ମାଛ ଲୋଭ ଦେଖାଇ କରିଦେଲା ଦୁ-ଷ୍କର୍ମ , ଯନ୍ତ୍ର-ଣାରେ ଛଟପଟ ହେଲେ ଦୁଇ ଝିଅ

ଶିକ୍ଷିତ ସମାଜରେ କେବଳ ଅଶିକ୍ଷିତ ଲୋକ ହିଁ ଭରି ହୋଇ ରହିଛନ୍ତି । ଯେତେ ସମାଜ ଆଗକୁ ଯାଉଛି , ଲୋକଙ୍କ ଚିନ୍ତାଧାରା ସେତେ ତଳକୁ ଖସି ଖସି ଯାଉଛି । ଆଉ ଏ ସମାଜରେ ସୁର-କ୍ଷିତ ନାହାଁନ୍ତି କେହି । ଛୋଟ ଛୋଟ ପିଲାକୁ ଏବେ ବାହାରକୁ ଛାଡ଼ିବା ପାଇଁ ବାପା ମାଆ ଭ-ୟ କରୁଛନ୍ତି । କାହିଁକି ନା ଘର ବାହାରେ ନର ରା-କ୍ଷସ ମାନେ ଅନାଇ ବସିଛନ୍ତି । ଯେଉଁ ମାନେ ନିଜ ଦେହର ଭୋକ ମେଣ୍ଟେ-ଇବା ପାଇଁ ଛୋଟ ଛୋଟ ପିଲାକୁ ମଧ୍ୟ ଛାଡୁ ନାହାଁନ୍ତି ।

ତେବେ ଏହି କଥା ଆମେ କହୁ ନାହୁଁ , ସମାଜରେ ପ୍ରତିଦିନ ଘଟି ଯାଉଥିବା କାର୍ଯ୍ୟକୁ ଦେଖି ଆମେ ଏହି କଥା ଉଲ୍ଲେଖ କରୁଛୁ । ତେବେ ହଁ ଆଜ୍ଞା ପୁଣି ଥରେ ଏକ ଛାତି ଥରା ଦୃ-ଶ୍ୟ ସାମ୍ନାକୁ ଆସିଛି । ଏକାଠି ଦୁଇ ଦୁଇ ଜଣ କୁନି କୁନି ପିଲାଙ୍କୁ ଦୁ-ଷ୍କର୍ମ କରିଛି ଦୁ-ର୍ବୃତ୍ତ । ଆଉ ନିଜ ମନ ବୁଝି ଯିବା ପରେ ଚ-ମ୍ପଟ ମା-ରି ସେଠାରୁ ପଳାଇ ଯାଇଛି । ସୂଚନା ଅନୁଯାୟୀ , ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଥା-ନା ସୁକୁରଙ୍ଗି ଅଞ୍ଚଳରେ ଘଟି ଯାଇଛି ଏଭଳି ଏକ ଅଭା-ବନୀୟ ଘ-ଟଣା । ଦିନ ଦ୍ବିପହରରେ ଘ-ଟିଗଲା ଏପରି ଘଟ-ଣା ଆଉ କେହି କିଛି କରି ପାରିଲେ ନାହିଁ ।

ତେବେ ଏପରି କା-ଣ୍ଡ ଘଟାଇଥିବା ଦୁ-ର୍ବୃତ୍ତ ଜଣକ ହେଉଛି ଗାଆଁର କ୍ଷେତ୍ରବାସ ଦେହୁରୀଙ୍କ ପୁଅ ରତ୍ନାକର ଦେହୁରୀ ।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଦୁଇ ଝିଅ ପାଠ ପଢା ସାରି ଘରକୁ ଫେରିଥିଲେ ଆଉ ଘରେ ଆଗରେ ଦୁଇ ଜଣ ମିଶି ଖେଳିବାରେ ଲାଗିଥିଲେ । ଯାହା ପରେ ଦୁହିଁଙ୍କୁ ଏକୁଟିଆ ପାଇ ଯାଇଥିଲା ନର ରା-କ୍ଷସ । ଦୁହିଁଙ୍କୁ ଦେଖି ତାର ଦେହର ଭୋକ ଆହୁରି ବଢି ଯାଇଥିଲା । ଆଉ ନିଜକୁ ନିଜ ନିୟନ୍ତ୍ରଣରେ ରଖି ପାରି ନଥିଲା ସେ । ଆଉ ତାପରେ କରିଥିଲା ଏପରି ବଡ କା-ଣ୍ଡ ।

ଦୁହିଁଙ୍କୁ ମାଛ ଦେଖାଇବ ବୋଲି ଲୋଭ ଦେଖାଇ ପୋଖରୀ କୂଳକୁ ଡ଼ାକି ନେଇଥିଲା । ଆଉ ଜଣକ ପରେ ଜଣକର କରିଥିଲା ଦୁ-ଷ୍କର୍ମ । ଏହାପରେ ସେମାନଙ୍କୁ ଛାଡି ଦେଇ ସେଠାରୁ ପଳାଇ ଯାଇଥିଲା । ପରିବାର ଲୋକ ଦୁଇ ଝିଅକୁ ଖୋଜା ଖୋଜି କରିବା ପରେ ପୋଖରୀ କୂଳରେ କା-ନ୍ଦୁଥିବା ଅବସ୍ଥାରେ ଦୁହିଁଙ୍କୁ ପାଇଥିଲେ । ତାପରେ ପୁରା ଘ-ଟଣା ବିଷୟରେ ଜଣା ପଡିଥିଲା । ତେବେ ପୋ-ଲିସ ବର୍ତ୍ତମାନ ଦୁ-ର୍ବୃତ୍ତ ଜଣଙ୍କୁ ଗି-ରଫ କରି ନେଇଛି । ଆଉ ତାକୁ ଜିଲ୍ଲା ବିଚାର ଅଧିକାରୀଙ୍କ ନିକଟକୁ ପଠାଇ ଦିଆ ଯାଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *