆ ଏକ ମୋଡ଼ ନେଇଛି ।

ଜଣେ ମା’ ହୋଇ ନିଜର ଜନ୍ମକଲା ଦୁଇ ଶିଶୁଙ୍କୁ ହ-ତ୍ୟା କରିଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ , ଛୁଆଙ୍କୁ ହ-ତ୍ୟା କରିବାର ୨୪ ଘଣ୍ଟା ପରେ ମା’ ଜଣକ ନିଜ ଦୋ-ଷକୁ ମଧ୍ୟ ସ୍ୱୀକାର କରିଛି । ଦୀର୍ଘ ୧୧ ବର୍ଷ ଧରି ତପସ୍ୱିନୀ ଏବଂ ସୁନୀଲ ଙ୍କର ପିଲାଛୁଆ ହେଉ ନଥିବା ବେଳେ ଅନେକ ଡାକ୍ତର ଦେଖା ଦେଖି କରିବା ପରେ ଗତ ତିନି ମାସ ତଳେ ତାଙ୍କ କୋଳକୁ ଯାଆଁଳା ଛୁଆ ଦୁଇଟି ଆସିଥିଲେ ।

କିନ୍ତୁ ସେହି ମା’ ଜଣକ ସେମାନଙ୍କୁ ଆଦୋୖ ଭଲ ପାଉ ନଥିଲା । ତେଣୁ ତାଙ୍କ ମଝିଆ ଜାଆ , ଯାହାର କୌଣସି ପିଲା ଛୁଆ ନାହାଁନ୍ତି ସେ ସାଈ ଏବଂ ଶ୍ରଦ୍ଧାଙ୍କୁ ନିଜ ପିଲା ଭଳି କୋଳେଇ ନେଇଥିଲେ । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ପ୍ରକାରର ଯତ୍ନ ମଧ୍ୟ ନେଉଥିଲେ । ଏପଟେ ହ-ତ୍ୟା ପରେ ତପସ୍ୱିନୀ ନିଜେ ହିଁ ନିଜ ଛୁଆଙ୍କୁ ମା-ରିଥିବା ସ୍ୱୀକାର କରିଛି ।

କିନ୍ତୁ କାହିଁକି ମା-ରିଛି ତାହାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତେବେ ହ-ତ୍ୟାକା-ରୀ ମା’ ତପସ୍ୱିନୀଙ୍କୁ ବନ୍ତୁଳା ପୋ-ଲିସ ଘରୁ ଉଠାଇ ନେଇଥିବା ସହିତ ଏହି ଘଟ-ଣାକୁ ନେଇ ତ-ଦନ୍ତ ଜାରି ରହିଛି । ପୋଲି-ସର ସଠିକ ତଦ-ନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *